ବଢ଼ୁଛି ସାଇବର ଠକଙ୍କ ଦୌରାତ୍ମ୍ୟ
ଭୁବନେଶ୍ୱର,୬।୪ (ବ୍ୟୁରୋ): ବାରମ୍ବାର ସଚେତନତା ସତ୍ତ୍ୱେ ସାଇବର ଠକଙ୍କ ଜାଲରେ ପଡ଼ୁଛନ୍ତି ଲୋକେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ଆଖି ପିଛୁଳାକେ ହରାଇ ବସୁଛନ୍ତି। ଗତ ଜାନୁୟାରୀରେ ରାଜଧାନୀରୁ ସାଇବର ଠକ ୧ କୋଟି ୩୧ ଲକ୍ଷ ୨୫ ହଜାର ୩୦…
ଜାଲ୍ ସାର୍ଟିଫିକେଟ୍ ଦେଇ ଧରାପଡ଼ିଲେ ୮ ଛାତ୍ରୀଛାତ୍ର
ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କଲେଜ ଭୁବନେଶ୍ୱରର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ୮ଜଣ ଛାତ୍ରୀଛାତ୍ର ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ନାମ ଲେଖାଇଥିବା ଜଣାପଡ଼ିଛି। ଗତ ୩ ବର୍ଷ ମଧ୍ୟରେ ଏହି ୮ଜଣ ଛାତ୍ରୀଛାତ୍ର କଲେଜରେ ନାମ ଲେଖି ପାଠ…
ମୋଦିଙ୍କୁ ଭେଟିଲେ ଅପରାଜିତା
ଭୁବନେଶ୍ୱର,୬ା୪(ବ୍ୟୁରୋ): ନୂଆଦିଲ୍ଲୀଠାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁବନେଶ୍ୱର ଭାଜପା ଏମ୍ପି ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି। ସେ ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଫଟୋ ମଙ୍ଗଳବାର ଟୁଇଟରରେ ଶେୟାର କରଛନ୍ତି। ଏଥିସହ ସେ ଲେଖିଛନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନ…
ଆଭ୍ୟନ୍ତରୀଣରେ ୪୦ ଡିଗ୍ରୀ ଟପିବ ତାପମାତ୍ରା
ଭୁବନେଶ୍ୱର, ୬।୪(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ତାତିରୁ ସାମାନ୍ୟ ତ୍ରାହି ମିଳିଛି। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ଟିଟିଲାଗଡ଼ରେ ୪୦.୮, ବୌଦ୍ଧ ୪୦.୫, ଭବାନୀପାଟଣାରେ ୪୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ…
୪୦ ବର୍ଷ ପରେ ବି ପ୍ରକଳ୍ପ ସରୁନି
ଭୁବନେଶ୍ୱର,୬ା୪(ବ୍ୟୁରୋ): ଚାଷୀଙ୍କ ଜମିକୁ ଜଳସେଚନ କରିବାକୁ ରାଜକୋଷ ଖୋଲି ଦିଆଯାଉଛି। ସେଚ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତିବର୍ଷ ବଜେଟରେ ବିପୁଳ ଟଙ୍କା ବ୍ୟୟବରାଦ କରାଯାଉଛି। ହେଲେ ପ୍ରକଳ୍ପ ଶେଷ ହେଉଛି ନା ଜମିକୁ ମିଳୁଛି ଜଳ। ପ୍ରକଳ୍ପ କାମ ଶେଷ ହେବାକୁ…
ଜଙ୍ଗଲ ନିଆଁରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର,୬ା୪(ବ୍ୟୁରୋ): ଓଡ଼ିଶା ଜଙ୍ଗଲରେ ଲାଗୁଥିବା ନିଆଁ ଘଟଣା ଦେଶର ସମସ୍ତ ରାଜ୍ୟଠାରୁ ଆଗରେ ରହିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକ ସଭାରେ ଏହି ସୂଚନା ଦେଇଛନ୍ତି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ…
ଛାତ୍ରବୃତ୍ତି ଆବେଦନ ଅବଧି ବଢ଼ିଲା
ଭୁବନେଶ୍ୱର, ୫।୪(ବ୍ୟୁରୋ): ୨୦୨୧-୨୨ ବର୍ଷ ପାଇଁ ସମସ୍ତ ବର୍ଗର ଛାତ୍ରବୃତ୍ତି ଆବେଦନ ଅବଧି ବଢ଼ାଇ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଇ-ମେଧାବୃତ୍ତି ଓ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ପ୍ରଦାନ କରୁଛି। ମେ’ ୫ ତାରିଖ ସୁଦ୍ଧା ଇ-ମେଧାବୃତ୍ତି (ୟୁଜି, ପିଜି, ବୈଷୟିକ ଏବଂ…
କାଠ ଫାଳିଆରେ ପିଟି ପିଟି କରାଯାଇଥିଲା ହତ୍ୟା
ଭୁବନେଶ୍ୱର,୫।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାନସଙ୍କୁ ବାଉଁଶ ଏବଂ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିଲା। ହତ୍ୟାରେ ବ୍ୟବହୃତ ୪ଟି ବାଉଁଶ ଓ କାଠ ଫାଳିଆ ମୁଖ୍ୟ ଅଭିଯୁକ୍ତ…
ନକଲି ଡାକ୍ତରଙ୍କ ଅସଲି ଡାକ୍ତରାଣୀ ସ୍ତ୍ରୀ ଗିରଫ
ଭୁବନେଶ୍ୱର,୫।୪(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଅସଲି ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତୀର୍କିକୁ ଝାଡଖଣ୍ଡରୁ କମିଶନରେଟ ପୋଲିସ ଗିରଫ କରିଛି। ଠକେଇ ମାମଲାରେ କମଳା ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଛି । କମଳା ପାରାଦୀପରେ ଡାକ୍ତରାଣୀ ଥିଲେ…
ମେସିନ୍ କାଟି ଟଙ୍କା ଲୁଟିଲେ ଲୁଟେରା
ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା। ସୋମବାର ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଇନ୍ଦିରାକଲୋନୀ ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ହୋଇଛି। ଟଙ୍କା ନ ବାହାରିବାରୁ ଏଟିଏମ୍ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇ ଯାଇଥିଲେ ଦୁର୍ବୃତ୍ତ । ପରେ ମେସିନ୍ କାଟି…
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ…
‘ବିଦ୍ରୋହୀ’ର ସ୍ପେଶାଲ ସ୍କ୍ରିନିଂ
ଭୁବନେଶ୍ୱର,୫।୪(ବ୍ୟୁରୋ):ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଘଟିଥିବା ଓଡ଼ିଆ ଜାତିର ବୀରତ୍ୱର କାହାଣୀ ‘ପାଇକ ବିଦ୍ରୋହ’ ଓ ଏହାର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ ‘ବିଦ୍ରୋହୀ’ର ସ୍ପେଶାଲ ସ୍କ୍ରିନିଂ ସୋମବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଡିଭିଜନ ଅଡିଟୋରିୟମରେ ରାତି…
Archives


