ସ୍ବଚ୍ଛ ସର୍ବେକ୍ଷଣ ୨୦୨୦: ଓଡିଶାକୁ ୨ ପୁରସ୍କାର
ଭୁବନେଶ୍ୱର,୨୦।୮(ବ୍ୟୁରୋ)-କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୦’ ଫଳାଫଳ ପ୍ରକାଶ ପାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ବଚ୍ଛ ମହୋତ୍ସବ ଅବସରରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀ ଏହି ଫଳାଫଳ ଘୋଷଣା...
ଦାୟିତ୍ୱ ଦେଲେ ନବୀନ: ବିଜେଡି ୪୫ ସମ୍ପାଦକ ନିଯୁକ୍ତ
ଭୁବନେଶ୍ୱର,୨୦ା୮(ବ୍ୟୁରୋ)-ବିଜୁ ଜନତା ଦଳର ସାଙ୍ଗଠନିକ ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତିି। ଗୁରୁବାର ବିଜେଡି ପକ୍ଷରୁ ଏ ନେଇ...
ଭୁବନେଶ୍ୱରରୁ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଆଉ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯ରୁ କ୍ୱାରାଣ୍ଟାଇନରୁ ୧୭୨ ଜଣ ଚିହ୍ନଟ ହୋଇଥିବାବେଳେ ୧୪୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ବୁଦ୍ଧନଗର ଗୋପବନ୍ଧୁ କଲୋନୀରୁ ୧୨ଜଣ, ସତ୍ୟନଗର ଏଚବି କଲୋନୀରୁ ଜଣେ, ସତ୍ୟନଗର ରାଜକୁମାର...
ଗଣେଶ ପୂଜା ପ୍ରସଙ୍ଗ: ସ୍ଥାନୀୟ ପ୍ରଶାସନ ନେବ ନିଷ୍ପତ୍ତି
କଟକ ଅଫିସ,୨୦ା୮: ଟ୍ବିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ଗଣେଶ ପୂଜା ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଗୁରୁବାର ମାମଲାର ବିଚାର କରି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଉ ବୋଲି କୋର୍ଟ...
ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା
ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ଏ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍ରେ କହିଛନ୍ତି, ସେ ସୁସ୍ଥ ଥିବା ସହ ହୋମ୍ କ୍ୱାରାଣ୍ଟାଇନ୍ରେ...
ଆଜି ରାଜ୍ୟରେ ୮ ମୁଣ୍ଡ ନେଲା କରୋନା: ଜାଣନ୍ତୁ ମୃତକ କେଉଁ ଜିଲାର
ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୮...
CORONAVIRUS UPDATE: ରାଜ୍ୟରେ ୭୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ରାଜ୍ୟରେ ଗୁରୁବାର ପୁଣି ୨୮୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ଟପିଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ...
ବିଷ ଝଡ଼ାଇବା ପାଇଁ ବୋଳା ହେଉଛି ଏସିଡ୍
ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଏବେ ବି ତନ୍ତ୍ରମନ୍ତ୍ର ଓ ଅନ୍ଧବିଶ୍ୱାସକୁ ନେଇ ଚିକିତ୍ସା ଚାଲିଛି। ଏଥିଯୋଗୁ କାହିଁ କେତେ ଜୀବନ ବିପଦ ମୁହଁକୁ ଚାଲିଯାଉଛି। ସାପ କିମ୍ବା ଅନ୍ୟକିଛି ବିଷାକ୍ତ ଜୀବଜନ୍ତୁ କାମୁଡ଼ିଲେ ରୋଗୀଙ୍କୁ ଡାକ୍ତରଖାନା ବଦଳରେ ଗୁଣିଆ ପାଖକୁ ନିଆଯାଉଛି।...
ମନ୍ଦିର ଖୋଲା ନ ଯିବା ନେଇ ପ୍ରଶ୍ନ ଉଠାଇଲା ଭାଜପା
ଭୁବନେଶ୍ୱର,୨୦ା୮(ବ୍ୟୁରୋ): କରୋନା ମହାମାରୀ ଏବଂ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅନ୍ଲକ୍-୧ ଗାଇଡ୍ଲାଇନ ଅନୁଯାୟୀ, ଜୁନ୍ ୮ରୁ ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ନିର୍ଦ୍ଦେଶନାମା...
ଠିକ୍ ସମୟରେ ହେବ ବିଧାନସଭା ଅଧିବେଶନ
ଭୁବନେଶ୍ୱର,୨୦ା୮(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଦେଢମାସ ମଧ୍ୟରେ ନିଶ୍ଚିତ ବସିବ। ସେପ୍ଟେମ୍ବର ୩୦ ପୂର୍ବରୁ ହିଁ ଅଧିବେଶନ ହେବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଟୁଇଟ୍ ଯୋଗେ ବୁଧବାର ସୂଚନା ଦେଇଛନ୍ତି। ନିୟମାନୁଯାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ଅଧିବେଶନ...
ବିଧାୟକଙ୍କ ଚାଷକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା
ଭୁବନେଶ୍ୱର,୨୦ା୮(ବ୍ୟୁରୋ): ନବରଙ୍ଗପୁର ଜିଲା ଡାବୁଗଁ। ବିଧାୟକ ମନୋହର ରନ୍ଧାରୀ ପ୍ରତ୍ୟେକ ବର୍ଷ ଦୁଇ ମାସ ପାଇଁ ନିଜ ଜମିରେ ଚାଷ କରନ୍ତି। ସବୁଥର ଭଳି ଏଥର ମଧ୍ୟ ସେ ନିଜ ଜମିରେ ଚାଷ କରୁଥିବା ଦେଖିବାକୁ ମିଳିଛି। ସେ ଏହି...
୨୧ରୁ ବିଜ୍ଞାନ, ବାଣିଜ୍ୟ ରିଚେକିଂ ଆବେଦନ
ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ସିଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଇତିମଧ୍ୟରେ ପ୍ରକାଶ ପାଇସାରିଛି। ଏହି ଦୁଇଟି ବିଭାଗର ପରୀକ୍ଷାଫଳ ସଂକ୍ରାନ୍ତ ରିଆଡ଼ିଶନ୍ ଓ ରିଚେକିଂ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା...
Archives


