ମେଟ୍ରୋ

‘ବନ୍ୟା ସ୍ଥିତି ସ୍ବାଭାବିକ ହେଉଛି’

ଭୁବନେଶ୍ୱର,୨୩।୮(ବ୍ୟୁରୋ): ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବନ୍ୟା ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଛି। ମହାନଦୀ ସମେତ ଅନ୍ୟ ନଦୀର ସ୍ଥିତିରେ ସୁଧାର ଆସିଛି। ଅନ୍ୟ କୌଣସି ନଦୀରେ...

୬ ପାସେଞ୍ଜର ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନ ପାଖରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବା ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ଉଭୟ ପଟର ୬ଟି ଟ୍ରେନ୍‌ ବାତିଲ କରିଛି ପୂର୍ବତଟ ରେଳ ବିଭାଗ। ଭୁବନେଶ୍ୱର-ହାଓଡ଼ା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ, ପୁରୀ-ବଡ଼ବିଲ, ତାଳଚେର-ପୁରୀ...

ପ୍ରବଳ ବର୍ଷିବ: ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୮ ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ୨୦ ଜିଲାରେ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି । ପାଣିପାଗ...

କରୋନାରେ ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ୱର,୨୩।୮(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ୨୧ ବର୍ଷୀୟା ଯୁବତୀ। ସେ ନବରଙ୍ଗପୁର ଜିଲାର ବୋଲି...

ବିଏମ୍‌ସି ନୂଆ ବିଲ୍ଡିଂ, ଓ-ହବ୍‌ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର, ୨୩।୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ସତ୍ୟନଗରଠାରେ ନିର୍ମାଣାଧୀନ ବିଏମ୍‌ସିର ନୂଆ ବିଲ୍ଡିଂ ଏବଂ ଓ-ହବ୍‌ ପରିଦର୍ଶନ କରିଛନ୍ତି। ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ ଯଥାଶୀଘ୍ର ଏହି ଦୁଇ ବିଲ୍ଡିଂର...

ଆର୍‌ଆର୍‌ବି ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୩।୮(ଡି.ଏନ୍‌.ଏ.):ରେଳପଥ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୦୪୬/୦୮୦୪୫ ହାତିଆ-କଟକ-ହାତିଆ ୨୨ ଏବଂ ୨୪ ଅଗଷ୍ଟ ଅପରାହ୍ନ ୪ଟା ୫୦ରେ ହାତିଆରୁ ଛାଡିବ। ୨୩ ଓ ୨୫ ଅଗଷ୍ଟ ରାତି ୯ଟା ୪୦ମି.ରେ...

ଶ୍ୱେତାଙ୍କୁ ବ୍ଲାକମେଲ୍‌ କରୁଥିଲେ ପୁରୁଷବନ୍ଧୁ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରୁ ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣା ରହସ୍ୟ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ପ୍ରମାଣ...

ଚୋର ଗ୍ୟାଙ୍ଗର ମୁଖ୍ୟଙ୍କ ସମେତ ଆଉ ୩ ଗିରଫ

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ, (ଡି.ଏନ୍‌.ଏ.)୨୩ା୮:ରାଜଧାନୀରେ ବିଳମ୍ବିତ ରାତିରେ ବିଭିନ୍ନ ଘରର ଝରକା ତାଡ଼ି ଚୋରି କରୁଥିବା ଗ୍ୟାଙ୍ଗର ଆଉ ୩ ସଦସ୍ୟ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ୩ ଅଭିଯୁକ୍ତଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଓ ଚନ୍ଦକା ପୋଲିସର ଏକ ମିଳିତ ଟିମ...

ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୨୩।୮(ବ୍ୟୁରୋ):ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୋମବାର ଭୁବନେଶ୍ୱରର ଦୁଇଟି ଅଞ୍ଚଳରୁ ଜବରଦଖଲ ହଟାଯାଇଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ପ୍ଲଟ୍‌ ନଂ. ୧ ଓ ୨ରୁ ଜବରଦଖଲ ହଟିଛି। ସେହିପରି ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳର...

ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ୍‌-୨ରେ ୨୦୧୬ ଡିସେମ୍ବର ୩୧ ରାତିରେ ଜଣେ ମହିଳାଙ୍କୁ ହତ୍ୟା କରିବା ମାମଲାରେ ସୋମବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ସ୍ବାମୀ ରାଜେନ୍ଦ୍ର ସିଂ ଓରଫ ବାବୁ (୫୫)ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି।...

ସଉଦି ନୋଟ୍‌ ବଦଳାଇବା ଆଳରେ ୨ ଲକ୍ଷ ଠକେଇ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ସଉଦୀ ନୋଟ୍‌କୁ ଭାରତୀୟ ମୁଦ୍ରାରେ ବଦଳାଇବା ଆଳରେ ଜଣେ ବ୍ୟବସାୟୀ ୨ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି। ଏନେଇ କଟକ ବକ୍ସିବଜାର ଅଞ୍ଚଳର ବ୍ୟବସାୟୀ ମହମ୍ମଦ ମୋହିଦିନ୍‌ ବଡ଼ଗଡ଼ ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ପୋଲିସ ପ୍ରାଥମିକ ତଦନ୍ତ...

ଅନ୍‌ଲାଇନ୍‌ ଟିକସ ପୈଠ ପାଇଁ ସଚେତନ କରିବେ ଓ୍ବାର୍ଡ ଅଫିସର

ଭୁବନେଶ୍ୱର,୨୩।୮(ବ୍ୟୁରୋ):ରାଜଧାନୀରେ ରାଜସ୍ବ ଆଦାୟ କ୍ଷେତ୍ରରେ ପଛରେ ପଡ଼ିଯାଇଛି ବିଏମ୍‌ସି। ହୋଲ୍ଡିଂ ଟିକସ ଏବଂ ଅନ୍ୟାନ୍ୟ କର ଆଦାୟ କରିବାରେ ୱାର୍ଡ ଅଧିକାରୀମାନେ ଆଖିଦୃଶିଆ କାର୍ଯ୍ୟ କରିପାରୁ ନାହାନ୍ତି। ତେଣୁ ଆଗକୁ କିଭଳି ଠିକ୍‌ ଭାବେ ଏବଂ ଅଧିକ ରାଜସ୍ବ ଆଦାୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri