ମେଟ୍ରୋ

ରାଜ୍ୟରେ ପୁଣି ବଢ଼ିବ ଶୀତ: ହଠାତ୍‌ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର,୧୨ା୧(ବନ୍ଦନା ସେଠୀ):ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ପ୍ରବଳ ଶୀତରେ ହଠାତ୍‌ ପରିବର୍ତ୍ତନ ଆସିଛି। ଆକାଶରେ ବାଦଲ ଆଚ୍ଛାଦନ ବୃଦ୍ଧି ହେତୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପରମୁହଁା ହୋଇଛି। ରାଜ୍ୟର କିଛି ସ୍ଥାନରେ ଶନିବାର ରାତିରେ ଝିପି ଝିପି…

ଆହୁରି ବଢ଼ିବ ଶୀତର ପ୍ରକୋପ: ୩ ଦିନ ମଧ୍ୟରେ ଏସବୁ ଜିଲାରେ…

ଭୁବନେଶ୍ୱର,୧୧।୧: ଓଡ଼ିଶାରେ ପୁଣି ବଢ଼ିବ ଶୀତର ପ୍ରକୋପ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ…

‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ, ଦୁଇ ଦିନରେ ଦୁଇଟି ବସ୍‌ ଜଳିଗଲା

ଭୁବନେଶ୍ୱର,୧୧।୧: ଭୁବନେଶ୍ୱରରେ ପୁଣି ଏକ ‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ଅପରାହ୍ନରେ ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଚାର୍ଜିଂ ହେଉଥିବା ସମୟରେ ଏକ ଇଲେକ୍ଟ୍ରିକ୍ (EV) ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଲଗାତାର ଦୁଇ…

ଆମ ବସକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ, କହିଲେ ଯମ ବସ୍‌…

ଭୁବନେଶ୍ବର,୧୧ା୧: ବାରମ୍ବାର ଆମ ବସ୍ ଦୁର୍ଘଟଣା ପରେ ମୁହଁ ଖୋଲି ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ଆମ ବସ୍‌କୁ ନେଇ ପ୍ରତ୍ୟେକ ଲୋକଙ୍କ ପାଟିରୁ ବର୍ତ୍ତମାନ ଯମ ବସ୍‌ ବାହାରୁଛି । ଏବେ ଯେଉଁଭଳି…

ନବୀନଙ୍କୁ ନେଇ ଏମିତି କିଛି ଭିତିରି କଥା କହିଲେ ଲତିକା ପ୍ରଧାନ, ଗଞ୍ଜାମ ପାଇଁ…

ଭୁବନେଶ୍ୱର,୧୧ା୧: ଗଞ୍ଜାମରେ ବିଜେଡି ସ୍ଥିତିକୁ ନେଇ କିଛି ଭିତିରି କଥା କହିଛନ୍ତି ଲତିକା ପ୍ରଧାନ। ସେ କହିଛନ୍ତି, ଗଞ୍ଜାମ ନେତାଙ୍କୁ ଦାୟିତ୍ୱ ନ ଦେବାରୁ ସଂଗଠନ ଅତି ଦୁର୍ବଳ ହୋଇଯାଇଛି। ବିକ୍ରମ ପଣ୍ଡା ଦାୟିତ୍ୱ ନେବା ପରେ ଧିରେ ଧିରେ ରିକଭରି…

ଶୀତରୁ ଆଶ୍ୱସ୍ତି: ଉପର ମୁହାଁ ପାରଦ

ଭୁବନେଶ୍ୱର,୧୧।୧: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ ରହିଛି। ଅଧିକାଂଶ ସ୍ଥାନରେ ୫ ରୁ ୭ ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିଛି। ରାଜଧାନୀରେ ୬.୮ ଡିଗ୍ରୀ ତାପମାତ୍ରା ବଢ଼ିଛି। ରବିବାର ଭୁବନେଶ୍ୱରର ତାପମାତ୍ରା ୧୭ ଡିଗ୍ରୀ ରେକଡ କରାଯାଇଛି। ମେଘାଚ୍ଛନ୍ନ…

ମନ୍ତ୍ରୀଙ୍କ ବଡ଼ ସୂଚନା, ସ୍ଲିପର କୋଚ ବସ୍‌ରେ ରହିବ ପାଣି ଟାଙ୍କି, ସହ ସ୍ପ୍ରିଙ୍କଲର୍‌, ନିୟମ ନ ମାନିଲେ…

ଭୁବନେଶ୍ୱର,୧୦।୧: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ବସ୍‌ ମାଲିକ ସଂଘର ବୈଠକ ପରେ ମନ୍ତ୍ରୀ ଜେନା କହିଛନ୍ତି, ସ୍ଲିପର୍‌ କୋଚ ବସ୍‌ ପାଇଁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଲିପର…

ସାମ୍ନାକୁ ଆସିଲା ଭୁବନେଶ୍ୱର-ରାଉରକେଲା ବିମାନ ଦୁର୍ଘଟଣାର ଭିଡିଓ, ଆହତଙ୍କ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର/ରାଉରକେଲା,୧୦ା୧: ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ ଏୟାର ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିମାନଟି ରାଉରକେଲାର ରଘୁନାଥପାଲି ଅଞ୍ଚଳରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମ୍ବଲପୁରକୁ ଗଡ଼ିବ ୫୦ ଇ-ବସ୍‌

ଭୁବନେଶ୍ୱର/ସମ୍ବଲପୁର,୧୦ା୧: ସମ୍ବଲପୁରରେ ଶନିବାର ୨୫ଟି ଇ-ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଅତ୍ୟାଧୁନିକ ବସ୍‌ ଟର୍ମିନାଲ…

ଓଡ଼ିଶା ଆସିବେ ନୀତିନ ନବୀନ

ଭୁବନେଶ୍ୱର,୧୦ା୧: ଖୁବଶୀଘ୍ର ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ। ଏନେଇ ସୂଚନା ଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦୀର୍ଘ ସମୟ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା ହୋଇଥିଲା। ରାଜ୍ୟ ବିଷୟରେ ତାଙ୍କୁ ଅବଗତ କରିଥିଲ।…

ନବୋଦୟ ବିଦ୍ୟାଳୟ ଜଣ୍ଡିସ: ବଡ଼ କଥା କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ, କାହିଁକି ବ୍ୟାପିଲା…

ଭୁବନେଶ୍ୱର,୧୦।୧: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଜଣ୍ଡିସ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସ୍କୁଲ ରୋଷେଇ ଘର ପାଇପ ଫାଟି ପାଣି ଦୂଷିତ ହୋଇଥିଲା। ସେହି ପାଣିରୁ ଜଣ୍ଡିସ ବ୍ୟାପିଥିଲା, ପାଣି…

୧୦ ଡିଗ୍ରୀ ତଳେ ରାଜ୍ୟର ୨୮ ସହର: ଟ୍ବିନ୍‌ସିଟିରେ ଅସମ୍ଭାଳ ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଭୁବନେଶ୍ୱର,୧୦ା୧: ଟ୍ବିନସିଟି କଟକ ଓ ଭୁବନେଶ୍ବରରେ ଅସମ୍ଭାଳ ଶୀତ ଅନୁଭୂତ ହେଉଛି। କଟକରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ୯.୨ ଡିଗ୍ରୀ ତାପମାତ୍ରା ରହିଛି। ଶୀତର ପ୍ରକୋପ ଯୋଗୁ ଲୋକେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଘରୁ ବାହାରି ପାରୁନାହାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?