ମେଟ୍ରୋ

ବିଓଆଇର ‘ହର ଘର ଦସ୍ତକ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୫ା୧୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ହରଘର ଦସ୍ତକ ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ବ୍ୟାଙ୍କର ମହାପ୍ରବନ୍ଧକ ଅଜିତ କୁମାର ମିଶ୍ର, ଆଞ୍ଚଳିକ ପ୍ରବନ୍ଧକ ଓ୍ବାଇ.ଏନ୍‌.ଦ୍ୱିବେଦୀ, ଉପଆଞ୍ଚଳିକ ପ୍ରବନ୍ଧକ ଭାରତ ବରାଡ, ରିକଭରୀ ବିଭାଗର ବିମଳ…

ବେଆଇନ ଭାବେ ଟ୍ରେନ୍‌ ଟିକେଟ ବିକ୍ରି, ୭ ଗିରଫ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ବ୍ୟକ୍ତିଗତ ଆଇଆର୍‌ସିଟିସି ଆକାଉଣ୍ଟରେ ଟିକଟ କାଟି ବିକୁଥିବା ୭ ଜଣ ଏଜେଣ୍ଟଙ୍କୁ ଆର୍‌ପିଏଫ୍‌ ଗିରଫ କରିଛି। ଗତ ମାସ ୨୮ ତାରିଖରୁ ବୁଧବାର ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏମାନଙ୍କୁ ଧରାଯାଇଛି। ସେମାନେ ହେଲେ ନୀଳାଦ୍ରି…

ଖଣ୍ଡଗିରି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ପୁରୀ ପରେ ଭୁବନେଶ୍ୱରରେ ଲଜ୍ଜା। ଖଣ୍ଡଗିରି ଥାନାଞ୍ଚଳରେ ଜଣେ ଯୁବତୀଙ୍କୁ ହୋଇଛି ବଳାତ୍କାର। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାର ଲୋକେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ…

ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଏକ ଭଡାଘରୁ ଗୁରୁବାର ସକାଳୁ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ରଞ୍ଜିତା ରାଓ। ତାଙ୍କ ଘର ନବରଙ୍ଗପୁର ଜିଲାରେ ବୋଲି ଜଣାପଡିଛି। ସେ ଅଶୋନଗର ୟୁକୋ…

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ରାଜ୍ୟରେ ଶୀତ ଦୁର୍ବଳ

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): କ।ର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବାକୁ ବସିଲାଣି। ଶୀତର ଦେଖା ନାହିଁ। କେବଳ ସହର ନୁହେଁ, ଗାଁ ଗଣ୍ଡାରେ ମଧ୍ୟ ଶୀତ ଏକ ପ୍ରକାର ହଜିଗଲାଣି। ଆଉ ହାଡ଼ଭଙ୍ଗା ଶୀତ ନାହିଁ। ସହରରେ ଏସି ଓ…

ବିରୋଧୀଙ୍କ ସଣ୍ଢୁଆଶି ଆକ୍ରମଣ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣବଳାତ୍କାର ପ୍ରସଙ୍ଗକୁ କେନ୍ଦ୍ରକରି ରାଜ୍ୟ ସରକାରଙ୍କ ଉପରେ ସଣ୍ଢୁଆଶି ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ କଂଗ୍ରେସ ଏବଂ ଭାଜପା। ଏହାକୁ ନେଇ ବୁଧବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରିବାକୁ…

ରେଳ ଷ୍ଟେଶନରେ ଯାତ୍ରୀ ପାଇବେ ସ୍ବାସ୍ଥ୍ୟକର ଖାଦ୍ୟ

ଭୁବନେଶ୍ୱର, ୪ା୧୨(ବ୍ୟୁରୋ): ଏଣିକି ରେଳ ଷ୍ଟେଶନରେ ଯାତ୍ରୀଙ୍କୁ ମିଳିବ ସୁରକ୍ଷିତ ତଥା ସ୍ବାସ୍ଥ୍ୟକର ଖାଦ୍ୟ। ଏହା ଉପରେ ଏବେ ଭାରତୀୟ ରେଳପଥ ଗୁରୁତ୍ୱ ଦେଇଛି। ଏନେଇ ‘ଇଟ୍‌ ରାଇଟ୍‌ ଷ୍ଟେଶନ’ ନାମରେ ନୂଆ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଭାରତୀୟ ଖାଦ୍ୟ…

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ, ତଦାରଖ କଲେ ବିକାଶମୂଳକ କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୪।୧୨(ଡି.ଏନ୍‌.ଏ.): ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ। ବୁଧବାର ଭୋର ସମୟରେ ସେ ମନ୍ଦିରରେ ପହଞ୍ଚି ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟ ବିଷୟରେ ତଦାରଖ କରିଛନ୍ତି। ଏଥିସହ ମନ୍ଦିର ଚାରିପାଖ ବୁଲି ଦେଖିଛନ୍ତି।…

ଅନୁଗୋଳ ଆଲୁମିନିୟମ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ଦାବି: ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୪।୧୨(ବ୍ୟୁରୋ): ଅନୁଗୋଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ଲାଗି ବୁଧବାର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ…

ଯାଆଁଳା ହାଇସ୍କୁଲର ଷଷ୍ଠ ଶ୍ରେଣୀ ପିଲା କହିପାରିଲାନି ପଣିକିଆ, ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ୍‌କୁ ବୁଧବାର ଅଚାନକ ଗସ୍ତ କରିଛନ୍ତି। ଏହି ଅବସରରେ ସେ ପ୍ରଥମେ ଜଟଣୀ ବିଇଓ ଅଫିସରେ ପହଞ୍ଚିଥିଲେ। ସେଠାରେ ଅନୁପସ୍ଥିତ ଥିବା କାରଣରୁ ୪ଜଣଙ୍କୁ ନୋଟିସ…

ପୁରୀ ଗଣବଳାତ୍କାର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି: ଛାତ୍ର କଂଗ୍ରେସ ପକ୍ଷରୁ ବାସଭବନ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର,୪।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାକୁ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ଟମାଟୋ ମାଡ଼ କରାଯାଇଥିବା ସୂଚନା ମିଳିଛି।…

କୋହଳ ହେବନାହିଁ ଟ୍ରାଫିକ୍‌ ଜରିମାନା: ମନ୍ତ୍ରୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ଆଉ କୋହଳ ହେବନାହିଁ ଟ୍ରାଫିକ୍‌ ଜରିମାନା। ଏବେ ଲୋକମାନେ ସଚେତନ ହେବା ଆରମ୍ଭ କଲେଣି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ ଆସନ୍ତା ୧୮ରେ ସଡକ ସୁରକ୍ଷା ଓ ଟ୍ରାଫିକ ଜରିମାନା ନେଇ ବୈଠକ ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?