‘ମନ୍ କୀ ବାତ’କାର୍ଯ୍ୟକ୍ରମ ହୋହଲ୍ଲା କରି ସାରଦାଙ୍କୁ ମାରିଥିଲେ ଧକ୍କା: ଏବେ ଭାଜପା କଲା….
ଭୁବନେଶ୍ୱର,୧।୯: ଭୁବନେଶ୍ୱର ନିକଟ ବାଳକାଟୀରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ’ କାର୍ଯ୍ୟକ୍ରମବେଳେ ଗଣ୍ଡଗୋଳ ଘଟଣାରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ୫ ଭାଜପା କର୍ମକର୍ତ୍ତାଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ…
ଆଜିଠୁ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ, ଏହି ସ୍ଥାନରେ ମିଳିବ ଫର୍ମ, ଜାଣନ୍ତୁ ଆବେଦନର ନିୟମ…
ଭୁବନେଶ୍ୱର,୧ା୯: ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ଲାଇଭ୍ରେ ଆସି ଶନିବାର ସବିଶେଷ ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲାରେ…
ଆଜି ପ୍ରବଳ ବର୍ଷିବ, ୩ରୁ କମିବ
ଭୁବନେଶ୍ୱର,୧।୯(ଅନୁରାଧା ମହାରଣା): ବଙ୍ଗୋପସାଗର ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ ଶନିବାର ଅବପାତର ରୂପ ନେବା ପରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲାରେ ପ୍ରବଳ ବର୍ଷା ଲାଗିରହିଛି। ରବିବାର ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ ୩…
ଛତୁଆ: ମଣିଷ କ’ଣ, ଗୋରୁ ଖାଉନାହାନ୍ତି
ଭୁବନେଶ୍ୱର,୧ା୯(ଅନିଲ ଦାସ): ଅଙ୍ଗନଓ୍ବାଡି ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ନାମରେ ଦିଆଯାଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର। କେବଳ ଗହମ ଓ ଚିନି ମିଶାଇ ଦିଆଯାଉଛି। ସେ ଛତୁଆକୁ ମଣିଷ କ’ଣ ଗୋରୁ ଖାଉ ନାହାନ୍ତି। ଯେଉଁମାନଙ୍କୁ ଛତୁଆ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି ସେମାନେ…
ସୁନୀତି ମୁଣ୍ଡ ଭାଜପାରୁ ନିଲମ୍ବିତ
ଭୁବନେଶ୍ୱର,୩୧।୮: ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମହନଗର ନିଗମ(ବିଏମ୍ସି) ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍ଙ୍କୁ ଭାଜପାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା…
ବିଧାନସଭାରେ ୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଭୁବନେଶ୍ୱର,୩୧।୮: ମୁଖ୍ୟମନ୍ତ୍ରୀ ମୋହନ ମାଝି ୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ବିଧାନସଭାରେ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ୧ ଘଣ୍ଟା ୪୦ ମିନିଟ ଧରି ବିବୃତି ରଖି ମୁଖ୍ୟମନ୍ତ୍ରୀ ରେକର୍ଡ ସୃଷ୍ଟି କରିଛନ୍ତି। ସାଧାରଣ…
ନବୀନ ଓ ପାଣ୍ଡିଆନଙ୍କୁ ମୋହନଙ୍କ କଡ଼ା ଟାର୍ଗେଟ, କହିଲେ…
ଭୁବନେଶ୍ୱର,୩୧।୮: ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗୋଟି ଗୋଟି କରି କାଉଣ୍ଟର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ ଏଥର ନବୀନଙ୍କୁ କହିବା ସହ ପରୋକ୍ଷରେ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ରାଜ୍ୟରେ…
ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାର ଚଟାଣ ତଳେ…
ଭୁବନେଶ୍ୱର,୩୧।୮: ରତ୍ନଭଣ୍ଡାର ସର୍ଭେ ନେଇ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏଏସଆଇ ତାର ପ୍ରାଥମିକ ଅନୁସନ୍ଧାନ କରି ସାରିଲାଣି। ନନ୍ପେନିଟ୍ରେଟିଙ୍ଗ ସର୍ଭେ କରିବା ପାଇଁ ଯୋଜନା ରହିଛି। ସମସ୍ତଙ୍କ ମନରେ ଗୋଟେ ଆଶଙ୍କା…
ନବୀନ କରିଥିଲେ ପ୍ରଶ୍ନ, ଚମକାଇଲା ମୁଖ୍ୟମନ୍ତ୍ରୀଙ୍କ ଜବାବ
ଭୁବନେଶ୍ୱର,୩୧।୮: ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଇଛନ୍ତି କଡ଼ା ଜବାବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ନେଇ ନବୀନ ପ୍ରଶ୍ନ ଉଠାଇଥିବାବେଳେ ମୋହନଙ୍କ ଜବାବ ସମସ୍ତଙ୍କୁ ତାଜୁବ କରିଦେଇଛି। ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ବିରୋଧୀ ଦଳ…
କେବେଠୁ ଏବଂ କେଉଁଠି କରିବେ ସୁଭଦ୍ରା ପଞ୍ଜୀକରଣ, ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର,୩୧।୮: ସୁଭଦ୍ରା ଯୋଜନାନୁ ନେଇ ଆସିଲା ବଡ଼ ଖବର। ନୂଆ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ପାଇଁ ମହିଳାମାନେ କେବେଠୁ ଓ କେଉଁଠି ପଞ୍ଜୀକରଣ କରିବେ ଏନେଇ ସମସ୍ତ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ପ୍ରଭାତୀ କହିଛନ୍ତି, ଆସନ୍ତ କାଲିଠୁ…
ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କଡ଼ା ନିର୍ଦ୍ଦେଶ, ମହିଳାଙ୍କୁ ଅସଦାଚରଣ କଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୩୧।୮: ମହିଳାଙ୍କ ପ୍ରତି ଅସଦାଚରଣ କି ର୍ଦୁବ୍ୟବହାର କଲେ ହେବ କଡ଼ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ…
ମୋହନ ସରକାରଙ୍କୁ ଟାର୍ଗେଟ୍ କଲେ ନବୀନ, କହିଲେ ମୋ’ ସରକାରରେ…
ଭୁବନେଶ୍ୱର,୩୧ା୮: ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ କଡ଼ା ବିରୋଧ କରିଛନ୍ତି। ନବୀନ ବାଲେଶ୍ବର ଏବଂ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରଥଯାତ୍ରା ସମୟରେ ନାନା…
Archives


