ଦୀପାବଳି ପାଇଁ ଗାଇଡ୍ଲାଇନ୍ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସନ୍ଧ୍ୟା ୭ରୁ…
ଭୁବନେଶ୍ୱର, ୨୯।୧୦ (ବନ୍ଦନା ସେଠୀ)- ଆଲୋକର ପର୍ବ ଦୀପାବଳିକୁ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଙ୍ଗଳବାର ଗାଇଡଲାଇନ ଜାରି କରାଯାଇଛି। ଦୀପାବଳୀରେ ସଂଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି…
ମୋହନ ମାଝୀ ସରକାରଙ୍କ ୟୁ-ଟର୍ନ: ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର୍, ହେଲେ ମହିଳା ଡ୍ୟାନ୍ସରଙ୍କୁ…
ଭୁବନେଶ୍ୱର,୨୯।୧୦:କିଛିଦିନର ବିରାମ ପରେ ରାଜ୍ୟ ସରକାର ରାଜ୍ୟରେ ଡ୍ୟାନ୍ସ ବାର୍ ଚଲାଇବାକୁ ଅନୁମତି ଦେଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏ ନେଇ ମଙ୍ଗଳବାର ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲ୍ସ-୨୦୨୪ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା…
ଏଣିକି ଘସିରେ ଶବଦାହ: କେବେଠୁ ଆରମ୍ଭ …
ଭୁବନେଶ୍ୱର,୨୯।୧୦: ଏଣିକି ଘସିରେ ହେବ ଶବଦାହ। ସ୍ବର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା ପ୍ରସ୍ତୁତି କରୁଛି । ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଏହି ସୂଚନା…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆସିଲା ବଡ଼ ଅପ୍ଡେଟ୍ : ଖୁବ୍ ଶୀଘ୍ର …
ଭୁବନେଶ୍ୱର,୨୯।୧୦: ଖୁବଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଏହି ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ । ଏହା ସହିତ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମଧ୍ୟ ଜାରି ରହିବ । ଯୋଜନାରେ…
ଅମିତ ଶାହାଙ୍କ ଗୋଟିଏ ହ୍ବିସିଲ୍ରେ ଭାଙ୍ଗିଯିବ ବିଜେଡି: ଜୟନାରାୟଣଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ୱର,୨୯।୧୦: ବିଜେଡିର ୨୪ ବର୍ଷ ଶାସନ ପରେ ଭାଜପା ରାଜ୍ୟରେ ପ୍ରଥମଥର ସରକାର ଗଢିଛି। ନୂଆ ସରକାରଙ୍କୁ ଟାର୍ଗେଟ୍ କରିବାରେ ବିଜେଡି ନେତାମାନେ ଆଦୌ ପଛାଉ ନ ଥିବାବେଳେ ଭାଜପା ମଧ୍ୟ ମୁହଁତୋଡ ଜବାବ ଦେଉଛି। ଏହି କ୍ରମରେ ବିରୋଧୀ ଦଳ…
ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶା ଭାଜପା ନେତାଙ୍କୁ ଡାକରା: ରାଜ୍ୟରୁ ଯିବେ କର୍ମକର୍ତ୍ତା
ରାଞ୍ଚି,୨୯।୧୦: ଆଉ ମାତ୍ର କିଛି ଦିନ ପରେ ଝାଡ଼ଖଣ୍ଡ ନିର୍ବାଚନ। ଏଥିପାଇଁ ସବୁ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଉଛି। ଝାଡ଼ଖଣ୍ଡରେ ଜେଏମଏମ ନେତୃତ୍ୱାଧୀନ ଶାସକ ଭାରତୀୟ ଜନତା ପାର୍ଟି ଏବଂ ଭାଜପା ନେତୃତ୍ୱାଧୀନ ବିରୋଧୀ ଏନଡିଏ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା…
ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନକାର୍ଡରୁ ଏହିମାନେ ପଡିବେ ବାଦ୍
ଭୁବନେଶ୍ୱର,୨୯।୧୦: ୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ E-KYC। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯୋଗାଣ ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି E-KYC ପ୍ରକ୍ରିୟା। ରାଶନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ୍…
ବୁଧବାର ବନକ ଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ
ପୁରୀ,୨୯ା୧୦: ଆସନ୍ତାକାଲି ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥି ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ…
ମନ୍ତ୍ରୀଙ୍କ ବଡ଼ ଘୋଷଣା: ପୁଣି ଓଡ଼ିଶା ଆସିବ ୫ ବାଘୁଣୀ
ଭୁବନେଶ୍ୱର,୨୯।୧୦: ରାଜ୍ୟରେ ବାଘ ବଂଶ ବିସ୍ତାର ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ କିଛିଦିନ ତଳେ ମହାରାଷ୍ଟ୍ରରୁ ଏକ ମହାବଳ ବାଘୁଣୀ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ବାଘୁଣୀଙ୍କୁ ଅଣାଯାଇଛି। ଏଭଳି ସ୍ଥିତିରେ…
ମେଟ୍ରୋ ଟନେଲ କାମ ବେଳେ ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ରାଜ୍ୟ ଶ୍ରମ ମନ୍ତ୍ରୀ
ଭୁବନେଶ୍ୱର,୨୯।୧୦: ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ମୃତକଙ୍କ…
Archives


