ଆରମ୍ଭ ହେଲା ରାଷ୍ଟ୍ରୀୟ ଡାକ ସପ୍ତାହ
ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବୁଧବାରଠାରୁ ‘ରାଷ୍ଟ୍ରୀୟ ଡାକ ସପ୍ତାହ’ ପାଳନ ଆରମ୍ଭ ହୋଇଛି। ୯ ଅକ୍ଟୋବର ‘ବିଶ୍ୱ ଡାକ ଦିବସ ପାଳନ’ ଅବସରରେ ପ୍ରଧାନ ଡାକପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ଡାକମଣ୍ଡଳର ରାଷ୍ଟ୍ରୀୟ ଡାକ ସପ୍ତାହ ପାଳନ ସମ୍ପର୍କରେ ସୂଚନା…
ତ୍ୟାଗ, ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଗୋପବନ୍ଧୁ
ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଜ ଜୀବନ ଓ ପରିବାରକୁ ବାଜି ଲଗାଇ ଦୁଃଖୀଦରିଦ୍ରଙ୍କ ସେବା କରିବାକୁ ଆଗେଇ ଆସିଥିଲେ। ଓଡ଼ିଶାର ସ୍ବାର୍ଥ, ଓଡ଼ିଆ ଭାଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗ୍ରାମ କରିବା ସହ ଦେଶର…
ବସ୍ ପଛରେ ପିଟିହେଲା ବସ୍: ୩୦ ଆହତ
ଫୁଲନଖରା,୧୦ା୧୦(ଡି.ଏନ୍.ଏ.): କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀଠାରେ ବୁଧବାର ଏକ ବସ୍ ପଛରେ ଅନ୍ୟ ଏକ ବସ୍ ପିଟି ହୋଇଯାଇଛି। ଫଳରେ ପଛ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ। ପ୍ରତାପନଗରୀ ଯୁବକ ସଂଘର…
ଓଡ଼ିଆ ଯବାନଙ୍କ ମରଶରୀରକୁ ଅସମ୍ମାନ
ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଓଡ଼ିଆ ଯବାନ ପ୍ରବୀର ନାୟକଙ୍କୁ ଅସମ୍ମାନିତ କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତାଙ୍କ ମରଶରୀର ବିମାନ ବନ୍ଦରରେ ପହଞ୍ଚିବା ପରେ ମିଳି ନ ଥିଲା ଗାର୍ଡ ଅଫ୍ ଅନର। ଏପରି…
ଏଫ୍ଏମ୍ରେ ସଚେତନତା ବାର୍ତ୍ତା ଦେଲେ ଟ୍ରାଫିକ୍ ଡିସିପି
ଭୁବନେଶ୍ୱର.୯।୧୦(ବ୍ୟୁରୋ): ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା ଶେଷ ହୋଇଛି। ବୁଧବାର ଧରାପୃଷ୍ଠରୁ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ ଭୁବନେଶ୍ୱରରେ ଭସାଣି ଯାତ୍ରା ବହୁ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ପାଇଁ ଯାତାୟାତରେ କିଛିଟା ପରିବର୍ତ୍ତନ କରାଯାଇଛି। ଭସାଣି ସମୟରେ ଯେପରି…
ଗୁଡ଼ିଆପୋଖରୀ ଛକ ନିକଟରେ ଦୁର୍ଘଟଣା: ବସ୍ ଚକାତଳେ ଖସି ପଡ଼ି ଦୁଇ ଛାତ୍ର ମୃତ
ପୁରୁଣା ଭୁବନେଶ୍ୱର/ପିପିଲି,୯।୧୦(ଡି.ଏନ୍.ଏ.): ପୁରୀ-ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ଗୁଡ଼ିଆପୋଖରୀ ଛକ ଡିଭାଇଡର ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁୁ ଜଣେ ହେଲେ ଆକାଶ ବାରିକ। ସେ କଟକର ଏକ ଘରୋଇ କଲେଜରେ…
ସରିଲା ଦୁର୍ଗାପୂଜା: ଅପେକ୍ଷା ଆରବର୍ଷକୁ
ଭୁବନେଶ୍ୱର,୯।୧୦(ବ୍ୟୁରୋ): ସରିଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତ୍ଜନନୀ ମା’ ଦୁର୍ଗା। ପୁଣି ବର୍ଷେ ପର୍ଯ୍ୟନ୍ତ ମା’ଙ୍କୁ ଅପେକ୍ଷା କରିବାର ସମୟ ଆସିଛି। ବୁଧବାର ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ଏଥିପାଇଁ ଦୈତନଗରୀ(ଭୁବନେଶ୍ୱର ଓ କଟକ)ରେ ସୁରକ୍ଷା…
୧୦ରୁ ମୌସୁମୀର ପ୍ରତ୍ୟାବର୍ତ୍ତନ
ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଚଳିତବର୍ଷ ବିଳମ୍ବରେ ଆସିଥିବା ମୌସୁମୀ ଏ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିନାହିଁ। ଆସନ୍ତା ୧୦ତାରିଖରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ମୌସୁମୀର ଏହା ସବୁଠାରୁ ବିଳମ୍ବିତ ପ୍ରତ୍ୟାବର୍ତ୍ତନ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଦକ୍ଷିଣ-ପଶ୍ଚିମ…
ରାବଣ ପୋଡ଼ି ପାଇଁ ପ୍ରସ୍ତୁତ ରାଜଧାନୀ
ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ…
ଆଜି ବିଜୟା ଦଶମୀ: ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା
ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା। ମା’ ଜଗଜ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର…
ଆଜି ୫ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ଆଜି ରାଜ୍ୟର ଅନେକ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ମୟୂରଭଞ୍ଜ…
ଆଜି ବିଜୟାଦଶମୀ: ମା’ଙ୍କ ଦର୍ଶନ ପାଇଁ ସବୁଠି ଭିଡ
ଭୁବନେଶ୍ୱର,୮।୧୦(ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍ ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଦେଶର ବିଭିନ୍ନ ସ୍ଥାନରେ ହେବ ରାବଣପୋଡି। ସେଥିପାଇଁ ଦେଶର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି…

