ବିପଦ ସୃଷ୍ଟି ନ କରୁ ଶିଳ୍ପ ବର୍ଜ୍ୟ: ଶିଳ୍ପମନ୍ତ୍ରୀ
ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ): ଶିଳ୍ପ ସଂସ୍ଥାଗୁଡ଼ିକରୁ ନିର୍ଗତ କଠିନ ବର୍ଜ୍ୟବସ୍ତୁ ଯେପରି ପୃଥିବୀକୁ ପ୍ରଦୂଷିତ ନ କରିବ ଏହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଥିପାଇଁ ସମସ୍ତ ଶିଳ୍ପସଂସ୍ଥା ବର୍ଜ୍ୟ ପରିଚାଳନାକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର। ଏଥିପ୍ରତି…
‘ଆମ ନେତା କାମ ନ କରି ଶୋଇଲେ’
ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ):ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳ ବିଜେଡି ସପକ୍ଷରେ ଯାଇଛି। ଦୁଇଟି ଯାକ ଆସନରେ ଶାସକ ଦଳର ବିଜୟ ପରେ ବିରୋଧୀ କଂଗ୍ରେସ ଏବଂ ଭାଜପା ପରାଜୟକୁ ସ୍ବୀକାର କରିଛନ୍ତି। କଂଗ୍ରେସ ବିଶ୍ୱାସଘାତ କଥା…
‘ଜିଓ ଓ୍ବାଲା ଆଣ୍ଟି’ ଗୀତ ଗାଇଲେ ରାପର ଦୁଲେ
ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ)- କଳାହାଣ୍ଡିର ରାପର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ଓଡ଼ିଆ ସିନେମା ପାଇଁ ବୁଧବାର ଗୀତ ଗାଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଆଗାମୀ ଫିଲ୍ମର ‘ଜିଓ ଓ୍ବାଲା ଆଣ୍ଟି’ ଗୀତରେ ସେ…
ଭୁବନେଶ୍ୱରରୁ ଆଜି ୫୯ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୫୪
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୫୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଅଙ୍ଗନଓ୍ବାଡି ପିଲାଙ୍କୁ ମିଳିବ ଚୁନାମାଛ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଅଙ୍ଗନଓ୍ବାଡି ପିଲାଙ୍କୁ ସୁଷମ ଖାଦ୍ୟ ଦିଆଯାଉଥିଲା। ତେବେ ପୃଷ୍ଟି ପାଇଁ ସେମାନଙ୍କୁ ଅଣ୍ଡା, ଛତୁଆ ଦିଆଯାଉଥିବା ବେଳେ ଏହି ତାଲିକାରେ ବର୍ତ୍ତମାନ ଚୁନାମାଛ ସାମିଲ୍ ହେବାକୁ ଯାଉଛି। ଏଣିକି ଅଙ୍ଗନଓ୍ବାଡି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଗର୍ଭବତୀ, ପ୍ରସୂତୀ…
ରାଜଧାନୀର ୩ ମହଲା କୋଠାରେ ଝୁଲୁଛି ମୃତଦେହ
ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ୩ ମହଲା କୋଠାରେ ଝୁଲୁଛି ମୃତଦେହ। ରାଜଧାନୀ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ବୁଧବାର ସକାଳେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ମୃତକ ଜଣଙ୍କ ହେଲେ ପିପିଲିର ଜାଜୁଲ୍ୟ ନାଥ(୫୭)। ଜାଜୁଲ୍ୟ ସହିଦସ୍ପୋଟିଂ ନିକଟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ…
ବିଜେଡି ହାତରେ ବାଲେଶ୍ୱର, ତିର୍ତ୍ତୋଲ
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ଉଭୟ ଆସନରେ ବିଜୟୀ ହୋଇ ଦଳ ନିଜର ପ୍ରତିିପତ୍ତି ପୁଣି ଜାହିର କରିଛି। ବାଲେଶ୍ୱର ଆସନକୁ ବିଜେଡି ଭାଜପା ହାତରୁ ଛଡ଼ାଇ ଆଣିଛି। ଭାଜପାର ଅନୁକମ୍ପା ଭୋଟ ହାତେଇବାର…
ବଜେଟ ଖର୍ଚ୍ଚ ୫୧ ହଜାର କୋଟି
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କୋଭିଡ୍-୧୯ ସଂକ୍ରମଣ ସତ୍ତ୍ୱେ ରାଜ୍ୟରେ ରାଜସ୍ବ ଆଦାୟ ବୃଦ୍ଧି ଘଟିଛି। ଗତବର୍ଷ ତୁଳନାରେ ୨୦୨୦ ଅକ୍ଟୋବର ଶେଷ ସୁଦ୍ଧା ୨.୨୭ ପ୍ରତିଶତ ରାଜସ୍ବ ବୃଦ୍ଧି ଘଟିଛି। ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…
ଦୁଇଦିନ ଥଣ୍ଡା କମିବ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଟ୍ରପ୍ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆକାଶ ମେଘାଚ୍ଛନ୍ନ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ପୁରୀ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ…
୧ ହଜାର ତଳକୁ ଖସିଲା ସଂକ୍ରମଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି। ଦୀର୍ଘ ସାଢ଼େ ୩ମାସ ପରେ ମଙ୍ଗଳବାର ଦୈନିକ ସଂକ୍ରମଣ ଏକ ହଜାର ତଳକୁ ଖସିଛି। ଜୁଲାଇ ୨୧ରେ ପ୍ରଥମ ଥର ପାଇଁ ରାଜ୍ୟରେ ଏକ ହଜାରରୁ ଊର୍ଦ୍ଧ୍ୱ ଅର୍ଥାତ ୧,୦୭୮…
ଘରେ ପହଞ୍ଚିବ ଡିଏଲ୍ସି
ଭୁବନେଶ୍ୱର, ୧୧ା୧୧(ବ୍ୟୁରୋ): ପେନ୍ସନ୍ ଉପଭୋକ୍ତାଙ୍କ ଜୀବନ ପ୍ରମାଣ ତଥା ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ (ଡିଏଲ୍ସି)କୁ ଏଣିକି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ଘରେ ଘରେ ପହଞ୍ଚାଇବ। ପେନ୍ସନ୍ ପ୍ରଦାନକାରୀ କର୍ତ୍ତୃପକ୍ଷ ଡିଏଲ୍ସି ଗ୍ରହଣ ପାଇଁ ସମ୍ମତି ପ୍ରଦାନ କଲେ ପୋଷ୍ଟମ୍ୟାନ୍ ଓ…
ଓଡ଼ିଆ ଫିଲ୍ମରେ ଗୀତ ଗାଇବେ ରାପର୍ ଦୁଲେ
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କଳାହାଣ୍ଡିର ରାପର ଦୁଲେ ରକର୍ ଓଡ଼ିଆ ଫିଲ୍ମରେ ଗୀତ ଗାଇବେ। ୟୁଟ୍ୟୁବ୍ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ରକର୍ଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ…
Archives


