ମେଟ୍ରୋ

ଷ୍ଟାର୍ଟ ଅପ୍‌ ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା : ସହରରେ ଷ୍ଟାର୍ଟ ହବ୍‌ ସ୍ଥାପନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୧।୫ (ବ୍ୟୁରୋ) : ଷ୍ଟାର୍ଟ ଅପ୍‌ କ୍ଷେତ୍ରରେ ଓଡିଶାକୁ ସମଗ୍ର ଦେଶରେ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ୩୮ ପାରାମିଟର ଆଧାରରେ ରାଜ୍ୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଗୁରୁବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ…

ବିଜେପୁରକୁ ପ୍ରାଧାନ୍ୟ : ଆସନ ଛାଡ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୩୧।୫(ବ୍ୟୁରୋ) : ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପୁଣି ଚର୍ଚ୍ଚାକୁ ଆସିଛି। ୨୦୧୭ ଦ୍ୱିତୀୟାର୍ଦ୍ଧରେ ତତ୍କାଳୀନ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେହି ଆସନ ଖାଲି ପଡିବାରୁ ଉପନିର୍ବାଚନ ଆବଶ୍ୟକ ହୋଇଥିଲା। ଶାସକ ଦଳ ବିଜେଡି ସ୍ବର୍ଗତ ସୁବଳ…

ସମୀକ୍ଷା ବାହାନାରେ ସୁରକ୍ଷା : ରାଜ୍ୟ ନେତୃତ୍ୱ ଉପରେ ଦୋଷ ଲଦିଲେ ବରିଷ୍ଠ

ଭୁବନେଶ୍ୱର, ୩୧।୫ (ବ୍ୟୁରୋ) : ଗତ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ତୃତୀୟ ସ୍ଥାନରୁ ଦ୍ୱିତୀୟକୁ ଖସିଛି ଦଳ। ଲୋକସଭା ଆସନରେ ଗୋଟିଏ ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଧାନସଭାରେ କଂଗ୍ରେସ ଦୁଇ ଅଙ୍କ ଛୁଇଁ ପାରି ନାହିଁ।…

୧୩ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୫ (ବ୍ୟୁରୋ) : ରାଜ୍ୟରେ ତାତିର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇଛି। ତଥାପି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ୧୦ ସହରରେ ପାରଦ ୪୧ ଡିଗ୍ରୀ ସେଲସିୟସ ଉପରେ ରହିଛି। ପୂର୍ବ ଭଳି ଆଉ ଗ୍ରୀଷ୍ମ ପ୍ରବାହ ନାହିଁ। ଆଞ୍ଚଳିକ…

ଦୟାନଦୀ ଜଳ ପ୍ରଦୂଷିତ : ଗ୍ରାମବାସୀ ଚର୍ମରୋଗରେ ଆକ୍ରାନ୍ତ

କଣାସ, ୩୧।୫ (ସ୍ବ.ପ୍ର.): କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟାନଦୀର ତିରିମଲ୍ଲ ନିକଟ ପାଣ୍ଡିଗିରିଠାରେ ଜଳପ୍ରବାହକୁ ବନ୍ଦକରି ଦିଆଯାଇଛି। ଫଳରେ ବାତ୍ୟାରେ ନଦୀ ଜଳରେ ଗଛପତ୍ରପଡି ପଚିଯାଇଥିବାରୁ ପାଣି ପ୍ରଦୂଷିତ ହୋଇଛି। ନଦୀ ଆଖପାଖ ଗ୍ରାମବାସୀ ନଦୀରେ ଦୈନନ୍ଦିନ ସ୍ନାନକରୁଥିବାରୁ ଚର୍ମରୋଗରେ…

ମାଟି କାମୁଡ଼ିଛି ଶାଳଘର

ପୁରୀ ଅଫିସ, ୩୧।୫ : ବାତ୍ୟାରେ କୁମ୍ଭକାର ସମ୍ପ୍ରଦାୟଙ୍କ ଶାଳଘର ମାଟିରେ ମିଶିଯାଇଛି। ହଜାର ହଜାର କୁଡୁଆ ଭାଙ୍ଗିପଡ଼ିଛି। ଶ୍ରୀପଞ୍ଚମୀଠାରୁ ତିଆରି ଆରମ୍ଭ କରିଥିବା ଅଧରହାଣ୍ଡି ବି ଚୂର୍‌ମାର ହୋଇଯାଇଛି। ଆଗକୁ ମହାପ୍ରଭୁଙ୍କ ଅଧରପଣା। ତେବେ ଏଭଳି ପରିସ୍ଥିତିରେ ଅଧରହାଣ୍ଡି ତିଆରି…

କତାଶିଳ୍ପକୁ ଅଣଦେଖା

ପୁରୀ ଅଫିସ, ୩୧।୫: ବାତ୍ୟା ଫନୀ ସମଗ୍ର ପୁରୀ ଜିଲାକୁ ଧ୍ୱଂସବିଧ୍ୱଂସ୍ତ କରିଦେଇଛି। ଭାଙ୍ଗି ପକାଇଛି ଅନେକ ଘରଦ୍ୱାର, ବିଦ୍ୟୁତ୍‌ ଖୁଣ୍ଟ ଏବଂ ଟାୱାର। ଧରାଶାୟୀ ହୋଇଛି ଲକ୍ଷ ଲକ୍ଷ ଗଛ। ସରକାର ଘର, ଗୃହପାଳିତ ପଶୁ ପ୍ରଭୃତିଙ୍କ କ୍ଷୟକ୍ଷତି ପାଇଁ…

ଏସ୍‌ସିବିକୁ ମିଳିଲା ସୋଟୋ ସ୍ବୀକୃତି

କଟକ ଅଫିସ, ୩୧।୫ : ଏସ୍‌ସିବିକୁ ଷ୍ଟେଟ ଅର୍ଗାନ ଅଫ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ସୋଟୋ) ସ୍ବୀକୃତି ମିଳିଛି। ନ୍ୟାଶନାଲ ଅର୍ଗାନ ଅଫ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ନୋଟୋ) ପକ୍ଷରୁ ଏସ୍‌ସିବିକୁ ଏହି ସ୍ବୀକୃତି ମିଳିବା ପରେ ଏଠାରେ ଖୁବ୍‌ଶୀଘ୍ର କାଡାଭରିକ…

ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଭାଜପା ନେତା ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରତାପ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ…

କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ନେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫(ବ୍ୟୁରୋ)-ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧର୍ମେନ୍ଦ୍ରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଧର୍ମେନ୍ଦ୍ର ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ମଧ୍ୟ ମନ୍ତ୍ରୀ ହୋଇଥିଲେ।…

ଶପଥ ନେଲେ ନୂଆ ବିଧାୟକ: କାମଚଳା ବାଚସ୍ପତି ଶପଥପାଠ କରାଇଲେ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ବୁଧବାର ଶପଥ ନେବା ପରେ ଗୁରୁବାର ନବନିର୍ବାଚିତ ବିଧାୟକମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଅମର ଶତପଥୀ ବିଧାନସଭାରେ ବିଧାୟକମାନଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥପାଠ କାର୍ଯ୍ୟକ୍ରମ ଦୁଇ…

ସାକ୍ଷୀଗୋପାଳ ମନ୍ଦିରରେ ଭିତର ଚନ୍ଦନ ନୀତି: କଦମ୍ବ ବୃକ୍ଷ ଡାଳରେ ଦର୍ଶନ ଦେଲେ ଠାକୁର

ସାକ୍ଷୀଗୋପାଳ, ୩୦।୫(ଡି.ଏନ୍‌.ଏ.)-ସାକ୍ଷୀଗୋପାଳ ମନ୍ଦିରରେ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ନୀତି ଚାଲିଛି। ତନ୍ମଧ୍ୟରେ ଠାକୁରଙ୍କର ଆକର୍ଷଣୀୟ ଜଳକ୍ରୀଡା ବେଶ ଏକାଦଶୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଠାକୁର କଦମ୍ବ ବୃକ୍ଷ ଡାଳରେ ଗୋଡ ଲମ୍ବାଇ ବସି ବଂଶୀ ବାଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri