ମେଟ୍ରୋ

ବ୍ରହ୍ମପୁରରେ ଖୋଲିବ ‘ନେକ୍‌’ ଓଡ଼ିଶା ଜୋନ୍‌ ଚାପ୍ଟର

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଓଡ଼ିଶାରେ ଖୋଲିବ ନ୍ୟାଶନାଲ ଏଗ୍‌ କୋର୍ଡିନେଶନ କମିଟି(ଏନ୍‌ଇସିସି ବା ନେକ୍‌)ର ଓଡ଼ିଶା ଜୋନ୍‌ ଚାପ୍ଟର। ବ୍ରହ୍ମପୁରରେ ଏହି ଚାପ୍ଟର ଖୋଲିବ। ଏହା ପୂର୍ବରୁ ଓଡ଼ିଶାର ଚାଷୀମାନେ ନେକ୍‌ ବିଜୟଓ୍ବାଡ଼ା ଜୋନ୍‌ ଦ୍ୱାରା ଧାର୍ଯ୍ୟ ମୂଲ୍ୟକୁ ଗ୍ରହଣ କରିବାକୁ ବାଧ୍ୟ...

ପାନ ତାତି: ଶ୍ରୀମନ୍ଦିରରେ ସହାୟକଙ୍କୁ ଧକ୍କା ମାରିଲେ ସେବାୟତ

ପୁରୀ ଅଫିସ, ୧୮ା୨: ଶ୍ରୀମନ୍ଦିର ଭିତରକୁ କେହି ପାନ, ଗୁଟ୍‌ଖା ଖାଇ ଯାଇପାରିବେ ନାହିଁ। ଏହା ଉପରେ କଟକଣା ଲଗାଇଛି ମନ୍ଦିର ପ୍ରଶାସନ। ଅବମାନନା କଲେ ଜରିମାନା ଆଦାୟର ବ୍ୟବସ୍ଥା ହୋଇଛି। ଏହାସତ୍ତ୍ବେ କେତେଜଣ ସେବାୟତ, କର୍ମଚାରୀ ଏବଂ ଯାତ୍ରୀ...

ରାଜ୍ୟ ବଜେଟ ୨୦୨୦-୨୧: ବଜେଟରେ କ’ଣ ନୂଆ

ବଜେଟରେ କ’ଣ ନୂଆ ଇ-ବଜେଟର ପ୍ରଚଳନ, ଯାହାକି ପରିବେଶ ଅନୁକୂଳ ପଦକ୍ଷେପ ହୋଇପାରିଛି। ସ୍ବତନ୍ତ୍ର ମୋବାଇଲ ଆପ୍‌, ଯାହାକି ଗୁଗଲ ପ୍ଲେ ଷ୍ଟୋର୍‌ ଏବଂ ଆପଲ୍‌ ଆପ୍‌ ଷ୍ଟୋର୍‌ରେ ଉପଲବ୍ଧ।  ବଜେଟ ମୋବାଇଲ୍‌ ଆପ୍‌କୁ ସହଜରେ ଉପଲବ୍ଧ କରିବାକୁ ‘କ୍ୟୁଆର୍‌...

ପ୍ରଥମଥର ପାଇଁ ଆସିଲା ସ୍ବତନ୍ତ୍ର ପୋଷଣ ବଜେଟ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଏହି ବଜେଟରେ ସରକାର ପୋଷଣକୁ ପ୍ରାଧାନ୍ୟ ଦେଇଛନ୍ତି। ଉପଯୁକ୍ତ ପୋଷଣ ଯେ କୌଣସି ରାଜ୍ୟର ଶିଶୁ...

ରାଜଧାନୀରେ କରୋନା ରୋଗୀ ଚିହ୍ନଟ ଗୁଜବ ମିଥ୍ୟା: ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର, ୧୯ା୨(ବ୍ୟୁରୋ): ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଜଣେ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହା ଏକ ଗୁଜବ ଥିଲା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ...

ବିଦ୍ୟୁତ୍‌ଜନିତ ଜୀବନହାନି ହ୍ରାସ କରିବାକୁ ଦୃଢ଼ ଉଦ୍ୟମ କରାଯିବ

ଭୁବନେଶ୍ୱର,୧୯ା୨(ବ୍ୟୁରୋ):ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେନ୍ଦ୍ରରାଜପୁର ଗାଁ ନିକଟରେ ବିଦ୍ୟୁତ୍‌ ତାର ଲାଗି ଘଟିଥିବା ଦୁର୍ଘଟଣା ଦୁର୍ଭାଗ୍ୟଜନକ। ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତ୍ତି ହେବ ନାହିଁ, ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଅନ୍ୟ ସମସ୍ତ ବିଭାଗ...

ଅନୁପ, ବର୍ଦ୍ଧନଙ୍କୁ କୋର୍ଟରେ ହାଜର କଲା ପୋଲିସ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ, ବ୍ରଜରାଜନଗର(ଡି.ଏନ.ଏ.), ୧୯ା୨:ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ମଙ୍ଗଳବାର ରାୟଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ...

କୃଷି, ପୋଷଣ ଉପରେ ଫୋକସ୍‌

ଭୁବନେଶ୍ୱର,୧୯ା୨(ବ୍ୟୁରୋ):ରାଜ୍ୟ ସରକାର ପ୍ରଥମଥର ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ଇଲେକ୍ଟ୍ରୋନିକ ବଜେଟ ପ୍ରସ୍ତୁତ କରିଛନ୍ତି। ଏହାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଇପ୍ୟାଡ୍‌ ମାଧ୍ୟମରେ ବିଧାନସଭାରେ ମଙ୍ଗଳବାର ଉପସ୍ଥାପନ କରିଛନ୍ତି। ଆଗକୁ...

ଆଜିଠୁ ମାଟ୍ରିକ ପରୀକ୍ଷା

କଟକ ଅଫିସ,୧୯ା୨: ବୁଧବାରଠାରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ଗୋଟିଏ ଦିନରୁ ହିଁ ଆରମ୍ଭ ହେବ। ଚଳିତବର୍ଷ ମୋଟ୍‌ ୨୮୮୮...

୩ ବର୍ଷରେ ମଲେଣି ୨୪୬ ହାତୀ

ଭୁବନେଶ୍ୱର, ୧୯ା୨(ବ୍ୟୁରୋ) :ଓଡ଼ିଶାରେ ବିପଦରେ ଅଛନ୍ତି ହାତୀ। ଗତ ୩ ବର୍ଷରେ ବିଭିନ୍ନ କାରଣରୁ ୨୪୬ ହାତୀଙ୍କ ମୃତ୍ୟୁ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ମଙ୍ଗଳବାର ବିଧାନସଭାରେ ବଲାଙ୍ଗୀର ଲୋଇସିଂହା ଭାଜପା...

ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା ନିର୍ମାଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୨(ପିଏମ୍‌ଜିଏସ୍‌ଓ୍ବାଇ)ରେ କେନ୍ଦ୍ର ସରକାର ୬୫୦ଟି ରାସ୍ତାର ଉନ୍ନତୀକରଣ ପାଇଁ ୧୬୧୫.୫୧ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସେଥିରୁ ୯ଟି ରାସ୍ତାର କାର୍ଯ୍ୟ ଶେଷ ହୋଇଛି। ୬୨୭ଟି ରାସ୍ତାର କାର୍ଯ୍ୟ ଚାଲୁ...

ଆଇପ୍ୟାଡ୍‌ରେ ଓଡ଼ିଶା ବଜେଟ: ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି, ଜାଣନ୍ତୁ ପୂରା ଅପ୍‌ଡେଟ୍‌

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟକୁ ବିନା କାଗଜପତ୍ରରେ କରାଯାଉଥିବା ବେଳେ ଆଇପ୍ୟାଡ୍‌ ମାଧ୍ୟମରେ ଉପସ୍ଥାପନା କରାଯାଉଛି। ଆସନ୍ତା ବଜେଟର ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri