ପୁରୀରେ ଅଧିକ ବଙ୍ଗାଳୀ ହୋଟେଲ କାହିଁକି ?
ସେଦିନ ମୁଁ ବହୁତ କାନ୍ଦିଥିଲି। ଯେତେବେଳେ ଜାଣିଲି ସେ ଆଉ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।
ଜଣାପଡିଲା କୁଆଡେ ଗଲା ହ୍ୟୁମାନଙ୍କ ସବୁ ଟଙ୍କା? ମିଳିଲା ବଡ଼ ପ୍ରମାଣ…
ଭୁବନେଶ୍ୱର,୨୧।୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଏବେ ନୂଆ ନୂଆ ତଥ୍ୟ ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି । ଓଡ଼ିଶାର ଚର୍ଚ୍ଚିତ ତଥା ସବୁଠାରୁ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଆଉ ଏ ଦୁନିଆରେ ନାହାନ୍ତି । ନଭେମ୍ବର ୧୭...
ଏଣିକି ଲଘୁ ଖଣିଜ ସଂପଦର ଆବଣ୍ଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା
ଭୁବନେଶ୍ୱର,୨୧।୧୧: ଖଣି ଚୋରା ଚାଲାଣ ରୋକିବାକୁ କଠୋର ଆଇନକୁ ମଞ୍ଜୁରୀ ହୋଇଛି। ‘ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ-୨୦୨୫’ ନେଇ ନୂଆ ଆଇନ ଆସିଛି। ନୂଆ ଆଇନ ପରେ ପୁରୁଣା ୨୦୦୭ ନିୟମାବଳୀକୁ ଉଚ୍ଛେଦ କରିବ। ଲଘୁ ଖଣିଜ ରିହାତି ନିୟମରେ...
୧୨ ପ୍ରସ୍ତାବକୁ ଉପରେ ବାଜିଲା କ୍ୟାବିନେଟ ମୋହର, ଜାଣନ୍ତୁ କ’ଣ କ’ଣ…
ଭୁବନେଶ୍ୱର,୨୧।୧୧: ୧୨ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ ମୋହର। ୯ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ...
ଏସ୍ଏସ୍ବି ଯବାନଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର,୨୧ା୧୧: ଏକ ଜମି ଠକେଇ ମାମଲାରେ ଜଣେ ଯବାନଙ୍କୁ ବାନ୍ଧିଛି ପୋଲିସ। ଅଭିଯୁକ୍ତ ଜଣକ ହେଲେ ଏସ୍ଏସ୍ବି ଯବାନ ସଚିତ୍ର ସେନାପତି। ଶହୀଦନଗର ପୋଲିସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ...
ହ୍ୟୁମାନଙ୍କୁ ନେଇ ବଡ଼ ଖୁଲାସା କଲେ ଆଙ୍କର, ଗୋଟିଏ ପ୍ରଶଂସା ପରେ ଚକ୍ରାନ୍ତ କରି…
ଭୁବନେଶ୍ୱର,୨୧।୧୧: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟଛି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ ବାଦ ବିବାଦ ଲାଗି ରହିଛି। ତାଙ୍କ ମା’ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମ୍ୟାନେଜର, ଦିନେଶ, ପ୍ରଶାନ୍ତଙ୍କ ନାଁ ସହ ଜଣେ ମହିଳା...
ଦିଲ୍ଲୀରେ ଘାତକ ହେଲା ବାୟୁ ପ୍ରଦୂଷଣ: ବାହାରକୁ ଯିବା ମନା, ‘ଗ୍ୟାସ୍ ଚାମ୍ବର’ ସହ ତୁଳନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୧୧: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ‘ଅତି ବିପଜ୍ଜନକ’ ବର୍ଗକୁ ଖସି ଆସିବା ପରେ ଦିଲ୍ଲୀ ସରକାର ସମସ୍ତ ସ୍କୁଲରେ ବାହ୍ୟ କାର୍ଯ୍ୟକଳାପ ଏବଂ କ୍ରୀଡ଼ାକୁ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶରେ ବଢୁଥିବା ବିଷାକ୍ତ ପ୍ରଦୂଷଣକୁ...
ବଡ଼ ଖବର: ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା, ଷଡ଼ଯନ୍ତ୍ର କରି ମାରିଥିବା ଅଭିଯୋଗ
ଭୁବନେଶ୍ୱର,୨୧।୧୧: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି। ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି। ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା...
ସାଲିଆସାହି ଜବରଦଖଲ ଉଚ୍ଛେଦ ପରେ କଟାଯିବ ୨୦୦ ଗଛ
ଭୁବନେଶ୍ୱର,୨୧।୧୧: ସାଲିଆସାହି ଜବରଦଖଲ ଉଚ୍ଛେଦ ପରେ କଟାଯିବ ଗଛ। ରାସ୍ତା ନିର୍ମାଣ ପାଇ ପ୍ରାୟ ୨୦୦ ଗଛଁ କଟାଯିବ । ତେବେ କେଉଁ ଗଛ କଟାଯିବ ସେ ନେଇ ବନ ବିଭାଗ ଚିହ୍ନଟ କରିଛି। ଅନ୍ୟପକ୍ଷେ, ସବୁ ବସ୍ତି ବାସିନ୍ଦାଙ୍କୁ...
ରାଜ୍ୟ କ୍ୟାବିନେଟ ବୈଠକ: ହୋଇପାରେ ବଡ଼ ଘୋଷଣା
ଭୁବନେଶ୍ୱର,୨୧।୧୧: ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛଇ। ୯ଟି ଏଜେଣ୍ଡା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି। ଶୀତକାଳୀନ ଅଧିବେଶନ ସହ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବ। ବୈଠକରେ...
ଓଡ଼ିଶାରେ ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର: ନିଜେ ଘର ଭାଙ୍ଗି ଫେରାର ଅନୁପ୍ରବେଶକାରୀ
ଭୁବନେଶ୍ୱର,୨୧।୧୧: ଓଡ଼ିଶାର ଉପକୂଳ ଓ ଅନ୍ତଃସ୍ଥଳ ଜିଲାଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଜିଲା ପ୍ରଶାସନର ଯୁଗ୍ମ ଅଭିଯାନ ଜୋରଧରିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ ବ୍ୟାପକ ଚଢ଼ାଉ ଓ ଧରପଗଡ଼ ଜାରି...
ରଥ ଦଳାଚକଟାରେ ଚାଞ୍ଚଲ୍ୟକର ତଥ୍ୟ: କଣ୍ଟ୍ରୋଲ ରୁମ୍ ଅଧିକାରୀ କିଛି ଜାଣି ନ ଥିଲେ
ଭୁବନେଶ୍ୱର, ୨୧।୧୧: ପୁରୀ ରଥଯାତ୍ରା ୨୦୨୫ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଏବଂ ଏଥିଜନିତ ୩ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ଓଡ଼ିଶା ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟ...
Archives


