ଆସାମରେ ନୂଆଁଖାଇ
ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ଆସାମର ବିଶ୍ୱନାଥ ଚାରିଅଲ୍ଲୀ ଅନ୍ତର୍ଗତ ବାଘମାରି ଚା’ ବାଗାନରେ ‘ଓଡ଼ିଆ ମହାସଭା’ ଏବଂ ‘ଓଡ଼ିଆ ଛାତ୍ର ପରିଷଦ’ର ମିଳିତ ଆନୁକୂଲ୍ୟରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗତ ସୋମବାର ନୂଆଁଖାଇ ଧୂମ୍ଧାମରେ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଆସାମର ଅର୍ଥମନ୍ତ୍ରୀ…
କେନ୍ଦ୍ରାପଡ଼ାରୁ ହଟିବେ ଅନୁପ୍ରବେଶକାରୀ
ଭୁବନେଶ୍ୱର,୩ା୧୦(ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ: କେନ୍ଦ୍ରାପଡ଼ା ଜିଲାରୁ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବ। ଖୁବ୍ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନେଇ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ(ଆରଜିଆଇ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ୨୦୧୮ ନଭେମ୍ବର ୨୬ ତାରିଖରେ ଆଇନଜୀବୀ ମୋହିତ ଅଗ୍ରଓ୍ବାଲ ଏନେଇ…
ପୁଣି ବଢ଼ିଲା ଡ୍ୟାନ୍ସ ବାର୍ ଅଡ଼ୁଆ
ଭୁବନେଶ୍ୱର,୩ା୧୦(ବ୍ୟୁରୋ): ଭୁବନେଶ୍ୱରରେ ପୁଣି ଖୋଲିବାକୁ ଆଶା ବାନ୍ଧିଥିବା ଡ୍ୟାନ୍ସ ବାର୍ ପାଇଁ ଏକ ବଡ଼ ଝଟକା ଲାଗିଛି। ବାର୍ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନ ଥିବା କାରଣରୁ ସେଗୁଡ଼ିକୁ ବନ୍ଦ କରିବା ଲାଗି ପୋଲିସ୍ ଡିଜି ବିଜୟ କୁମାର ଶର୍ମା…
ଆରମ୍ଭ ହେଲା ‘ମୋ ସରକାର’ ଯୋଜନା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବାକୁ ନେଇ ସର୍ବଦା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହୁଛି। ଅନେକ ସମୟରେ ଡାକ୍ତରଖାନା ଓ ଥାନାର କର୍ମଚାରୀମାନେ ଜନସାଧାରଣଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇ ଆସୁଛି। ଏହି ଦୁଇଟି ବ୍ୟବସ୍ଥାକୁ ସଜାଡିବାକୁ ରାଜ୍ୟ ସରକାର…
ଜନସମ୍ପର୍କ ପଦଯାତ୍ରାରେ ନବୀନଙ୍କ ଘୋଷଣା: ବିଜେଡିି ଆରମ୍ଭ କରିବ ସମାଜସେବା ଓ୍ବିଙ୍ଗ୍
ଭୁବନେଶ୍ୱର,୨।୧୦(ବ୍ୟୁରୋ): ବିଜୁ ଜନତା ଦଳରେ ସୋସିଆଲ ସର୍ଭିସ ବା ସମାଜସେବା ଓ୍ବିଙ୍ଗ ଆରମ୍ଭ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ…
କଂଗ୍ରେସ ପଦଯାତ୍ରାରେ ଭକ୍ତ ଦାସଙ୍କ ଘୋଷଣା: ଆଉ ନିର୍ବାଚନ ଲଢ଼ିବିନି
ଭୁବନେଶ୍ୱର,୨।୧୦(ବ୍ୟୁରୋ): ଆଉ ନିର୍ବାଚନ ଲଢ଼ିବେ ନାହିଁ କଂଗ୍ରେସ ନେତା ଭକ୍ତ ଦାସ। ବୁଧବାର କଂଗ୍ରେସର ପଦଯାତ୍ରା ଅବସରରେ ସେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ଆଉ ଲୋକସଭା ନିର୍ବାଚନ ଲଢ଼ିବି ନାହିଁ। ୩ ଥର ଏମ୍ପି ହୋଇଥିବା ବେଳେ…
ଆର୍ପିଏଫ୍ ପ୍ରତିଷ୍ଠା ଦିବସ: ୩୫ ଯବାନ ପୁରସ୍କୃତ
ଭୁବନେଶ୍ୱର, ୨-୯(ବ୍ୟୁରୋ): ପୂର୍ବତଟ ରେଳପଥ ମୁଖ୍ୟାଳୟରେ ମଙ୍ଗଳବାର ରେଳ ସୁରକ୍ଷା ବଳ (ଆର୍ପିଏଫ୍)ର ୩୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆର୍ପିଏଫ୍ ଆଇଜି ରାଜା ରାମଙ୍କ ନେତୃତ୍ୱରେ ଆୟୋଜିତ ପରେଡରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ପୂଜାରେ ଟ୍ବିନ୍ ସିଟି ଜଗିବେ ୬୩ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର,୨-୯(ବ୍ୟୁରୋ): ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକ ଓ ଭୁବନେଶ୍ୱରରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏହାସହ ରାପିଡ୍ ଆକ୍ସନ ଫୋର୍ସ ଓ ସ୍ବତନ୍ତ୍ର କମାଣ୍ଡୋ ୟୁନିଟ୍ ମଧ୍ୟ ନିୟୋଜିତ ହେବେ।…
ଧାରା ୩୭୦ ଉଚ୍ଛେଦକୁ ସମର୍ଥନ ମିଳିଛି: ଧର୍ମେନ୍ଦ୍ର
ଭୁବନେଶ୍ୱର,୨-୯(ବ୍ୟୁରୋ):ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଦେଶର ସମସ୍ତ ଲୋକଙ୍କୁ ଅବଗତ ଓ ସଚେତନ କରିବାକୁ ଭାଜପା ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଆରମ୍ଭ କରାଯାଇଥିବା ଜନସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଶେଷ ହୋଇଛି…
ଓଏସଆରଟିସିର ଟୋଲ ଫ୍ରି ନମ୍ବର
ଭୁବନେଶ୍ୱର, ୨-୯(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଲକ୍ଷ୍ୟ ହାସଲ ଓ ଓଏସଆରଟିସିରେ ସ୍ବଚ୍ଛତା ଆଣିବା ପାଇଁ ଏହି ଟୋଲ…
ସରକାରଙ୍କୁ ବରିଷ୍ଠ ନାଗରିକଙ୍କ ଚିନ୍ତା:ପ୍ରତି ବ୍ଲକ୍ରେ ହେବ ଡେ’ କେୟାର ସେଣ୍ଟର
ଭୁବନେଶ୍ୱର, ୨-୯(ବ୍ୟୁରୋ):ବରିଷ୍ଠ ନାଗରିକଙ୍କ ପାଇଁ ଆଶ୍ରୟସ୍ଥଳୀ, ସ୍ବାସ୍ଥ୍ୟସେବା, ସୁରକ୍ଷା ସାଙ୍ଗକୁ ନିଃସଙ୍ଗତା ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ପ୍ରତି ଜିଲାରେ ଜରାନିବାସ ଓ ପୁନର୍ବାସ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ସହ ପ୍ରତି ବ୍ଳକ୍ରେ…
ଆଜିଠୁ ସବୁ ଦଳର ପଦଯାତ୍ରା
ଭୁବନେଶ୍ୱର,୨-୯(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟରେ କ୍ଷମତାସୀନ ବିଜେଡି, ମୁଖ୍ୟ ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି।…

