ମେଟ୍ରୋ

ଶିଶୁବାଟିକା ପିଲାଙ୍କୁ ମିଳିବ ମାଗଣା ୟୁନିଫର୍ମ: ପ୍ରତ୍ୟେକ ପିଲା ପାଇଁ ଖର୍ଚ୍ଚ ହେବ…

ଭୁବନେଶ୍ୱର,୨୦ା୮(ସୁଚିସ୍ମିତା ସାହୁ):ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଡ୍ରପ୍‌ଆଉଟ ହାର ରୋକିବା ସହ ପିଲାଙ୍କୁ ବିଦ୍ୟାଳୟମୁହଁା କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ବାଟିକା ଛାତ୍ରୀଛାତ୍ରଙ୍କୁ ମାଗଣାରେ…

ସୁଲତା ଆଣିଲେ ସାଂଘାତିକ ଅଭିଯୋଗ, ମହିନ୍ଦ୍ରା ଗ୍ରୁପର କର୍ମଚାରୀ ତାଙ୍କ ସହ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୯।୮; ବିଜେଡି ଏମପି ସୁଲତା ଦେଓଙ୍କ ସହ ଅସଦାଚରଣ ଏବଂ ସୋସିଆଲ ମିଡିଆରେ ତାଙ୍କୁ ବଳାତ୍କାର ଏବଂ ହତ୍ୟା ଧମକ ଦେବା ପାଇଁ ମହିନ୍ଦ୍ରା ଗ୍ରୁପର ଜଣେ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। କମ୍ପାନୀ ଏବେ ନିଜ କର୍ମଚାରୀ ବିରୋଧରେ…

ଯୁକ୍ତ-୨ ଖାଲି ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ତାରିଖ ଘୋଷଣା

ଭୁବନେଶ୍ୱର,୧୯।୮: ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚଏସଇ) ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀର ଖାଲି ଆସନ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡ଼ମିଶନର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ଆଡ଼ମିଶନ ପ୍ରକ୍ରିୟା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଅଗଷ୍ଟ…

ବୁଧବାର ଏହି ୧୧ ଜିଲାରେ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯।୮: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ। ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ତେବେ ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୧ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ହସ୍ପିଟାଲରୁ ନବୀନଙ୍କୁ ନେଇ ଆସିଲା ବଡ଼ ଖବର; ଜଣାପଡିଗଲା…

ଭୁବନେଶ୍ୱର,୧୯।୮: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏନେଇ ହସ୍ପିଟାଲରୁ ଆସିଛି ବଡ଼ ଖବର। ସ୍ବାସ୍ଥ୍ୟାବସ୍ଥା ନେଇ ଜଣାପଡିଛି ବଡ଼ କବର। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ରବିବାର ସଂଧ୍ୟାରେ…

କିଏ ହେବ ପରବର୍ତ୍ତୀ…, ନବୀନ ନେବେ ଚୂଡାନ୍ତ ନିଷ୍ପତ୍ତି: ବିଜେଡି ବିଧାୟକଙ୍କ ବଡ଼ ବୟାନ

ଭୁବନେଶ୍ୱର,୧୯।୮: ବିଜୁ ଜନତା ଦଳ (ବିଜେଡି) ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କୁ ସମର୍ଥନ କରିବ କି ନାହିଁ, ତାହାର ନିଷ୍ପତ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି।…

ମାଲାମାଲ ହୋଇଯିବ ଓଡ଼ିଶା! ଏହି ୬ ଜିଲାରେ ବଡ଼ ବଡ଼ ସୁନା ଖଣି

ଭୁବନେଶ୍ୱର,୧୯।୮: ଓଡ଼ିଶାରେ ୬ଟି ବଡ଼ ସୁନା ଖଣି ମିଳିଛି। ବୈଜ୍ଞାନିକମାନେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଏଥିରେ ୨୦ ମେଟ୍ରିକ ଟନ ସୁନା ମିଳିବ ବୋଲି ଆଶା କରାଯାଉଛି। ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା ଏବେ…

ଅବପାତର ରୂପ ନେଲା ଲଘୁଚାପ: ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୧୯ା୮(ଅନୁରାଧା ମହାରଣା):ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟରେ ସାରାଦିନ ବର୍ଷା ଲାଗିରହିଛି। କୋରାପୁଟରେ ସର୍ବାଧିକ ୬୪.୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୪୯.୬…

ଓଡ଼ିଶା ଉପକୂଳରେ ଅବପାତ ସୃଷ୍ଟି, ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮।୮: ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଓଡ଼ିଶା ଉପକୂଳ ନିକଟ ସମୁଦ୍ରରେ ଅବପାତରେ ପରିଣତ ହୋଇଛି। ଏହି ଅବପାତ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ସହ ଜଡ଼ିତ…

ରାଜ୍ୟରେ ନିଯୁକ୍ତ ହେବେ ୧୮୪୦ ଡାକ୍ତର, ୫ ହଜାରରୁ ଊର୍ଦ୍ଧ୍ବ ପାରାମେଡିକାଲ୍‌ ଷ୍ଟାଫ୍‌

ଭୁବନେଶ୍ୱର,୧୮।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟର…

ଆସନ୍ତାମାସରେ ଓଡ଼ିଶାରେ SIR: ଜାଣନ୍ତୁ ଏହା କ’ଣ, ଆଉ ଲୋକଙ୍କ ଉପରେ କି ପ୍ରଭାବ ପକାଇବ…

ଭୁବନେଶ୍ୱର,୧୮।୮: ଆସନ୍ତାମାସରୁ ଓଡ଼ିଶାରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ଆରମ୍ଭ ହେବ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ ଗୋପାଳନ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ୨୪ ବର୍ଷ ପରେ ଓଡ଼ିଶାରେ SIR ଆରମ୍ଭ ହେବ। ଏନେଇ ଜାନୁଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?