ଏସ୍ପ୍ଲାନେଡ୍ ଓ୍ବାନ୍ରେ ମଦର୍ସ ଡେ’
ଭୁବନେଶ୍ୱର,୧୩।୫(ବ୍ୟୁରୋ)- ମଦର୍ସ ଡେ’ ତଥା ମାତୃ ଦିବସ ଉପଲକ୍ଷେ ଏସ୍ପ୍ଲାନେଡ୍ ଓ୍ବାନ୍ ମଲ୍ ଏବଂ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ୍’ର ମିଳିତ ସହଯୋଗରେ ରବିବାର ରସୁଲଗଡ଼ସ୍ଥିତ ମଲ୍ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା’ମାନଙ୍କୁ ସ୍ବତନ୍ତ୍ର ଅନୁଭୂତି…
ବାତ୍ୟାରେ କ୍ଷତିଗ୍ରସ୍ତ ପୋଲିସ ବାରାକ୍ : ଚିନ୍ତାରେ କର୍ମଚାରୀ
କଟକରୋଡ୍,୧୨ା୫(ଡି.ଏନ୍.ଏ.) : ଫନୀ ବାତ୍ୟାରେ ବ୍ୟାପକ କ୍ଷତି ହୋଇଛି ରାଜଧାନୀରେ। ବିଭିନ୍ନ ଅଞ୍ଚଳର ବାସଗୃହ ଭାଙ୍ଗିବା ସହ ପାଣି ଓ ବିଦ୍ୟୁତ ସମସ୍ୟାରେ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି। ଯଦିଓ ଏଥିରେ କିଛି ସୁଧାର ଆସିଛି ତଥାପି ପୂରାମାତ୍ରାରେ ସମସ୍ୟା ଦୂର…
ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର
ଭୁବନେଶ୍ୱର,୧୨।୫(ବ୍ୟୁରୋ): ହାସ୍ୟ ଅଭିନେତା ସଲୀଲ ମିତ୍ର ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସଲୀଲଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଜିିଲା ଘଟଗାଁ କଲେଜ ଛକ ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡିଛି। ତାଙ୍କୁ…
ଆନ୍ଧ୍ରରୁ ଉଦ୍ଧାର ହେଲେ ୧୭ ଓଡ଼ିଆ ଯୁବତୀ, ନାବାଳିକା
ଭୁବନେଶ୍ୱର, ୧ା୫ (ବ୍ୟୁରୋ)- ଓଡିଶାରୁ ମୁମ୍ବାଇ ଚାଲାଣବେଳେ ୧୭ଜଣ ନାବାଳିକା, ଯୁବତୀ ଓ ମହିଳାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଏବଂ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତ ପରେ ମଙ୍ଗଳବାର ସେମାନଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି। ସୂଚନା…
ଓୟୁଏଟିରେ ର଼୍ୟାଗିଂ ଅଭିଯୋଗ
ଭୁବନେଶ୍ୱର,୧ା୫ (ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ହଷ୍ଟେଲରେ ର଼୍ୟାଗିଂ। ସିନିୟରଙ୍କ ର଼୍ୟାଗିଂର ଶିକାର ହୋଇଛନ୍ତି ଯୁକ୍ତ୩ ଏଗ୍ରୀକଲଚର ବିଭାଗର ପ୍ରଥମ ବର୍ଷର ଛାତ୍ର। ତେବେ ର଼୍ୟାଗିଂ ଭୟରେ କେତେଜଣ ଛାତ୍ର ହଷ୍ଟେଲ ଛାଡ଼ିଥିବାବେଳେ ମଙ୍ଗଳବାର ୪ଜଣଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ…
ଅନୁଭବଙ୍କୁ ହତ୍ୟା ଧମକ: ୧୦ ଲକ୍ଷ ଟଙ୍କା ନ ଦେଲେ ମାରିଦେବୁ
କଟକ ଅଫିସ୍,୧ା୫- କେନ୍ଦ୍ରାପଡା ଲୋକ ସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ମିଳିଛି। ୧୦ ଲକ୍ଷ ଟଙ୍କା ନ ଦେଲେ ମାରିଦେବାକୁ ହ୍ବାଟ୍ସଆପ୍ରେ ମେସେଜ କରି ଧମକ ଦିଆଯାଇଛି। ଏନେଇ ଅନୁଭବ ମଙ୍ଗଳବାର ପୁରୀଘାଟ ଥାନାରେ ଲିଖିତ…
‘ଫନୀ’ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ
ଭୁବନେଶ୍ୱର,୧ା୫ (ବ୍ୟୁରୋ)- ମାଡ଼ି ଆସୁଛି ବାତ୍ୟା ‘ଫନୀ’। ଏହା ୩ ତାରିଖରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚାଇବ। ଜାତୀୟ ପାଣିପାଗ ବିଭାଗ ଏନେଇ ସତର୍କ କରାଇବା ପରେ ଏହାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପୂରା ପ୍ରସ୍ତୁତ…
ଆଜି ବିଶ୍ୱ ନୃତ୍ୟ ଦିବସ: ନୃତ୍ୟର ବିବର୍ତ୍ତନ
ଭୁବନେଶ୍ୱର,୨୯।୪-‘ନୃତ୍ୟ’ ଓ ‘ନାଟକ’ ଭାରତୀୟ ସଂସ୍କୃତିର ଦୁଇ ଅବିଚ୍ଛେଦ୍ୟ ଅଙ୍ଗ। ସମୟ ଯେତେ ବଦଳିଲେ ବି, ମଣିଷ ଯେତେ ଆଧୁନିକ ହେଲେ ବି ମନୋରଞ୍ଜନର ଏହି ଦୁଇ ପ୍ରମୁଖ ମାଧ୍ୟମ ଆଜି ସୁଦ୍ଧା ନିଜର ସ୍ଥିତି ମଜଭୁତ ରଖିଛି। ସମୟ ସହ…
ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରୀଙ୍କ ଧାରଣା
ଭୁବନେଶ୍ୱର,୨୯।୪(ବ୍ୟୁରୋ): ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ସହକାରୀ ଅଧୀକ୍ଷକଙ୍କ ବଦଳି ଦାବିରେ ରବିବାର ଅନ୍ତେବାସିନୀମାନେ ଇନ୍ଦିରା ଗାନ୍ଧୀ ଆଦିବାସୀ ଛାତ୍ରୀ ନିବାସ ଆଗରେ ଧାରଣାରେ ବସିଥିଲେ। ହଷ୍ଟେଲ ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତି ଛାତ୍ରୀମାନଙ୍କୁ ବାହାରକୁ ଛାଡ଼ୁ ନ ଥିବା ଏବଂ ଅଭିଭାବକଙ୍କୁ…
୪୬.୩ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ତାଳଚେର : ୪୦ ଡିଗ୍ରୀ ଟପିଲା ୧୪ ଜିଲା, ୫ ଜିଲାକୁ ହିଟ୍ ଓ୍ବେଭ୍ ଜାରି
ଭୁବନେଶ୍ୱର,୨୯।୪(ବ୍ୟୁରୋ)-ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଉପକୂଳ ହେଉ କି ପଶ୍ଚିମ ଓଡ଼ିଶା, ସବୁଠି ତାତି ଅସହ୍ୟ ହେଉଛି। କ୍ରମାଗତ ଭାବେ ତାପମାତ୍ରା ବଢ଼ୁଛି। ରବିବାର…
ଶକ୍ତିଶାଳୀ ହେଉଛି ‘ଫନୀ’ : ସତର୍କ ରହିବାକୁ ଏସ୍ଆର୍ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୯।୪(ବ୍ୟୁରୋ)-ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ସୃଷ୍ଟ ବାତ୍ୟା ‘ଫନୀ’ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ୩୦ତାରିଖ ସୁଦ୍ଧା ‘ଫନୀ’ ଅତି ପ୍ରବଳ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ଆସନ୍ତା ୨ରୁ ୩ତାରିଖ ଯାଏ ବର୍ଷା…
କିଶୋର ବାସା ‘ଟାଗୋର ନ୍ୟାଶନାଲ ଫେଲୋ’ ମନୋନୀତ
ଭୁବନେଶ୍ୱର,୨୭।୪(ବ୍ୟୁରୋ)-ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର କିଶୋର କୁମାର ବାସାଙ୍କୁ ସମ୍ମାନଜନକ ‘ଟାଗୋର ନ୍ୟାଶନାଲ ଫେଲୋ’ ଭାବେ ମନୋନୀତ କରାଯାଇଛି। ଭୋପାଳସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟରେ ସେ ମେ…
Archives


