୪୨ ଡିଗ୍ରୀ ଉପରେ ୩ ସହର
ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୋମବାର ୪୨ ଡିଗ୍ରୀ ଉପରେ ୩ ସହର ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗୀର ୪୨.୬, ଟିଟିଲାଗଡ ୪୨.୫ ଏବଂ ବୌଦ୍ଧରୁ ୪୨ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡା ୪୦.୮, ଭବାନୀପାଟଣା ୪୦.୬, ସୋନପୁର…
ରାଜ୍ୟରେ ସୁସ୍ଥ ହେଲେ ଆଉ ୫୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୨ ଲକ୍ଷ ୭୮ ହଜାର ୩୨୨ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ମାନସଙ୍କ ଘରେ ପହଞ୍ଚିଲା କ୍ରାଇମ୍ବ୍ରାଞ୍ଚର ୫ ଜଣିଆ ଟିମ୍
ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମାନସଙ୍କ ଘରେ କ୍ରାଇମ୍ବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ମାନସଙ୍କ ଚପଲ ଓ ଇୟର ଫୋନ୍ ଚିହ୍ନଟ କରିବାକୁ କ୍ରାଇମ୍ବ୍ରାଞ୍ଚ ନୟାଗଡ ଜିଲା ଋଣପୁର ଘରେ ପହଞ୍ଚିଛନ୍ତି। ମାନସଙ୍କ ଭାଇ ଓ…
ମିସ୍ ଇଣ୍ଡିଆ ପ୍ଲାନେଟ୍ ୨୦୨୨ ଟ୍ରଫି ହାତେଇଲେ ଓଡ଼ିଆ ଝିଅ
ନୂଆଦିଲ୍ଲୀ/ଭୁବନେଶ୍ୱର,୪।୪(ବ୍ୟୁରୋ): ମିସ୍ ଇଣ୍ଡିଆ ପ୍ଲାନେଟ୍ ୨୦୨୨ରେ ସମ୍ବଲପୁରର ଓଡ଼ିଆ ଝିଅ ଅନ୍ବେଷା ଆଦିତି ମହାପାତ୍ର ଦ୍ୱିତୀୟ ରନର୍ସ ଅପ ଟ୍ରଫି ଜିତିଛନ୍ତି। ଏହି ଇଭେଣ୍ଟ ମାର୍ଚ୍ଚ ୨୭ରୁ ୨୯ ମଧ୍ୟରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଅନ୍ବେଷା ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ…
ଜୁନ୍ରେ ହେବ ସମବାୟ ସମିତି ନିର୍ବାଚନ
ଭୁବନେଶ୍ୱର,୪।୪(ବ୍ୟୁରୋ): ସମବାୟ ସମିତି ନିର୍ବାଚନ ଆସନ୍ତା ଜୁନ୍ରେ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜୁନ୍ ୧୯ ଏବଂ ୨୬ରେ ସମବାୟ ସମିତି ପ୍ରଥମ ପଯର୍ୟାୟ ନିର୍ବାଚନ ହେବ।
୩ ଦିନିଆ ରିମାଣ୍ଡରେ ଶର୍ମିଷ୍ଠା
ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପୋଲିସକୁ ସମ୍ପୂର୍ଣ୍ଣ ପ୍ରମାଣ ମିଳିିନାହିଁ। ତେବେ କ୍ରାଇମବ୍ରାଞ୍ଚ ସୋମବାରଠୁ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ୩ ଦିନିଆ ରିମାଣ୍ଡରେ ନେବ । ଦ୍ବିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡର ଆଜି ପ୍ରଥମ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଉପରେ ମାଡ଼ିଗଲା ହାଇଓ୍ବା, ଜଣେ ମୃତ
ଭୁବନେଶ୍ୱର,୪ା୪(ବ୍ୟୁରୋ): ପଳାଶୁଣୀ ବସ୍ ଷ୍ଟପେଜ୍ ନିକଟରେ ସୋମବାର ସିରିଜ୍ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ହାଇୱା ଚଢ଼ି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ। ସୂଚନାନୁସାରେ, ପଳାଶୁଣୀ ବସ୍ ଷ୍ଟପେଜ ନିକଟରେ ଜଣେ ବ୍ୟକ୍ତି…
ମାସ୍କ ସମ୍ପୂର୍ଣ୍ଣ ହଟାଇବା ଉଚିତ ନୁହେଁ: ସ୍ବାସ୍ଥ୍ୟ ବିଶେଷଜ୍ଞ
ଭୁବନେଶ୍ୱର, ୪।୪(ବ୍ୟୁରୋ): ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଭାରିଆଣ୍ଟ ‘ଏକ୍ସଇ’ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିପାରେ। ଏହା ଓମିକ୍ରନର ସବ୍ ଭାରିଆଣ୍ଟ ଓ ଅତି ଶୀଘ୍ର ବ୍ୟାପିବାର ସମ୍ଭାବନା ରହିଛି। କିନ୍ତୁ ଡେଲ୍ଟା ପରି ଏହା ଏତେ ମାରାତ୍ମକ ହେବ…
୨୨ରେ ବିଦ୍ୟୁତ୍ ଅଫିସ ଘେରିବ ସିପିଆଇ
ଭୁବନେଶ୍ୱର,୪।୪ (ବ୍ୟୁରୋ): ରାଜ୍ୟରେ ଦେଖାଦେଇଥିବା ବିଦ୍ୟୁତ୍ ବିଭ୍ରାଟର ପ୍ରତିବାଦ ସ୍ବରୂପ ଆସନ୍ତା ୨୨ ତାରିଖରେ ସିପିଆଇ ପକ୍ଷରୁ ରାଜ୍ୟର ସମସ୍ତ ବିଦ୍ୟୁତ୍ ଅଫିସ୍ ଘେରାଉ କରାଯିବ। ଏ ନେଇ ରବିବାର ପାର୍ଟିର ରାଜ୍ୟ ମୁଖ୍ୟାଳୟ ଭଗବତୀ ଭବନଠାରେ ରମଣୀରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ…
ବସ୍ ଭଡ଼ା କଷଣରେ ଯାତ୍ରୀ ହଇରାଣ
ଭୁବନେଶ୍ୱର,୪ା୪(ବ୍ୟୁରୋ): କିଛିଦିନ ହେବ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି। ଓଡ଼ିଶାରେ ଗତ ୧୩ ଦିନରେ ତୈଳ ଦର ପ୍ରାୟ ସାଢ଼େ ୮ ଟଙ୍କା ବୃଦ୍ଧି ହୋଇଛି। ଡିଜେଲ ଦର ବୃଦ୍ଧିକୁ ଦେଖି ରାଜ୍ୟ ସରକାର ମାର୍ଚ୍ଚ ୩୧ରେ ବସ୍ ଭଡ଼ା…
୬ରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର, ୪।୪(ବ୍ୟୁରୋ): ଆସୁଛି ଆଉଏକ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଆସନ୍ତା ୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ…
୨୦ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ବଢୁଛି
ଭୁବନେଶ୍ୱର,୪।୪(ବ୍ୟୁରୋ): ଭାଜପାର ସବୁ ବିଧାୟକମାନଙ୍କ ଏକାସଙ୍ଗେ ନୂଆଦିଲ୍ଲୀ ଗସ୍ତ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଥିଲା। ହଠାତ୍ ବିଧାନସଭା ଶେଷ ହେବା ପରେ ସେହିଦିନ ବିଳମ୍ବିତ ରାତିରେ ସମସ୍ତ ଭାଜପା ବିଧାୟକଙ୍କ ଏଭଳି ଦିଲ୍ଲୀ ଗସ୍ତ ପରେ ବିରୋଧୀ ଦଳ…
Archives


