ମିଡ୍ ଇଷ୍ଟ ଷ୍ଟିଲ କମ୍ପାନୀର ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍ କୋର୍ଟ
ଭୁବନେଶ୍ୱର, ୨୪।୩(ବ୍ୟୁରୋ): ମିଡ୍ ଇଷ୍ଟ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଲିମିଟେଡ୍କୁ ଉତ୍ତୋଳିତ ଲୁହାପଥର ବିକ୍ରି ପାଇଁ ଅନୁମତି ଦିଆଯାଉନି। ଏ ସମ୍ପର୍କରେ ଜବାବ ରଖିବା ପାଇଁ ସୋମବାର ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍.ଏ. ବୋବ୍ଡେ, ଜଷ୍ଟିସ୍ ଏଲ୍.…
ହୋମ୍ କ୍ବାରାଣ୍ଟାଇନ୍ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର
ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ହୋମ୍ କ୍ୱାରାଣ୍ଟାଇନ୍ରେ ରହୁଥିବାବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରି ଲଗାଯିବ। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି…
୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ ଅଣଅତ୍ୟାବଶ୍ୟକ କାର୍ଯ୍ୟାଳୟ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ସମସ୍ତ ଅଣ-ଅତ୍ୟାବଶକ (ନନ୍-ଏସେନ୍ସିଆଲ) କେନ୍ଦ୍ର ଯଥା ସରକାରୀ କାର୍ଯ୍ୟାଳୟ, ସାଧାରଣ ଉଦ୍ୟୋଗ, ବ୍ୟାଙ୍କ୍ ଓ ବୀମା କାର୍ଯ୍ୟାଳୟ ଆଦି ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ। ମହାମାରୀ ରୋଗ ଆଇନ-୧୮୯୭ର ଧାରା ୨ ଅନୁସାରେ ରାଜ୍ୟ ସରକାର ଏହି…
ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ଶ୍ରମ ମନ୍ତ୍ରଣାଳୟ
ଭୁବନେଶ୍ୱର,୨୪।୩:(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ବହୁ ଜିଲାକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ତାହାର ପ୍ରଭାବରେ ବଡ଼ବଡ଼ କମ୍ପାନୀଠାରୁ ଆରମ୍ଭ କରି ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି। ଏଭଳିସ୍ଥିତିରେ ବହୁ ଘରୋଇ କମ୍ପାନୀ ନିଜ ଶ୍ରମିକ, କର୍ମଚାରୀମାନଙ୍କ…
୩୧ ପର୍ଯ୍ୟନ୍ତ ବନ୍ଦ ରହିବ ପାସ୍ପୋର୍ଟ ସେବାକେନ୍ଦ୍ର
ଭୁବନେଶ୍ୱର,୨୪।୩(ବ୍ୟୁରୋ): ସମଗ୍ର ବିଶ୍ୱରେ ମହାମାରୀ କୋଭିଡ୍-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ପାସ୍ପୋର୍ଟ ସେବା କେନ୍ଦ୍ରକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ମୁଖ୍ୟ ଡାକଘରେ ଥିବା ପୋଷ୍ଟଅଫିସ୍ ପାସ୍ପୋର୍ଟ ସେବା କେନ୍ଦ୍ରଗୁଡ଼ିକ…
ବିଧାନସଭା ପ୍ରଶ୍ନୋତ୍ତର ବାତିଲ
ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ପ୍ରକୋପକୁ ଦେଖି (କୋଭିଡ୍-୧୯)ଷୋଡଶ ବିଧାନସଭାର ତୃତୀୟ ଅଧିବେଶନର ମାର୍ଚ୍ଚ ୧୬ ତାରିଖରୁ ୨୧ ଏବଂ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନୋତ୍ତରକୁ ବାତିଲ କରାଯାଇଛି। କରୋନା ଭୂତାଣୁ ପାଇଁ ରାଜ୍ୟ ସରକାର ବହୁ ସରକାରୀ…
କୋଭିଡ-୧୯ ପାଣ୍ଠିକୁ ୩ ମାସର ଦରମା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏକ ସ୍ବତନ୍ତ୍ର ସହାୟତାର ଆବଶ୍ୟକତା ରହିଛି। କରୋନା(କୋଭିଡ-୧୯) ବର୍ତ୍ତମାନ ସାରା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି। ଏହାର ମୁକାବିଲା କରିବା ପାଇଁ ଏଭଳି ପରିସ୍ଥିତିରେ ବ୍ୟାପକ ଜନସଚେତନତା ତିଆରି ଲାଗି ବ୍ୟାପକ ଅର୍ଥର…
ଘରୋଇ ଗାଡ଼ି ଚଳାଚଳ ଉପରେ ଲଗାମ୍: ବିନା ପାସ୍ରେ ଗଡ଼ିବନି ଗାଡ଼ି
ଭୁବନେଶ୍ୱର,୨୩ା୩ (ବ୍ୟୁରୋ)- ଜନତା କର୍ଫ୍ୟୁର ଗୋଟିଏ ଦିନ ପରେ ରାଜଧାନୀର ରାଜପଥରେ ଅନେକ ଯାନବାହନର ଭିଡ଼ ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ପୋଲିସ ପାଇଁ ଏହା ସମସ୍ୟା ସୃଷ୍ଟି ହୋଇଥିଲା। ଏପରିକି ଭୁବନେଶ୍ୱରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ଅନେକ…
୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ ଅଣଅତ୍ୟାବଶ୍ୟକ କାର୍ଯ୍ୟାଳୟ: ବିଭାଗୀୟ କାର୍ଯ୍ୟାଳୟ ଉପରେ ମଧ୍ୟ ଲାଗିଲା କଟକଣା
ଭୁବନେଶ୍ୱର,୨୩।୩(ବ୍ୟୁରୋ)- ସମସ୍ତ ଅଣ-ଅତ୍ୟାବଶକ (ନନ୍-ଏସେନ୍ସିଆଲ) କେନ୍ଦ୍ର ଯଥା ସରକାରୀ କାର୍ଯ୍ୟାଳୟ, ସାଧାରଣ ଉଦ୍ୟୋଗ, ବ୍ୟାଙ୍କ୍ ଓ ବୀମା କାର୍ଯ୍ୟାଳୟ ଆଦି ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ। ମହାମାରୀ ରୋଗ ଆଇନ୍-୧୮୯୭ର ଧାରା ୨ ଅନୁସାରେ ରାଜ୍ୟ ସରକାର ଏହି…
କାଲିଠୁ ଚାଲିବନି ବସ୍:ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ କଟକଣା ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର,୨୩।୩(ବ୍ୟୁରୋ)- କରୋନା ଭୂତାଣୁ (କୋଭିଡ୍-୧୯)ର ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଦିନରାତି ଲାଗିପଡ଼ିଛନ୍ତି। ପ୍ରତିଦିନ ଏ ଦିଗରେ କିଛି ନା କିଛି ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଆଉ ଏକ ବଡ଼ କଟକଣା ଲଗାଇଛନ୍ତି ରାଜ୍ୟସରକାର। ମଙ୍ଗଳବାର…
କାଲି ଦିନ୧୧ରୁ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ପରେ ମଙ୍ଗଳବାରଠାରୁ ଆନ୍ତଃ ଜିଲା ବସ୍ ଚଳାଚଳ ବନ୍ଦ କରାଯାଇଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ୧୧ଟାରୁ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟତମାମ ସମସ୍ତ…
ମଙ୍ଗଳବାରଠାରୁ ୧୪ ଜିଲା ଲକ୍ଡାଉନ୍
ଭୁବନେଶ୍ୱର,୨୩।୩(ବ୍ୟୁରୋ): ୧୪ ଜିଲାକୁ ସଂପ୍ରସାରଣ ହେଲା ଲକ୍ଡାଉନ୍। ରାଜ୍ୟ ସରକାର ପୂର୍ବରୁ ୫ ଜିଲାକୁ ଲକ୍ଡାଉନ୍ କରିଥିବା ବେଳେ ସୋମବାର ଆଉ ୯ଟି ଜିଲାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଜିଲାଗୁଡ଼ିକ ହେଲା ପୁରୀ, ନୟାଗଡ଼, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର,…

