ମେଟ୍ରୋ

ପୁଣି ଆକ୍ରମଣ ପାଇଁ ମାଓବାଦୀ କରିଥିଲେ ଯୋଜନା, ଶେଷରେ…

ମାଲକାନଗିରି,୧୨।୧ (ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ଜିଲାର ମୋଟୁ ଥାନା ଅନ୍ତର୍ଗତ ଜିନେଲ୍‌ଡ଼ା ଠାରେ ମାଓବାଦୀ ମାନେ ବିସ୍ଫୋରକ ସାମଗ୍ରୀ ମାଟି ତଳେ ପୋତି ରଖିବା ସହ କୌଣସି ଯୋଜନା କରୁଥିବାର ସୂଚନାପାଇ ଥିଲେ।…

କେବଳ ଏହି ଜଣେ ହାଣିଥିଲେ ସହଦେବଙ୍କୁ, ବାକି ସମସ୍ତେ ଧରିଥିଲେ  

ଭୁବନେଶ୍ୱର,୧୨।୧: ସହଦେବ ହତ୍ୟା ଘଟଣାରେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଛାତି ଥରେଇ ଦେଲା ପରି ସତ ଏବେ ଶୁଣାଯାଉଛି। ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ଲୋମ ଟାଙ୍କୁରା ଘଟଣା। ସହଦେବଙ୍କୁ ମାରିବାକୁ ସେମାନେ ୧୬ କିଲୋମିଟର ବାଇକରେ…

ଭାଜପା ପୋଲିସକୁ ହାତବାରିଶି କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

ଭୁବନେଶ୍ୱର,୧୨ା୧(ଅନିଲ ଦାସ):କିର୍ମିରା ଅନାସ୍ଥା ଭୋଟରେ ପରାଜୟ ନିଶ୍ଚିତ ଜାଣି ଭାଜପା ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେଡି ଅଭିଯୋଗ କରିଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ ପୋଲିସକୁ ସାମିଲ କରାଯାଇଛି ବୋଲି ଶଙ୍ଖଭବନଠାରେ ଶନିବାର ଖବରଦାତା…

ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ: ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ୱର,୧୨।୧: ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ଭିଡିଓ କନଫରେନ୍ସିଂ ଜରିଆରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ ଏହି ବସ୍‌ ସେବା ଆରମ୍ଭ କରାଯାଇଛି। ପୁରୀ-ଅଯୋଧ୍ୟା, ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ…

ଜାଗମରାରେ ଜମୁଛି ‘ପଥ ଉତ୍ସବ’

ଭୁବନେଶ୍ୱର, ୧୨ା୧ (ବନ୍ଦନା ସେଠୀ):ରବିବାର ଚଳିତ ବର୍ଷର ଦ୍ୱିତୀୟ ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ ସାଉଥ-ଓ୍ବେଷ୍ଟ ଜୋନ୍‌ ଅନ୍ତର୍ଗତ ଜାଗମରାଠାରେ ଅନୁଷ୍ଠିତ ହୋଇଛି। ଏଥର ପଥ ଉତ୍ସବରେ ଜଲୱା ଦେଖାଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସତ୍ୟଜିତ୍‌। ଜାଗମରା ନୂଆ…

ଘନ କୁହୁଡ଼ି ସହ ଶୀତ ପ୍ରକୋପ ବଢ଼ିବ

ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା):ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡି ଅସ୍ତବ୍ୟସ୍ତ କରୁଛି। ଶନିବାର ସକାଳେ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ଦ୍ୱୈତନଗରରୀରେ ଦୃଶ୍ୟମାନ ଦୂରତା ପ୍ରାୟ ୧୦…

ସୁଭଦ୍ରା ଯୋଜନାରୁ ଭୁଲ୍‌ରେ ବାଦ୍‌ ପଡ଼ିଥିବା ୮ ହଜାର ମହିଳା ପୁଣି ଯୋଡ଼ିହେଲେ

ଭୁବନେଶ୍ୱର,୧୨ା୧(ଅନିଲ ଦାସ):ଭୁଲରେ ବାଦ୍‌ ପଡ଼ିଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନା ସହିତ ପୁଣି ଯୋଡ଼ି ହୋଇପାରିବେ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (ଅପ୍ଟ ଇନ୍‌)…

୧୮ରେ ଶୁକ୍ର, ଶନି ମିଳନ: ଜାଣନ୍ତୁ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର, ୧୨ା୧(ବନ୍ଦନା ସେଠୀ):ଚଳିତ ମାସର ଦ୍ବିତୀୟାର୍ଦ୍ଧରୁ ଶେଷ ପର୍ଯ୍ୟନ୍ତ ସବୁଦିନ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ଆକାଶରେ ୪ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ। ଏଥିସହ ୧୮ ତାରିଖରେ ଶୁକ୍ର ଓ ଶନି ଗ୍ରହର ମିଳନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର…

ମୃତ ସହଦେବଙ୍କ ସ୍ତ୍ରୀ-ଝିଅଙ୍କୁ ଭେଟି କାନ୍ଦି ପକାଇଲେ ନବୀନ, ଦେଲେ ୫୦ହଜାର ଟଙ୍କା ସହାୟତା

ଭୁବନେଶ୍ୱର, ୧୧ା୧ (ବନ୍ଦନା ସେଠୀ) – ହତ୍ୟାର ଶିକାର ହୋଇଥିବା ବିଏମ୍‌ସି ସଫେଇ ମଜଦୁର ସଂଘ ସଭାପତି ସହଦେବ ନାୟକଙ୍କ ସ୍ତ୍ରୀ ସୁନୀତା ନାୟକ ଏବଂ ତାଙ୍କ ଦୁଇଝିଅ ଶନିବାର ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।…

ନ୍ୟାୟ ଦେବ ଭାଜପା! ବାବୁ ସିଂ କହିଲେ ‘ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ ଦୀପାଳି’

ଭୁବନେଶ୍ୱର,୧୧ା୧(ଅନୀଲ ଦାସ): ପୁଣି ଖବର ଶିରୋନାମାକୁ ଆସିଛି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ। ଝିଅ ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ। ତେବେ ରାଜ୍ୟ ସରକାର ପ୍ରକୃତ ଦୋଷୀକୁ ସର୍ବସମ୍ମୁଖକୁ ଆଣିବେ ଏବଂ ଦୋଷୀ…

ପ୍ରଥମ ଥର ପାଇଁ ପକ୍ଷୀ ଦେହରେ ଲାଗିଲା ଟ୍ରାକର

ଭୁବନେଶ୍ୱର,୧୧।୧: ପ୍ରଥମ ଥର ପାଇଁ ପକ୍ଷୀ ଦେହରେ ଲାଗିଛି ସୌର ଚାଳିତ ଟ୍ରାକର। ଚିଲିକା ନଳବଣକୁ ଆସିଥିବା ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ ଦେହରେ ଏହି ଟ୍ରାକର ଲଗାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରାକର ସହାୟତାରେ ଚିଳିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ…

‘ସୁଭଦ୍ରା’ରେ ପୁନଃସାମିଲ ହେଲେ ୮ହଜାରରୁ ଅଧିକ ଆବେଦନକାରୀ

ଭୁବନେଶ୍ୱର,୧୦ା୧: ସୁଭଦ୍ରା ଯୋଜନାରେ ଭୁଲ୍‌ରେ ଅପଟ୍‌ ଆଉଟ ହୋଇଥିବା ଆବେଦନକାରୀ ପୁନଃସାମିଲ ହୋଇଛନ୍ତି। ଶନିବାର ସୁଦ୍ଧା ସୁଭଦ୍ରା ଯୋଜନାରେ ପୁଣି ୮ ହଜାରରୁ ଅଧିକ ଆବେଦନକାରୀ ପୁନଃସାମିଲ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଏବେ ବି’ ୨ ଲକ୍ଷରୁ ଅଧିକ ଆବେଦନକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?