ମେଟ୍ରୋ

୯ରୁ ୩ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୮ା୭(ବ୍ୟୁରୋ): ବିହାରର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ଼ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାସହ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍‌ ଲାଇନ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ଓଡିଶାର…

ସୋମବାରଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୭ା୭- ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରଠାରୁ ଆରମ୍ଭ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସମାନ ଦିନରେ ଆରମ୍ଭ ହେଉଛି। ପରୀକ୍ଷା ପରିଚାଳନା ନେଇ ସମସ୍ତ…

ସୋମବାର ଶେଷ ହେବ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୭ା୭(ବ୍ୟୁରୋ)- ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସୋମବାର ଶେଷ ହେବ। ପ୍ରଥମ କଟ୍‌ ଅଫ୍‌ରେ ମନୋନୀତ ହୋଇଥିବା ଛାତ୍ରୀଛାତ୍ରମାନେ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇପାରିବେ। ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଛନ୍ତି…

ମାଉଜର ଦେଖାଇ ସ୍କୁଟି ସହ ୧ ଲକ୍ଷ ୮୯ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ/ ବାଲୁଗାଁ,୭।୭ (ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ବାଣପୁର ଥାନା କୁମାରଙ୍ଗ ରୋଡ୍‌ର ବଡ଼ଶଙ୍ଖଠାରେ ରବିବାର ପୂର୍ବାହ୍ନରେ ମାଉଜର ଦେଖାଇ ଦୁର୍ବୃତ୍ତମାନେ ସ୍କୁଟି ସହ ୧ ଲକ୍ଷ ୮୯ ହଜାର ୮୦୮ ଟଙ୍କା ଲୁଟ୍‌ କରିନେଇଛନ୍ତି। ବାଣପୁର ଅଞ୍ଚଳର ଘରୋଇ…

ତାରାଙ୍କୁ ବିଜୟଙ୍କ ଜବାବ : ପାଟକୁରାରେ ହେବ ସ୍ବାଭିମାନର ଲଢ଼େଇ

ଭୁବନେଶ୍ୱର,୭।୭(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନକୁ ନେଇ ବିଜେଡି-ଭାଜପା ମଧ୍ୟରେ ମ୍ୟାଚ୍‌ ଫିକ୍ସିଂ ହୋଇଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଥିବା ମନ୍ତବ୍ୟର ଜବାବ ରଖିଛନ୍ତି ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର। ପାଟକୁରାରେ ସ୍ବାଭିମାନର ଲଢ଼େଇ ହେଉଛି ବୋଲି…

ପାଟକୁରା ସ୍ବାଭିମାନର ପ୍ରଶ୍ନ, ଏଠାରେ ଟେବୁଲ ତଳ କାରବାର ଚଳିବ ନାହିଁ: ଦାମ

ଭୁବନେଶ୍ୱର,୭।୭(ବ୍ୟୁରୋ): ଆସନ୍ତା ଜୁଲାଇ ୨୦ରେ ପାଟକୁରା ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜନୈତିକ ବାକ୍‌ ବିତଣ୍ଡା ଆରମ୍ଭ ହୋଇସାରିଛି। କଂଗ୍ରେସ ଭାଜପା ଓ ବିଜେଡିକୁ କଟାକ୍ଷ କରୁଥିବା ବେଳେ ଭାଜପା ନେତାମାନେ ବିଜେଡିକୁ ସମାଲୋଚନା କରିବାକୁ ପଛାଉନାହାନ୍ତି। ଏହି କ୍ରମରେ ଭାଜପାର…

ପାଟକୁରା ନିର୍ବାଚନ; ବିଜେଡି-ଭାଜପା ଫ୍ରେଣ୍ଡଲି ଲଢୁଛନ୍ତି : ତାରା

ଭୁବନେଶ୍ୱର,୭।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ପୁଣି ଓଡ଼ିଶା ରାଜନୀତି ପାଣିପାଗ ସରଗରମ ହୋଇଉଠିଛି। ଅପରପକ୍ଷେ ରାଜ୍ୟ ସଭା ଆସନ ଲାଗି ବିଜେଡି-ଭାଜପା ବୁଝାମଣା ପରେ ଉଭୟ ଦଳକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି କଂଗ୍ରେସ ନେତା।…

ଲଗାଣ ବର୍ଷା: ସ୍କୁଲରେ ଉପସ୍ଥାନ ଶୂନ

କଟକ ଅଫିସ,୭।୭- ଲଗାଣ ବର୍ଷା ଯୋଗୁ କଟକ ସହର ଜଳାର୍ଣ୍ଣବ ହୋଇଛି। ବିଶେଷକରି ଏହାର ପ୍ରଭାବ ପାଠପଢା ଉପରେ ପଡିଛି। ଶନିବାର ବର୍ଷାଯୋଗୁ ସହରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ କମ୍‌ ରହିଥିବାବେଳେ କେତେକ ସ୍କୁଲରେ ଉପସ୍ଥାନ…

ସ୍ବଚ୍ଛ ଭାରତ ମିଶନର ଅଳିଆ ରୂପ: ବାହାରକୁ ପାଇଖାନା, ଭିତରେ ଜାଳ ଭାଡି

କଟକ ଅଫିସ, ୭।୭: ଆସନ୍ତା ଅକ୍ଟୋବର ସୁଦ୍ଧା ଓଡ଼ିଶା ବାହ୍ୟ ମଳତ୍ୟାଗ ମୁକ୍ତ ରାଜ୍ୟ ହେବ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୩ମାସ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ରାଜ୍ୟରେ ୧୦.୫ ଲକ୍ଷ ପାଇଖାନା…

ଲଗାଣ ବର୍ଷାରେ ବେହାଲ କଟକ: ଘରେ ପଶିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ

କଟକ ଅଫିସ,୭।୭: ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁ କଟକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ସହରର ସମସ୍ତ ଗଳିକନ୍ଦି ଓ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଲହଡି ମାରୁଛି। ଏପରି କି କେତେକ ଲୋକଙ୍କ ଘରେ ପାଣି ପଶିଥିବା…

ରାଜଧାନୀରେ ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ପୋଲିସ ଫୋର୍ସ

ଭୁବନେଶ୍ୱର,୭।୭(ବ୍ୟୁରୋ): ଲୋକଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ପାଇଁ ସବୁବେଳେ ସଜାଗ ରହୁଥିବା ପୋଲିସ ଫୋର୍ସ ଆଜି ନିଜେ ଅସୁରକ୍ଷିତ। ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନ ଥିବାବେଳେ ଖାଇବା ପିଇବା ପାଇଁ ପାଣି ମଧ୍ୟ ଠିକ ଭାବେ ମିଳୁନାହିଁ।…

ନକଲି ସୁନାଗହଣା ପିନ୍ଧି ରେଲଓ୍ବେ ଷ୍ଟେଶନରେ ପଇଁତରା: ଯାତ୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ବେଶଭୂଷା, କଥାବାର୍ତ୍ତା ପୂରା କୋଟିପତି ଭଳି। ବେକ, ହାତ ଓ ଆଙ୍ଗୁଠିରେ ଏକାଧିକ ନକଲି ସୁନା ଗହଣାରେ ଭର୍ତ୍ତି। ଷ୍ଟେଶନରେ ପଇଁତରା ମାରି ଯାତ୍ର୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ। ହେଲେ କେହି ତାଙ୍କୁ ସନ୍ଦେହ କରୁ ନ ଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri