ରାଜ୍ୟରେ ୧୯୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୧୯୫ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୮୦…
ପାହାଡ଼ ଭିତରେ ପ୍ରାଚୀନ ଗୁମ୍ପା ଠାବ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ଓଡ଼ିଶାରେ ଏବେ ବି ବହୁ ଐତିହାସିକ କୀର୍ତ୍ତିରାଜ ଲୁକ୍କାୟିତ ହୋଇ ରହିଛି। ସେଗୁଡ଼ିକୁ ଖୋଜିବା ସହ ଲୋକଲୋଚନ ତଥା ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ଅନେକ ସଂସ୍ଥା ତଥା ଅନୁଷ୍ଠାନ ପ୍ରୟାସ ଜାରି ରଖିଛନ୍ତି। ତେବେ ଏଭଳି ଏକ ପ୍ରାଚୀନ…
ମାପ ଓଜନରେ ବ୍ୟାପକ ଠକେଇ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ଗତ ୨ ବର୍ଷରେ ମାପ ଓ ଓଜନ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୨ କୋଟି ୮୩ ଲକ୍ଷ ୬୮ ହଜାର ୩୬୫ ଟଙ୍କା ଆଦାୟ ହୋଇଛି । ୨୦୧୯-୨୦ରେ ୧ କୋଟି ୩୧ ଲକ୍ଷ ୯୪ ହଜାର ୬୧୫ ଟଙ୍କାର…
ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦାବିକଲା କଂଗ୍ରେସ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ‘ଜୱାଦ’ଜନିତ ଅଦିନିଆ ବର୍ଷାରେ ଓଡ଼ିଶାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କେବଳ ଧାନ ଚାଷୀ ନୁହନ୍ତି, ପରିବା ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଭଳି ବିପତ୍ାତ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ…
୧୩ରେ ‘ଦିବ୍ୟ କାଶୀ-ଭବ୍ୟ କାଶୀ’ର ଲୋକାର୍ପଣ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକ ପ୍ରାଚୀନ ଧାର୍ମିକ ସହର କାଶୀ ବିଶ୍ୱନାଥ ଧାମର ସୌନ୍ଦର୍ଯ୍ୟକରଣ ଓ ସାମଗ୍ରିକ ବିକାଶ କାର୍ଯ୍ୟ ‘ଦିବ୍ୟ କାଶୀ-ଭବ୍ୟ କାଶୀ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖରେ ଲୋକାର୍ପଣ କରିବେ। ସାରା…
ଫଟୋ ଦେଖାଇ ମୁହାଁମୁହିଁ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ଗତ ୭ ଦିନ ଧରି ଅଚଳ ରହିଛି। ପୂର୍ବରୁ ବିରୋଧୀ ଦଳ ବିଧାନସଭାରେ ହଟ୍ଟଗୋଳ କରୁଥିଲେ। ଗତ ଦୁଇଦିନ ହେବ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳର ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ…
୮,୧୬୮ ପିଲା ଅଧାରୁ ପାଠ ଛାଡ଼ିଛନ୍ତି
ଭୁବନେଶ୍ୱର, ୯।୧୨(ବ୍ୟୁରୋ): ୨୦୧୯-୨୦ ଶିକ୍ଷା ବର୍ଷରେ ୮,୧୬୮ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ଏଥିମଧ୍ୟର ନୂଆପଡ଼ାରୁ ସର୍ବାଧିକ ୮୯୬, ଗଞ୍ଜାମ ୫୮୩, ମୟୂରଭଞ୍ଜ ୫୪୨, ସୁନ୍ଦରଗଡ଼ ୫୨୬, ଖୋର୍ଦ୍ଧା ୬୦୩, କେନ୍ଦୁଝର ୬୮୧, କଳାହାଣ୍ଡି ୫୨୮ ପିଲା ରହିଛନ୍ତି। ସେହିଭଳି ରାୟଗଡ଼ା…
ଶ୍ରେଷ୍ଠ ୧୮ ପ୍ରତିଯୋଗୀ ଜାତୀୟ ସ୍ତରରେ ଭାଗନେବେ
ଭୁବନେଶ୍ୱର, ୯।୧୨(ବ୍ୟୁରୋ): ଓସେପା ପକ୍ଷରୁ ଚାଲିଥିବା ଦୁଇ ଦିନିଆ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୧ ବୁଧବାର ଶେଷ ହୋଇଛି। କରୋନା କଟକଣା ଯୋଗୁ ଛାତ୍ରୀଛାତ୍ରମାନେ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜିଲା ସ୍ତରରେ କୃତିତ୍ୱ ହାସଲ କରିଥିବା ୯୦ଜଣ ପ୍ରତିଯୋଗୀ…
ଆନ୍ଦୋଳନକୁ ଓହ୍ଲାଇଲେ ଅଣନିଯୁକ୍ତ ଡାକ୍ତର
ଭୁବନେଶ୍ୱର,୯।୧୨: ସରକାର କହୁଛନ୍ତି ରାଜ୍ୟରେ ଡାକ୍ତର ନାହାନ୍ତି। କିନ୍ତୁ ଏପଟେ ୧୬୦୦ ଡାକ୍ତର ବେକାର ହୋଇ ବସିଛନ୍ତି। ଏଭଳି ଅଭିଯୋଗ ଆଣି ବେକାର ବସିଥିବା ଡାକ୍ତରମାନେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ। ବିଧାନସଭା ସମ୍ମୁଖ ଲୋୟର ପିଏମ୍ଜିରେ ଧାରଣାରେ ବସିବା ସହ ବିକ୍ଷୋଭ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୬୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୮ା୧୨(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୨୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୪୦,୪୦୩ ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି…
୯ରେ ବିଧାନସଭା ଘେରାଉ କରିବ ଭାଜପା ଯୁବମୋର୍ଚ୍ଚା
ଭୁବନେଶ୍ବର,୮।୧୨(ବ୍ୟୁରୋ): ଭାଜପା ଯୁବମୋର୍ଚ୍ଚା ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ । ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ଏଭଳି ପ୍ରତିବାଦ କରାଯିବ। ଆନ୍ଦୋଳନରେ ଓଡ଼ଶାର କୋଣ ଅନୁକୋଣରୁ ହଜାର ହଜାର ଯୁବ ଭାଜପା କର୍ମୀ ଯୋଗଦେବେ । ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର…
କ୍ରାଇମବ୍ରାଞ୍ଚ ଏସ୍ଟିଏଫ ଟାର୍ଗେଟରେ ବନ୍ୟପ୍ରାଣୀ ମାଫିଆ
ଭୁବନେଶ୍ବର,୮।୧୨(ବ୍ୟୁରୋ): ଏବେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ଟାର୍ଗେଟରେ ବନ୍ୟପ୍ରାଣୀ ମାଫିଆ । ବାଘ, ହାତୀ ଦାନ୍ତ ପାଇଁ ବନ୍ୟପ୍ରାଣୀ ଶିକାର କରୁଥିବା ଶିକାରୀ, ମିଡିଲମ୍ୟାନ ଓ ମାଫିଆମାନଙ୍କ ମୋଷ୍ଟ ୱାଣ୍ଟେଡ଼ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ନିର୍ଦ୍ଦିଷ୍ଟ କିଛି ବନ୍ୟପ୍ରାଣୀ ମାଫିଆଙ୍କ…

