ମେଟ୍ରୋ

ବିପିଏଲ୍‌, କେଲ୍‌ଭିନେଟର ପକ୍ଷରୁ ଡିଲର ପୁରସ୍କୃତ

ଭୁବନେଶ୍ୱର,୨୭ା୮: ବିପିଏଲ୍‌ ଏବଂ କେଲଭିନେଟର କମ୍ପାନୀ ପକ୍ଷରୁ ବିକ୍ରିରେ ସଫଳତା ହାସଲ କରିଥିବା ଡିଲରଙ୍କୁ ପୁରସ୍କୃତ କରାଯାଇଛି। ଏ ନେଇ କମ୍ପାନୀ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ କମ୍ପାନୀର ବିଏମ୍‌ ଦୀପକ ସାମଲ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର, ୨୭ା୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବା ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଏକ ୨ ପୃଷ୍ଠାର ଚିଠି ଲେଖିଛନ୍ତି।…

୧୧ ରାଜ୍ୟର ରିପୋର୍ଟ ଦେଖିଲେ, ସେପ୍ଟେମ୍ବରରେ ୨ୟ ବୈଠକ

ଭୁବନେଶ୍ବର, ୨୭ା୮(ବ୍ୟୁରୋ): ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟଙ୍କ ଦରମା, ପେନ୍‌ସନ୍‌, ଭତ୍ତା ବୃଦ୍ଧି ନିମନ୍ତେ ଆସିଥିବା ପ୍ରସ୍ତାବକୁ ନେଇ ଶୁକ୍ରବାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ…

ପାଓ୍ବାର କଟ୍‌ କରିବନି ‘ମନ୍‌ କୀ ବାତ୍‌’ ଅଛି

ଭୁବନେଶ୍ବର, ୨୭ା୮(ବ୍ୟୁରୋ): ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ନିର୍ମାଣ ଓ ସମାଜ ମଙ୍ଗଳ ପ୍ରସଙ୍ଗରେ ଆଲୋଚନା କରିବା ସହିତ ସାଧାରଣ ଜୀବନ ବାସକରୁଥିବା ଲୋକଙ୍କ ଅକୁହା କଥା ସାମ୍ନାକୁ ଆଣିଥାଆନ୍ତି, ଯାହା ଆମ ସମସ୍ତଙ୍କୁ…

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ଏ ନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ହେଲେ କଳାହାଣ୍ଡି ଜିଲାର ୬୪ ବର୍ଷିୟ ମହିଳା। ସେ ଉଚ୍ଚ ରକ୍ତଚାପରେ…

ବନ୍ୟାରେ ଲୋକେ ଛଟପଟ, ମିଛ ପ୍ରଚାରରେ ବ୍ୟସ୍ତ ସରକାର: କଂଗ୍ରେସ

ଭୁବନେଶ୍ବର,୨୭ା୮(ବ୍ୟୁରୋ): ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଜିଲା ପ୍ରଭାବିତ ହୋଇଥିବା ବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ହଜାର ହଜାର ଏକର ଫସଲ ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ ନଷ୍ଟ…

ରାଜ୍ୟରେ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୫୪ ଜଣ ଚିହ୍ନଟ ହୋଇଥିବା ବେଳେ କ୍ୱାରାଣ୍ଟାଇନ୍‌ରୁ ୧୬୮ ଜଣ ଏବଂ ଲୋକାଲ କେସ୍‌ରୁ ୧୨୧ ଜଣ ଚିହ୍ନଟ…

ବୀମା କମ୍ପାନୀଠୁ ବିଜେଡି ନେଇଛି ୧୦୦ କୋଟି: ଭାଜପା

ଭୁବନେଶ୍ବର, ୨୭ା୮(ବ୍ୟୁରୋ): ଚାଷୀର ବଳ କହୁୁଥିବା ବିଜେଡି ଏବେ ଚାଷୀଙ୍କ ସମସ୍ୟା ଓ ସଙ୍କଟ ବେଳେ ହାତବାନ୍ଧି ବସି ରହିବା ଦୁର୍ଭାଗ୍ୟଜନକ ବୋଲି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ…

ଆରମ୍ଭ ହେଲା ଏଏସ୍‌ଓ ପରୀକ୍ଷା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା ଶନିବାର ଅନୁଷ୍ଠିତ ହେବ। ୩ଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ ସାଢେ ୧୦ଟା, ଦ୍ୱିତୀୟ ସିଟିଂ ପରୀକ୍ଷା ସାଢେ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ।…

କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି ରାଜ୍ୟ ସରକାର: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟ ସରକାର ଯେତେ ପରିମାଣର ସାର କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି ସେହି ପରିମାଣର ସାର କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି। ୨୦୨୨ ଅଗଷ୍ଟ ୨୫ ସୁଦ୍ଧା ରାଜ୍ୟ ସରକାର ୟୁରିଆ ସାର ୦.୦୮ଏଲ୍‌ଏମ୍‌ଟି ମାଗିଥିଲା ବେଳେ କେନ୍ଦ୍ର ସରକାର ୨.୦୪…

କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟରେ ଖରିଫ୍‌ ଚାଷ ଜୋରସୋର ଚାଲିଥିବାବେଳେ ସାର ଅଭାବ ଚାଷୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଧାର୍ଯ୍ୟ ସମୟରେ କେନ୍ଦ୍ର ସରକାର ସାର ଯୋଗାଉନାହାନ୍ତି। ରାଜ୍ୟକୁ ମାସିକିଆ କୋଟା ମିଳୁନାହିଁ। ଖରିଫ ଋତୁରେ ଡିଏପି ସାର ୩୧% କମ୍‌ ମିଳିଛି। ଚାଷୀଙ୍କ ସମସ୍ୟାର…

ଗରିବୀ ନେଲା ନାବାଳିକା ଛାତ୍ରୀଙ୍କ ଜୀବନ

ଭୁବନେଶ୍ୱର,୨୭ା୮(ବ୍ୟୁରୋ) : ରାଜଧାନୀରେ ଆତ୍ମହତ୍ୟା ଘଟଣା ଥମିବାରେ ନାଁ ଧରୁନି। ଗୋଟିଏ ଆତ୍ମହତ୍ୟାର କାରଣ ଖୋଜୁ ଖୋଜୁ ଆଉ ଗୋଟିଏ ଘଟଣା ପୋଲିସର ଚିନ୍ତା ବଢ଼ାଉଛି। ଗୁରୁବାର ଜଣେ ମହିଳା ଓ ଜଣେ ଯୁବତୀ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବାବେଳେ ଶୁକ୍ରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri