ମେଟ୍ରୋ

ବିଜେଡି ହାତରେ ସବୁ ଜିଲା ପରିଷଦ

ଭୁବନେଶ୍ୱର,୨ା୩(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳର ସମ୍ପୂର୍ଣ୍ଣ ରିପୋର୍ଟ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ବିଜେଡି ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟାରେ ବିଜୟୀ ହୋଇଛି। ୩ ଦିନର ଗଣତି ପରେ ୩୦ ଜିଲାର ୮୫୧ଟି ଜୋନ୍‌ର…

ପୌର ଭୋଟ୍‌: ବୁଧବାରଠାରୁ ନାମାଙ୍କନ, ୭ ଯାଏ ଚାଲିବ

ଭୁବନେଶ୍ୱର, ୧ା୩(ବ୍ୟୁରୋ): ରାଜ୍ୟର ୧୦୬ ପୌରପାଳିକା ଓ ୩ ମହାନଗର ନିଗମ ନିର୍ବାଚନ ଲାଗି ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଥିଲେ। ତେବେ ବୁଧବାର ଠାରୁ ପୌର ନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ…

ଉଠିଲା ମହାଦୀପ

ଭୁବନେଶ୍ୱର, ୧ା୩(ବ୍ୟୁରୋ): ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଉଠିଛି ମହାଦୀପ। ବୁଧବାର ରାତି ୧୦ଟା ୨୦ ମିନିଟରେ ମହାଦୀପ ଉଠିଛି। ଏହି ସମୟରେ ମନ୍ଦିର ପରିସରରେ ‘ହର ହର ମହାଦେବ’ ଧ୍ୱନୀ ପ୍ରକମ୍ପିତ ହେଉଥିବା ଶୁଣିବାକୁ ମିଳିଛି।…

ଅଶୋକ ପ୍ରଧାନଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି

ଭୁବନେଶ୍ୱର, ୧ା୩(ବ୍ୟୁରୋ): ଅନୁଗୋଳ ଜିଲା ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଞ୍ଚାୟତ ନିର୍ବାଚନ…

ବିଜେଡିର ଐତିହାସିକ ସଫଳତା: ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ମାତ୍ରାରେ ବିଜୟ ହୋଇଛି। ୮୪୮ ଜିଲାପରିଷଦ ଜୋନ୍‌ରୁ ବିଜେଡି ୭୬୨ଟି ଜୋନ୍‌ରେ ବିଜୟୀ ହୋଇଛି । ଭାଜପା ୪୨, କଂଗ୍ରେସ ୩୭ ଆସନରେ ଜିତିଥିବା ବେଳେ ଅନ୍ୟ ଦଳ ଓ ସ୍ବାଧୀନ ପ୍ରୀର୍ଥୀ ୭ଟି…

ଆଜି ମହାଶିବରାତ୍ରି, ଚାଲିଛି ଲିଙ୍ଗରାଜଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି

ଭୁବନେଶ୍ୱର,୧।୩(ବ୍ୟୁରୋ): ଆଜି ମହାଶିବରାତ୍ରି । ଏହି ଅବସରରେ ବାବା ଲିଙ୍ଗରାଜଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହେଉଛି । ରାତି ୩ଟାରୁ ମନ୍ଦିରର ମୁଖ୍ୟଦ୍ୱାର ଖୋଲିଛି। ୩.୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ୫ଟାରୁ…

ଆଜି ୮ ଜୀବନ ନେଲା କରୋନା

ଭୁବନେଶ୍ବର,୧।୩:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୮ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୭୯କୁ ବୃଦ୍ଧି…

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ବର,୧।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଗଜପତି ଜିଲାରେ ସର୍ବାଧିକ ୨୨ ଜଣ…

ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତୁ ପିଲା

କୋଭିଡ୍‌ ମହାମାରୀ ସମୟରେ ଏନ୍‌ଆଇଆଇଏସ୍‌ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ କି ସୁବିଧା ପ୍ରଦାନ କରାଯାଇଛି? ମହାମାରୀ ବେଳେ ସମସ୍ତ ଶାଖାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ସୁବିଧା ଯୋଗାଇବା ଏକ କଠିନ ବ୍ୟାପାର ଥିଲା। ତେବେ ଆମେ ଏହାକୁ ଏକ ଆହ୍ବାନ ମନେକରି ୨୦୨୦ ଆରମ୍ଭରୁ…

ଆଜି ମହାଶିବରାତ୍ରି, ଝଲସୁଛି ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧ା୩(ଡି.ଏନ୍‌.ଏ.):ଆଜି ମହାଶିବରାତ୍ରି। ଉତ୍ସବ ମୁଖରିତ ହୋଇଉଠିଛି ଏକାମ୍ର କ୍ଷେତ୍ର। ଫୁଲରେ ଝଲୁସୁଛି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ପ୍ରଶାସନର ସୌନ୍ଦର୍ଯ୍ୟକରଣ ଓ ବିକାଶମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ଏଥର ନୂଆ ରୂପରେ ଦୃଶ୍ୟମାନ ହେଉଛି ସାରା ଅଞ୍ଚଳ। ବିଏମ୍‌ସି ଗାଇଡ୍‌ଲାଇନ…

ପୌର ନିର୍ବାଚନରେ ପଡ଼ିପାରେ ପଞ୍ଚାୟତର ପ୍ରଭାବ

ଭୁବନେଶ୍ୱର, ୧।୩ (ବ୍ୟୁରୋ):ରାତି ପାହିଲେ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଗଲାଣି। ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡିର ସଂଖ୍ୟା ଗରିଷ୍ଠତା ବିଜୟ ଭାଜପା ଓ କଂଗ୍ରେସ…

୭ରେ ଏଚ୍‌ଏଲ୍‌ଟି, ଏସ୍‌ଏସ୍‌ ପରୀକ୍ଷା

କଟକ,୧।୩: ଆସନ୍ତା ମାର୍ଚ୍ଚ ୭ତାରିଖରେ ଅଷ୍ଟମଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରଥମ ଷାଣ୍ମାସିକ ଓଡ଼ିଆ ଭାଷା ପରୀକ୍ଷା (ଏଚ୍‌ଏଲ୍‌ଟି) ଏବଂ ଦଶମ ଶ୍ରେଣୀର ପ୍ରଥମ ଏକକ ବିଷୟ (ଏସ୍‌ଏସ୍‌) ପରୀକ୍ଷା ଅନୁଷ୍ଠିତ ହେବ। ୫୯୧ଜଣ ଏଚ୍‌ଏଲ୍‌ଟି ଏବଂ ୩୦୧୩ ଜଣ ପରୀକ୍ଷାର୍ଥୀ ଏକକ ବିଷୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri