ଭୁବନେଶ୍ୱରର ୪ ଫ୍ଲାଟ୍ କଣ୍ଟେନ୍ମେଣ୍ଟ
ଭୁବନେଶ୍ୱର, ୨୩। ୧୨ (ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ଏବେ ଭୟର ବାତାବରଣ ଲାଗି ରହିଛି। ଏଭଳିସ୍ଥଳେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ୱରର ଆଉଏକ ସ୍ଥାନକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୬୪…
‘ଗରିବଙ୍କ କଲ୍ୟାଣ ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ସମଗ୍ର ବିଶ୍ୱରେ ଓମିକ୍ରନ୍ ଭୂତାଣୁ କାୟାବିସ୍ତାର କରୁଛି। ଏହି ଭୂତାଣୁ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ କରାଇଛନ୍ତି। ଜନସାଧାରଣଙ୍କ ସହଯୋଗରେ ଓଡ଼ିଶା କୋଭିଡ୍ର ପ୍ରଥମ ଓ ଦ୍ବିତୀୟ ଲହରକୁ ସଫଳ ଭାବରେ ମୁକାବିଲା କରିପାରିଛି। ବର୍ତ୍ତମାନ କୋଭିଡ୍ର…
୪ ଡିଗ୍ରୀ ତଳକୁ ଖସିଲା ପାରଦ
ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଶୀତରୁ ନିସ୍ତାର ନାହିଁ। ଗତ କିଛି ଦିନ ହେବ ସମଗ୍ର ରାଜ୍ୟ ପ୍ରବଳ ଜାଡରେ ଥରୁଛି। ଗାଁଠୁ ସହର ସବୁଠି ଶୀତର ପ୍ରକୋପ ଏତେ ବଢି ଯାଇଛି ଯେ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଥଣ୍ଡାରେ ଦେହ…
ଓମିକ୍ରନ୍ ମୁକାବିଲା ପାଇଁ ରଣନୀତି
ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ଓଡ଼ିଶାରେ ‘ଓମିକ୍ରନ’ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ଏହି ନୂଆ କରୋନା ଭାରିଆଣ୍ଟର ମୁକାବିଲା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସି ସ୍ବତନ୍ତ୍ର ରଣନୀତି ଆରମ୍ଭ ହୋଇଛି। ବୁଧବାର ମୁଖ୍ୟ ଶାସନ…
‘ଧାନକିଣା ଅବ୍ୟବସ୍ଥା, ଦୁର୍ନୀତି ରୋକିବାକୁ ପଦକ୍ଷେପ ନିଅ’
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ବୁଧବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଧାନ ସଂଗ୍ରହରେ ରାଜ୍ୟ ସରକାରଙ୍କ ଦ୍ୱାରା ଦୁର୍ନୀତି ଏବଂ ଚାଲିଥିବା ଅବ୍ୟବସ୍ଥାକୁ ରୋକିବା ଲାଗି ନିର୍ଦ୍ଦେଶ ଦେବାକୁ ସେମାନେ…
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପ ବଦଳିବ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପ ବଦଳିବ। ଶିକ୍ଷା ଭିତ୍ତିଭୂମିଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ କାମ କରାଯିବ। ଏହି ପରିପ୍ରେକ୍ଷୀରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଜିଲା ଶିକ୍ଷାଧିକାରୀଙ୍କ ସମଗ୍ର…
ଅଭିଯୁକ୍ତ ରାଜେଶ ର’ ଅଫିସର
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ୮୦କୋଟିର ନକଲି କାର୍ଯ୍ୟାଦେଶ ଦେଇ ଜଣେ ବ୍ୟବସାୟୀଙ୍କଠାରୁ ୧କୋଟି ୧୭ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦ୍ୱାରା ଗିରଫ ହୋଇଥିବା ରାଜେଶ କୁମାର ଓରଫ ରାଜେଶ ଗେହେଲଟ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଉଇଙ୍ଗ(ର’)ର ଅଧିକାରୀ ବୋଲି…
ଆଜି ଢେଙ୍କାନାଳ, ଅନୁଗୋଳ, ତାଳଚେରକୁ ବସ୍ ବନ୍ଦ
ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ମଙ୍ଗୁଳିଠାରୁ ଅନୁଗୋଳକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଦୋହରୀକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ଦୀର୍ଘ ୩ ବର୍ଷ ହେବ ରାସ୍ତା ନିର୍ମାଣ ଶେଷ ହେଉନାହିଁ। ଖାଲଖମାରେ ଭର୍ତ୍ତି ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି।…
ଭୁବନେଶ୍ବରରେ ମିଶନ ଶକ୍ତି ବଜାର
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍ଲାଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହାସହିତ ଭୁବନେଶ୍ବର ଏସ୍ଆଇଆର୍ଡି କ୍ୟାମ୍ପସ୍ରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପରି ସୁଧ ରିହାତି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ…
ଫିଲ୍ମ ଦେଖିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଧିମା ଚଳାଇଲେ ଡ୍ରାଇଭର
ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ସରକାରଙ୍କ ଦ୍ୱାରା ନିୟୋଜିତ କରାଯାଇଛି ୧୦୮ ଆମ୍ବୁଲାନ୍ସ। ବିଭିନ୍ନ ସମୟରେ ୧୦୮ ଆମ୍ବୁଲାନ୍ସ ପ୍ରଶଂସନୀୟ କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିବା ବେଳେ ନିଟକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ସମସ୍ତଙ୍କୁ…
ସହଯୋଗ ଲୋଡ଼ିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ମାଡ଼ି ଚାଲିଛି ଓମିକ୍ରନ। ମଙ୍ଗଳବାର ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି। ଏହାର ମୁକାବିଲା ଲାଗି ଲଗାତର ଉଚ୍ଚସ୍ତରୀୟ ବୈଠକ ବସୁଛି । ରାଜ୍ୟରେ ଓମିକ୍ରନ ପହଞ୍ଚି ସାରିଥିଲେ ବି ଏଯାବତ୍…
ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି
ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ହେବ। ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ନେଇ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ରାଜ୍ୟ ସରକାର ଜଣାଇଛନ୍ତି। ଏହାପରେ ଜାନୁୟାରୀ…
Archives


