ମେଟ୍ରୋ

ପରୀକ୍ଷା ପାଇଁ ଖାତା ନିଅଣ୍ଟ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକରେ ସୋମବାରଠାରୁ ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। କିନ୍ତୁ ଏବେ କଲେଜୁଗଡ଼ିକରେ ଉତ୍ତର ଖାତାର ଅଭାବ ଦେଖାଯାଇଛି। ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଏନେଇ ସବୁ…

ଭୁବନେଶ୍ୱରରେ ପହଞ୍ଚିଲେ ଲିଜେଣ୍ଟସ କ୍ରିକେଟର୍‌: ଦେଖିବାକୁ ଲୋକଙ୍କ ଭିଡ଼

ଭୁବନେଶ୍ୱର,୨୫।୯: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ୨୬ ହେବାକୁ ଥିବା ମ୍ୟାଚ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ ଦଳ ଭିଲୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ। ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ…

ନ୍ୟାୟ ନ ପାଇ ନବୀନ ନିବାସ ସମ୍ମୁଖ ଗଛରେ ଚଢ଼ିଗଲେ ମହିଳା

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବାସ ନିକଟରେ ଥିବା ଏକ ଗଛରେ ଜଣେ ମହିଳା ଚଢ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କମିଶନରେଟ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବହୁ କଷ୍ଟରେ ଗଛରୁ ଉଦ୍ଧାର କରିଛନ୍ତି। ଗଛରୁ ଓହ୍ଲାଇବା ପରେ…

ତନିସ୍କର ପୂଜା କଲେକ୍ସନ ‘ଆଲେଖ୍ୟ’ ଉନ୍ମୋଚିତ

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ଏକ ସ୍ବତନ୍ତ୍ର ପୂଜା କଲେକ୍ସନ ‘ଆଲେଖ୍ୟ’ ର ଉନ୍ମୋଚନ କରାଯାଇଛି। ବିଶେଷକରି ଏହା ଜରିଆରେ ଭାରତର ପୁରୁଣା ତଥା ସମୃଦ୍ଧକଳାକୁ ଗ୍ରାହକମାନେ ସ୍ମରଣ କରିପାରିବେ। କାରଣ ‘ଆଲେଖ୍ୟ’…

ସରିଲା ୨ଦିନିଆ ଫ୍ୟାଶନିଷ୍ଟା ପ୍ରଦର୍ଶନୀ

ଭୁବନେଶ୍ୱର,୨୫।୯: କ୍ରମାଗତ ୨ ଦିନ ଧରି ସ୍ଥାନୀୟ ଜୟଦେବ ବିହାରସ୍ଥିତ ହୋଟେଲ ପାଲ୍‌ ହାଇଟ୍‌ସଠାରେ ଆୟୋଜିତ ‘ଫ୍ୟାଶନିଷ୍ଟା’ ପ୍ରଦର୍ଶନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ବିଶେଷ କରି ସେପ୍ଟେମ୍ବର ୨୩ ଓ ୨୪ ତାରିଖ ଉକ୍ତ ପ୍ରଦର୍ଶନୀ ସହରବାସୀଙ୍କ ପାଇଁ ଉପଲବ୍ଧ ରହିଥିଲା।…

ମାଲାବାରରେ‘ଆର୍ଟିଷ୍ଟ୍ର ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଚନ୍ଦ୍ରଶେଖରପୁରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୯ ଦିନିଆ ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’ର ଶୁଭାରମ୍ଭ ଶନିବାରଠାରୁ ହୋଇଯାଇଛି। ଏହି ଶୋ ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୨…

ଆଜି ରାଜ୍ୟରେ ୨୧୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟରେ ରବିବାର ୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୨୬ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୧୨୩ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୮୮ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା…

ଭୋଟ ଦେଲେ ୧୦୫୩: ଆଜି ଫଳାଫଳ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟର ହାଇପ୍ରୋଫାଇଲ ଭୁବନେଶ୍ୱର କ୍ଲବ୍‌ର ନିର୍ବାଚନ ଶନିବାର ଶେଷ ହୋଇଛି। ରବିବାର ସକାଳ ୯ଟାରେ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ। ଶନିବାର ମଧ୍ୟାହ୍ନ ୧୨ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା।…

୨ରେ ଲଘୁଚାପ: ପ୍ରବଳ ଛେଚିବ

ଭୁବନେଶ୍ୱର୨୫।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ହେବ। ଉପକୂଳ ଓଡିଶାର କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି…

ଓଡ଼ିଶାର ୩ଜଣଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

ଭୁବନେଶ୍ୱର,୨୫।୯(ବ୍ୟୁରୋ): ୨୦୨୦-୨୧ ବର୍ଷ ପାଇଁ ଶନିବାର ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ପୁରସ୍କାର ମିଳିଛି। ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ବର୍ଗରେ ଦେଶର ମୋଟ ୪୨ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟ/ଯୁକ୍ତ୨ ପରିଷଦ…

ବିଜେଡିରୁ ବାଣୀକଲ୍ୟାଣ ମହାନ୍ତି ନିଲମ୍ବିତ

ଭୁବନେଶ୍ୱର/ପଦ୍ମପୁର (ବ୍ୟୁରୋ/ଡି.ଏନ୍‌.ଏ.),୨୫।୯: ଯୁବ ବିଜେଡି ସାଧାରଣ ସମ୍ପାଦକ ପଦରୁ ବାଣୀକଲ୍ୟାଣ ମହାନ୍ତିଙ୍କୁ ଶନିବାର ନିଲମ୍ବିତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ…

ଅଟକିଛି ୬ ଜଳପଥ ପ୍ରକଳ୍ପ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଜଳପଥରେ ପରିବହନ ହେବ। ସଡ଼କ ପଥଠାରୁ ବହୁ କମ୍‌ ଖର୍ଚ୍ଚରେ ପରିବହନ ସୁବିଧା ହୋଇପାରିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର ଜାତୀୟ ଜଳ ମାର୍ଗ ନୀତି-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଦେଶରେ ୧୧୧ଟି ଜଳପଥ ଚିହ୍ନଟ କରାଯାଇଥିବାବେଳେ ଓଡ଼ିଶାରେ ୬ଟି ଜଳପଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri