ମେଟ୍ରୋ

ନବୀନଙ୍କ ନାଁରେ ରୁଜୁ ହେବ ଏଫଆଇଆର! ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧୭।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହେବ ଏଫଆଇଆର। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ନାମରେ ଥାନାରେ ଏତଲା ଦିଆଯିବ। ମିଛ ପ୍ରତିଶ୍ରୁତି...

ଏଣିକି କଲେଜ କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ମିଳିବନି ଜଙ୍କଫୁଡ୍‌, ଲାଗିଲା ରୋକ୍‌

ଭୁବନେଶ୍ୱର,୧୭।୭: ସରକାରୀ ହେଉ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ କିମ୍ବା ଏହା ଅଧୀନସ୍ଥ ମହାବିଦ୍ୟାଳୟ; ଏବେ କେଉଁଠି ବି ବିକ୍ରି ହୋଇପାରିବନି ଜଙ୍କ୍‌ଫୁଡ୍‌ ବା ଫାଷ୍ଟଫୁଡ୍‌। ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସ, ହଷ୍ଟେଲ, କ୍ୟାଣ୍ଟିନରେ ଜଙ୍କପୁଡ କିମ୍ବା କୌଣସି ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ...

କିଏ ହେବେ ନୂଆ ସରକାରରେ ଆଡଭୋକେଟ ଜେନେରାଲ?ଚର୍ଚ୍ଚାରେ ଏହି ନାଁ…

ଭୁବନେଶ୍ୱର,୧୭।୭: ମୋହନ ସରକାରଙ୍କୁ ମାସେ ପୂରିଥିବା ବେଳେ ଆଡଭୋକେଟ ଜେନେରାଲ ପଦବୀ ଏବେ ଯାଏ ଖାଲି ରହିଛି। ଏଥିରେ କେବେ ନିଯୁକ୍ତି ଦିଆଯିବ ସେନେଇ ବିରୋଧୀ ପ୍ରଶ୍ନ ଉଠାଇଛି। ଅନ୍ୟପଟେ ସରକାରୀ ସରକାରୀ ସ୍ତରରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା...

ଭୁବନେଶ୍ୱରରେ ୧୦୦ ପାର୍‌ କଲା ଡେଙ୍ଗୁ ସଂକ୍ରମଣ

ଭୁବନେଶ୍ୱର, ୧୭ା୭ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ୧୦୦ ପାର୍‌ କରିଛି। ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୯୩ ନମୁନା ପରୀକ୍ଷଣ ହୋଇଥିବାବେଳେ ଆଉ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ୧୬ ତାରିଖ ସୁଦ୍ଧା...

ରାଶନ ବାଟମାରଣ ରୋକିବା ଯୋଜନା: ଓଜନ ମେଶିନ ସହ ସଂଯୋଗ ହେବ ପିଓଏସ୍‌

ଭୁବନେଶ୍ୱର,୧୭ା୭(ଅନିଲ ଦାସ): ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌)ରେ ଗରିବ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟଶସ୍ୟ ବାଟମାରଣା ଉପରେ ରୋକ ଲାଗିବ। ଖାଦ୍ୟଶସ୍ୟ ଓଜନ କରୁଥିବା ମେଶିନ ସହ ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌)କୁ...

୧୯ରେ ଲଘୁଚାପ: ୨୨ ଯାଏ ବର୍ଷିବ

ଭୁବନେଶ୍ୱର,୧୭ା୭(ଅନିଲ ଦାସ): ଆସନ୍ତା ୨୨ ତାରିଖ ଯାଏ ରାଜ୍ୟକୁ ପ୍ରବଳ ବର୍ଷା ମିଳିବ। ସ୍ଥଳ ଭାଗ ଏବଂ ଜଳ ଭାଗରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ଗତ କିଛିଦିନ ହେବ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ର ବିଦର୍ଭ ଉପରେ...

ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଯାଉ

ଭୁବନେଶ୍ୱର, ୧୭।୭(ସୁନିତ୍‌ ମିଶ୍ର): ରଥଯାତ୍ରା ସମୟରେ ଯେଉଁସବୁ ଅଭାବନୀୟ ଘଟଣା ଘଟିଗଲା ତାହାକୁ ନେଇ କଂଗ୍ରେସ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ମହାପ୍ରଭୁ ବଳଭଦ୍ର ଆଡ଼ପ ମଣ୍ଡପ ପହଣ୍ଡି ସମୟରେ ଚାରମାଳ ଉପରେ ମୁହଁମାଡ଼ି ପକାଇଦେବା ଘଟଣା ଅନେକ କୋଟି...

କାହା ପାଖରେ ଅଛି ରତ୍ନଭଣ୍ଡାର ଚାବି? ବଡ଼ ବୟାନ ଦେଲେ ନିରଞ୍ଜନ

ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ। ଚାବି କାହା ପାଖରେ ଅଛି ଓ କିଏ ରଖିଛି ଏନେଇ ସେ ବଡ଼ ବୟାନ ଦେଇଛନ୍ତି। ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ...

ଯୁକ୍ତ୨ ନାମଲେଖା: ଏହିଦିନ ପ୍ରକାଶ ପାଇବ ପ୍ରଥମ ମେରିଷ୍ଟ ଲିଷ୍ଟ

ଭୁବନେଶ୍ୱର, ୧୬।୭(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ପାଇଁ ଗତ ୧୨ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯାୟ ନାମଲେଖାର ପ୍ରଥମ ମେଧା ତାଲିକା ଆସନ୍ତା ୨୦ତାରିଖରେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରାଯିବ

ଭୁବନେଶ୍ୱର,୧୬।୭(ଅସମାପିକା ସାହୁ): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି କରାଯିବ । ଏହାସହିତ ସାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ...

ମନ୍ତ୍ରୀଙ୍କ ନିର୍ଦ୍ଦେଶ: ଅର୍ଡରର ୪୮ ଘଣ୍ଟାରେ ପହଞ୍ଚାଅ ଗ୍ୟାସ, ନ ହେଲେ …

ଭୁବନେଶ୍ୱର,୧୬।୭: ପେଟ୍ରୋଲ, ଡିଜେଲ ଓ ଏଲପିଜି ଡିଲର୍‌ ସଂଘ ସହ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଙ୍ଗଳବାର ଏକ ବୈଠକ କରିଛନ୍ତି। ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଗ୍ୟାସ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଘରେ ସିଲିଣ୍ଡର ପହଞ୍ଚିବା ଦରକାର।...

ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦେଲେ ସାଂଘାତିକ ବୟାନ, ଡୁପ୍ଲିକେଟ ଚାବି ମିଛ…

ପୁରୀ,୧୬।୭: ରତ୍ନଭଣ୍ଡାର ଚାବି ନେଇ ସାଂଘାତିକ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ । ମଙ୍ଗଳବାର ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି କହିଛନ୍ତି, ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ । ଡୁପ୍ଲିକେଟ ଚାବି କଥା ମିଛ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri