ବିରୋଧୀ ଆଲୋଚନାରେ ଭାଗନେବା ହିଁ ଗଣତନ୍ତ୍ର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୫।୯(ସୁନିତ୍ ମିଶ୍ର): ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ୨୦୨୫ ବୁଧବାର ଗୃହରେ ପାରିତ ହୋଇଯାଇଛି। ଏହି ବିଲ୍ ୨ ଦିନ ପୂର୍ବରୁ ଗୃହରେ ଆଗତ କରାଯାଇଥିଲା। ଏହା ଉପରେ ଅପରାହ୍ନ ୪ଟା ପରେ ଗୃହରେ ବିସ୍ତୃତ…
ଦିନକ ଆଗରୁ ସରିଲା ବିଧାନସଭା
ଭୁବନେଶ୍ୱର, ୨୫।୯(ସୁନିତ୍ ମିଶ୍ର): ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଗୃହର ଆଉ କୌଣସି ବିଜ୍ନେସ୍…
ଶ୍ରୀମୟୀଙ୍କୁ ନେଇ ବ୍ୟସ୍ତ ହୋଇପଡ଼ିଛି ବିଜେଡି
ଭୁବନେଶ୍ୱର, ୨୫।୯(ସୁନିତ୍ ମିଶ୍ର): ଶ୍ରୀମୟୀଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ ଏହି ଘଟଣାକୁ ନେଇ ରାଜନୀତି ଜୋର୍ ଧରିବାରେ ଲାଗିଛି। ଶ୍ରୀମୟୀଙ୍କ ଭୁଲ୍ ଦର୍ଶାଇବାକୁ ଯାଇ ଦଳର କେତେଜଣ ନେତାଙ୍କ ପକ୍ଷରୁ ଟାର୍ଗେଟ କରାଯାଉଛି। ନିର୍ବାଚନ ପରେ ସେ ଦଳରେ ଥିଲେ…
ସିଏଜି: ଆଇଟିଡିଏରେ ୧୪୮.୭୫ କୋଟିର ବେଆଇନ କାରବାର
ଭୁବନେଶ୍ୱର,୨୫ା୯ (ରବିନାରାୟଣ ଜେନା): ରାଜ୍ୟରେ ଆଦିବାସୀଙ୍କ କଲ୍ୟାଣ ନାମରେ ବହୁ କୋଟି ଟଙ୍କାର ସରକାରୀ ଅର୍ଥ ଅପବ୍ୟବହାର ହୋଇଛି। କେଉଁଠି ସରକାରୀ ଅର୍ଥରେ ଯନ୍ତ୍ରୀମାନେ ମୋବାଇଲ ରିଚାର୍ଜ କରିଛନ୍ତିି ତ’ ଆଉ କେଉଁଠି ଏଟିଏମ୍ ଉଠାଣ, ୟୁପିଆଇ କାରବାର ଓ ବୀମା…
ରାଜଧାନୀ ରାଜରାସ୍ତାରେ ଅପହରଣ ଉଦ୍ୟମ: ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ, ଏବେ…
ଭୁବନେଶ୍ୱର,୨୪।୯: ରାଜଧାନୀ ରାଜରାସ୍ତାରେ ଅଭାବନୀୟ ଘଟଣା। ଅପହରଣ କରିବାକୁ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ। ତାଙ୍କ ମୁଣ୍ଡ ସହ ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ…
ଓଡ଼ିଶା ଚାଷୀଙ୍କ ଐତିହାସିକ ସଫଳତା: ସୁଦୂର ଆୟରଲ୍ୟାଣ୍ଡରେ ମିଳିବ ଢେଙ୍କାନାଳର ସବୁଜ ଅମୃତଭଣ୍ଡା, ସାରୁ
ଭୁବନେଶ୍ୱର,୨୪ା୯: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଢେଙ୍କାନାଳର ‘ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ’ ପ୍ରଥମ ଥର ପାଇଁ ୧୦୦ କିଲୋ ସାରୁ ଓ ୩୨୦ କିଲୋ ସବୁଜ ଅମୃତଭଣ୍ଡା କଲିକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ…
ରାଜ୍ୟର ଏହି ୮ ସୁନା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ନିମ୍ନମାନର ଅଳଙ୍କାର ବିକ୍ରି ଅଭିଯୋଗ
ଭୁବନେଶ୍ୱର,୨୪ା୯: ଓଡ଼ିଶାରେ ନିମ୍ନମାନର ସୁନା ଅଳଙ୍କାର ବିକ୍ରି ଅଭିଯୋଗରେ ୮ ଜଣ ସୁନା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ…
ଗୁରୁବାରଠୁ ରାଜ୍ୟରେ ବାତ୍ୟା ଭଳି ପ୍ରବଳ ବର୍ଷା! ଲଘୁଚାପ ଅବପାତରେ ପରିଣତ ହେବା ସମ୍ଭାବନା
ଭୁବନେଶ୍ୱର,୨୪ା୯: ଦକ୍ଷିଣ-ପଶ୍ଚିମ ମୌସୁମୀ ଓ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୫ ସେପ୍ଟେମ୍ବର ସୁଦ୍ଧା ଲଘୁଚାପ ସୃଷ୍ଟି ହେବ, ଯାହା ୨୬ ସୁଦ୍ଧା…
ଆମେରିକା ଟାରିଫ ମାଡ଼ରେ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଗୁରୁତର ପ୍ରଭାବିତ
ଭୁବନେଶ୍ୱର,୨୪ା୯: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଟାରିଫ ପ୍ରତିବନ୍ଧକ ଯୋଗୁ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପ୍ରଭାବିତ ହୋଇଛି ବୋଲି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ବୁଧବାର ବିଧାନସଭାରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତରରେ…
ନବୀନ ବାବୁଙ୍କୁ ଦଳର ସଭାପତି ନୁହେଁ, ବାପା ଭାବୁଥିଲି, କାହିଁକି ଏମିତି କହିଲେ ଶ୍ରୀମୟୀ…
ଭୁବନେଶ୍ୱର,୨୪ା୯: ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡ଼ିଛନ୍ତି ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବି ନ ଥିଲି, ବାପା ଭାବୁଥିଲି। ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ…
ସସପେଣ୍ଡର ଗୁମର ଫିଟାଇଲେ ପ୍ରମିଳା! ସିଧା ସିଧା କହିଦେଲେ…
ଭୁବନେଶ୍ୱର,୨୪।୯: ବିଜେଡିରୁ ନିଲମ୍ବିତ ହେବାପରେ ପୁଣି ବିଜେଡିକୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର । ଗତ କିଛି ଦିନ ହେଲା ବିଜେଡିକୁ ନେଇ ତେରଚ୍ଛା ବାଣ ମାରି ଆସୁଥିଲେ ଶ୍ରୀମୟୀ । ଏବେ ନିଲମ୍ବନ ପରେ ସିଧା ଟାର୍ଗେଟ କରିଛନ୍ତି। ଯାହାପରେ…
ଶ୍ରୀମୟୀଙ୍କ ସସ୍ପେଣ୍ଡକୁ ନେଇ ମୁହଁ ଖୋଲିଲେ ମନ୍ମଥ, କହିଲେ ନବୀନଙ୍କ ବିନା ସେ…
ଭୁବନେଶ୍ୱର,୨୪।୯: ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟ ଆହ୍ବାନ ଦେଇଛନ୍ତି। ମନ୍ମଥ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ। ଏଭଳି ନେତା ବିଜେଡି ପାଇଁ ନିର୍ବାଚନରେ ବୀଭିଷଣ ହୋଇଥିଲେ। ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ…
Archives


