କୁକୁରକୁ ଗୁଳି କରି ହତ୍ୟା
ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଗରେ ମଣିଷ କିଭଳି ଭାବେ ଅମାନବୀୟ କାଣ୍ଡ ଭିଆଇପାରେ ତା’ର ଏକ ଉଦାହରଣ ବୁଧବାର ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ। ପୋଷିଥିବା କୁକୁଡ଼ାକୁ କୁକୁର କାମୁଡ଼ି ମାରିଦେବାରୁ ଏଥିରେ ରାଗିଯାଇ କିତାବ ପଟ୍ଟନାୟକ(୪୫) ନାମକ ଜଣେ ବ୍ୟକ୍ତି…
ଭାରତରେ ୨୦୨୧ ପଞ୍ଚମ ଉତ୍ତପ୍ତ ବର୍ଷ
ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ବେଳକୁ ବେଳ ମହାବିପଦର ସଙ୍କେତ ଦେଲାଣି। ଜଙ୍ଗଲ ପୋଡ଼ିଠାରୁ ଆରମ୍ଭ କରି ଶିଳ୍ପ, ଜନବସତି, ଦ୍ରୁତ ସହରୀକରଣ ଓ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରତ୍ୟେକ ବର୍ଷ ହଜାର ହଜାର ହେକ୍ଟର ଘଞ୍ଚ ଜଙ୍ଗଲକୁ ନଷ୍ଟ କରାଯାଉଛି, ଯାହାକି…
ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା ବିମାନ, ମଝି ଆକାଶରେ ହୋଇଥାନ୍ତା ମୁହାଁମୁହିଁ
ବେଙ୍ଗାଲୁରୁ/ଭୁବନେଶ୍ୱର,୧୯ା୧(ବ୍ୟୁରୋ): ମଝିଆକାଶରେ ମୁହାଁମୁହିଁ ହୋଇ ଚୁରମାର ହୋଇଯାଇଥାନ୍ତା ଦୁଇ ଯାତ୍ରୀବାହୀ ବିମାନ। ସବୁଠୁ ଆଶ୍ଚର୍ଯ୍ୟର କଥା ଦୁଇଟି ବିମାନ ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା। ଆଉ ଗୋଟିଏ ବେଙ୍ଗାଲୁରୁରୁ କୋଲକାତା ଯାଉଥିଲା। ୩ ହଜାର ଫୁଟରେ ଏହି ଦୁଇ ବିମାନ…
ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଭୋଟ୍ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ମଦ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏପରିକି ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନଗୁଡ଼ିକରେ…
କ୍ୟାପିଟାଲ ହସ୍ପିଟାଲରେ କରୋନା: ୪୦ ଡାକ୍ତର ପଜିଟିଭ୍
ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିଚାଲିଛି। ତେବେ କ୍ୟାପିଟାଲ୍ ହସ୍ପିଟାଲର ୧୩୦ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଡାକ୍ତର, ୩୦ ନର୍ସ, ୪୦ ଟେକ୍ନିସିଆନ, ୧୦/୧୫ ଫାର୍ମାସିଷ୍ଟ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।…
ଆଜି ରାଜ୍ୟରୁ ଆଉ ୬,୭୮୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୬,୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦,୮୦,୫୬୨ ଜଣ ସୁସ୍ଥ ହୋଇସାରିଲେଣି। ଆଜି ସୁନ୍ଦରଗଡ଼ରୁ…
ଭୋଟ୍ ଗ୍ରହଣ ଦିନ ସରକାରୀ, ବେସରକାରୀ କର୍ମଚାରୀଙ୍କୁ ସବୈତନିକ ଛୁଟି ପ୍ରଦାନ ନିର୍ଦ୍ଦେଶ
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଭୋଟ୍ ଗ୍ରହଣ ଦିନ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବାକୁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କୁ…
ସଂକ୍ରମଣ ଦ୍ରୁତ ଗତିରେ ବଢୁଛି, ଅବହେଳା କରନ୍ତୁ ନାହିଁ: ମୁଖ୍ୟ ସଚିବ
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏନେଇ ବୁଧବାର ଅପରାହ୍ନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା…
ଗୋଟିଏ କ୍ଲିକ୍ରେ ଆକାଉଣ୍ଟରୁ କଟିଗଲା ୧୩ ଲକ୍ଷ ଟଙ୍କା
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜଧାନୀରେ ପୁଣି ମାତିଛନ୍ତି ସାଇବର୍ ଠକ। ମୋବାଇଲ ନମ୍ବର ପୋଟାଲ କରିବା ନାଁରେ ୧୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଶୈଳଶ୍ରୀବିହାର ଅଞ୍ଚଳରେ ଏପରି ବଡ଼ ଧରଣର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଶୈଳଶ୍ରୀବିହାର…
‘ପିଲାଙ୍କୁ ସହଜରେ କରୋନା ହୁଏନି’
ଭୁବନେଶ୍ୱର,୧୯।୧(ବ୍ୟୁରୋ): ପିଲାଙ୍କୁ ସହଜରେ କରୋନା ହୁଏନି। ତେଣୁ ଏହାକୁ ନେଇ ଭୟଭୀତ ହୁଅନ୍ତୁନି । ଏଭଳି କହିଛନ୍ତି କଟକ ଶିଶୁଭବନର ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରଓ୍ବାଲ। ସେ ଆହୁରି କହିଛନ୍ତି, ଏବେ ଦୈନିକ ଯେତିକି ପିଲା ସଂକ୍ରମିତ ହେଉଛନ୍ତି, ସେଥିରୁ ୯୫%…
ରାଜ୍ୟରେ ଆଉ ୧୪୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ଆଉ ୧୪୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲ୍ଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ୨୪୯ଟି ସାମ୍ପଲର ଜିନମ୍ ସିକ୍ୟୁଏନ୍ସିଂରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାନୁୟାରୀ ୯ରୁ ୧୬ ମଧ୍ୟରେ ୨୪୯ ସାମ୍ପଲ…
ଓଡ଼ିଶାରେ ପହଞ୍ଚିଲା ୩୦ ହଜାର ଓମିସିୟୋର କିଟ୍
ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଞ୍ଚିଛି ୩୦ ହଜାର ଓମିସିୟୋର କିଟ୍ । ଏହାଦ୍ୱାରା ସହଜରେ ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରିବ । କିଟ୍ ପହଂଚିବା ପରେ ଡ୍ରାଏ ରନ ଆରମ୍ଭ ହୋଇଛି । ଏହା ଠିକ ଅଛି ନା…
Archives


