୩,୪୨୫ ଲଡୁରେ ଗଣେଶଙ୍କ ବାଲୁକାକଳା
ଭୁବନେଶ୍ବର,୩୧।୮(ବ୍ୟୁରୋ): ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁ ଲୋକମାନେ କୌଣସି ଉତ୍ସବ ଧୁମ୍ଧାମ୍ରେ ପାଳନ କରିପାରି ନ ଥିଲେ। କିନ୍ତୁ ଚଳିତ ବର୍ଷ ସାରା ଦେଶରେ ଗଣେଶ ପୂଜା ବହୁ ଆଡ଼ମ୍ବରରେ ପାଳନ କରାଯାଉଛି। ଏହି ଅବସରରେ ବାଲୁକା ଶିଳ୍ପୀ…
ରାଜ୍ୟବାସୀଙ୍କୁ ଗଣେଶ ଚତୁର୍ଥୀରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୩୧।୮(ବ୍ୟୁରୋ): ଆଜି ପବିତ୍ର ଗଣେଶ ଚତୁର୍ଥୀ। ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ଆଜି ପ୍ରଭୁ ଶ୍ରୀ ଗଣେଶ ପୂଜା ପାଉଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,‘ପବିତ୍ର…
କମୁଛି ସଂକ୍ରମଣ: ରାଜ୍ୟରେ ୨୭୫ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର,୩୧।୮(ବ୍ୟୁରୋ): ରାଜ୍ୟରେ କମୁଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୨୭୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬୨ ସଂକ୍ରମିତ କ୍ବାରାଣ୍ଟାଇନରୁ ହୋଇଥିବାବେଳେ ୧୧୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।…
ବେସରକାରୀ କଲେଜରେ ୨୭୪ ଅଧ୍ୟାପକ ନିଯୁକ୍ତ
ଭୁବନେଶ୍ୱର, ୩୧ା୮ (ବ୍ୟୁରୋ): ଉଚ୍ଚଶିକ୍ଷାର ବିକାଶ କରିବା ସହ ଏହାକୁ ଗତିଶୀଳ କରିବା ଦିଗରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଧ୍ୟାପକମାନେ ଛାତ୍ରୀଛାତ୍ରମାନଙ୍କୁ କେବଳ ପାଠ୍ୟକ୍ରମ(ସିଲାବସ୍)ରେ ସୀମିତ ନ ରଖି ସେମାନଙ୍କୁ ବର୍ତ୍ତମାନ ସମାଜରୁ ଶିକ୍ଷାଲାଭ କରିବା ସହ ବାସ୍ତବ ସାମାଜିକ-ରାଜନୈତିକ…
ରାଜଧାନୀରେ ଘଟିଚାଲିଛି ଅପରାଧ, ପୋଲିସ ଚୁପ୍: ଭାଜପା
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉ ନାହିଁ ବରଂ ଆଇନ ଆଗରେ ବାଟ ଓଗାଳି ଛିଡା ହୋଇ ରହିଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ହତ୍ୟା, ବଳାତ୍କାର, ଠକେଇ, ଡକାୟତି ଓ ମୋଟରଯାନ ଦୁର୍ଘଟଣା ବଢ଼ୁଥିଲେ…
ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ
ଭୁବନେଶ୍ୱର,୩୧ା୮(ବ୍ୟୁରୋ):ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍ ଧନକରଙ୍କୁ ଭେଟିଛନ୍ତି। ରାଜ୍ୟ ସଭାରେ ବିଜେଡିର ଆଭିମୁଖ୍ୟ ନେଇ ସେ ଉପରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ…
ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ପାତ୍ର
ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍ ଧନକରଙ୍କୁ ଭେଟିଛନ୍ତି ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର। ରାଜ୍ୟ ସଭାରେ ବିଜେଡିର ଆଭିମୁଖ୍ୟ ନେଇ ସେ ଉପରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି । ସଂସଦରେ ଓଡ଼ିଶା ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ…
ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ: ୧.୨୦ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ
ଭୁବନେଶ୍ୱର,୩୦।୮(ବ୍ୟୁରୋ): ଆସିଲା ଚଳିତ ବର୍ଷର ବନ୍ୟାର କ୍ଷୟକ୍ଷତି ରିପୋର୍ଟ। ଲଗାଣ ବର୍ଷା ଏବଂ ବନ୍ୟାରେ ରାଜ୍ୟର ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୪ଟି ଜିଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ତେବେ ୧୦ଟି ଜିଲାର…
କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦।୮(ବ୍ୟୁରୋ): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ଜେଇଇ ମେନ୍ ପରୀକ୍ଷାର କୃତୀ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ…
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ହେଲେ କନ୍ଧମାଳ ଜିଲାର ୬୯ ବର୍ଷିୟ ବ୍ୟକ୍ତି। ସେ ଉଚ୍ଚ ରକ୍ତଚାପ…
ନୂଆଁଖାଇରେ ରାଜ୍ୟ ସରକାରଙ୍କ ଭେଟି, ଚାଷୀଙ୍କୁ ମିଳିବ କାଳିଆ ଟଙ୍କା
ଭୁବନେଶ୍ୱର,୩୦।୮(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ପ୍ରତ୍ୟେକ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ ମିଳିବ। ଏହି ଯୋଜନାରେ ରାଜ୍ୟର ୪୧ ଲକ୍ଷ ଚାଷୀ ଉପକୃତ ହେବେ। ତେବେ ଏହି ବାବଦରେ ୮୬୯…
ଦୁର୍ବଳ ମୌସୁମୀ ପ୍ରଭାବରେ ଦିନରେ ବୃଦ୍ଧି ପାଉଛି ତାପମାତ୍ରା
ଭୁବନେଶ୍ୱର,୩୦।୮(ବ୍ୟୁରୋ): ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଆଗାମୀ ୫ଦିନ ଯାଏ ଅବସ୍ଥାନ କରିବାର ସମ୍ଭାବନା ଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ବଳ…

