ଅର୍ଚ୍ଚନାଙ୍କ ବିଜ୍ନେସ ପାର୍ଟନ୍ରଙ୍କୁ ଗିରଫ କଲା ଇଡି
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ୍ଙ୍କ ବିଜ୍ନେସ ପାର୍ଟନର ଖଗେଶ୍ୱରଙ୍କୁ ଗିରଫ କରିଛି ଇଡି। ଗୁରୁବାର ଖଗେଶ୍ୱରଙ୍କ ଘର ଏବଂ କାର୍ ଶୋ’ ରୁମ୍ରେ ଇଡି ଚଢ଼ାଉ କରିଥିଲା। ତେବେ ଆଜି ତାଙ୍କୁ ଗିରଫ କରିଛି। ଅର୍ଚ୍ଚନା, ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କ…
ଫସଲ ବୀମା ଯୋଜନା
ଭୁବନେଶ୍ୱର,୧୧ା୧୧(ବ୍ୟୁରେ): ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ ଭାଜପା ଓ ବିଜେଡି ପରସ୍ପର ଉପରେ ଦୋଷ ଲଦିଛନ୍ତି। ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ନିର୍ବାଚନ ଆସିଲେ ଶାସକ ବିଜେଡିକୁ ରାଜ୍ୟବାସୀଙ୍କ ସ୍ବାର୍ଥ କଥା ମନେପଡ଼େ। ନିର୍ବାଚନ ବୈତରଣୀ ପାରି…
ମାଣ୍ଡିଆରେ ମହାପ୍ରଭୁ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟରେ ଛୋଟ ଚାଷୀ, ଆଦିବାସୀମାନେ ପ୍ରାୟତଃ ମାଣ୍ଡିଆ ଚାଷ କରିଥାନ୍ତି। ମାଣ୍ଡିଆର ଗୁଣବତ୍ତା ଓ ପୃଷ୍ଟିକର ହୋଇଥିବାରୁ ଦିନକୁ ଦିନ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଆଦୃତ ବଢ଼ିବାରେ ଲାଗିଛି। ମାଣ୍ଡିଆର ବିଶେଷତ୍ୱକୁ ଦୃଷ୍ଟି ରଖି ପ୍ରତି ବର୍ଷ…
ନାବାଳକ ହତ୍ୟା ଘଟଣା: ନ୍ୟାୟ ପାଇଁ ଥାନାରେ ଶୋଇଲେ, ରାସ୍ତାରେ ବସିଲେ
ଭୁବନେଶ୍ୱର,୧୧।୧୧ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ନାବାଳକଙ୍କ ହତ୍ୟା ଘଟଣାକୁ ୫ ମାସରୁ ଅଧିକ ଦିନ ବିତିଲାଣି, ହେଲେ ଏଯାଏ ପୋଲିସ ଚୁପ୍ ବସିଛି। ମୃତକଙ୍କ ପରିବାର ସଦସ୍ୟ ବାରମ୍ବାର ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ହତାଶ ହୋଇଛନ୍ତି। ପୋଲିସ ସହଯୋଗ…
ଆଜିଠୁ ୩ ଦିନିଆ ଆଇସୋକନ୍
ଭୁବନେଶ୍ୱର,୧୧ା୧୧:ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ଓଟୋଲୋଜି-ଆଇସୋକନ୍)ର ୩୦ତମ ଜାତୀୟ ସମ୍ମିଳନୀ ଆଇସୋକନ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ଏପରିକି ଉକ୍ତ ସମ୍ମିଳନୀ ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହା କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍…
ସମ୍ବର୍ଦ୍ଧିତ ହେବେ ୫୦ ହଜାର ପିଲା, ୧୫୦୦ ଶିକ୍ଷକ
ଭୁବନେଶ୍ବର, ୧୧ା୧୧(ବ୍ୟୁରୋ): ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ଆଣିବା ପାଇଁ ଚଳିତ ଶିକ୍ଷାବର୍ଷରୁ ‘ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ବ୍ଲକ୍ ଓ ଜିଲାସ୍ତରୀୟ ପ୍ରତିଯୋଗିତାରୁ ଆରମ୍ଭକରି…
ମାଣ୍ଡିଆକୁ ଶ୍ରେଷ୍ଠ ଆହାର କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ):ଗୁରୁବାର ହେଉଛି ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାଦିନ। ପୁଷ୍ଟି ସହ ସମୃଦ୍ଧି ଯୋଡ଼ିହୋଇ ରହିଛି। ରାଜ୍ୟ ସରକାର ଗୁରୁବାର ମାଣ୍ଡିଆ ଦିବସ ଭାବେ ପାଳନ କରିଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ରାଜ୍ୟ ସରକାର ମାଣ୍ଡିଆ ଦିବସ ଭାବେ ପାଳନ…
ଚାକିରି ସରକାରୀ, ଦେବେ ଘରୋଇ
ଭୁବନେଶ୍ବର, ୧୧ା୧୧(ବ୍ୟୁରୋ):ଓଡ଼ିଶାରେ ସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷା ଯେ ଠିକା ସଂସ୍ଥା ମାଧ୍ୟମରେ କରାଯାଉଥିବା ବିଷୟରେ ବୋଧହୁଏ ରାଜ୍ୟର ଅନେକ ଲୋକଙ୍କ ଜ୍ଞାତସାରରେ ନ ଥିବ। ସେଭଳି ଏକ ଘଟଣା ଦୃଷ୍ଟିକୁ ଆସିଛି। ଏଥିରେ କେତେ ପ୍ରକାର ଅନୀୟମିତତା ହେଉଥିବ…
‘ନିଜ ମାଟି ଓଡ଼ିଶାକୁ ଆସି ମୁଁ ଆଜି ବହୁତ ଆନନ୍ଦିତ’
ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ଦର୍ଶନ କରି ସାରିବା ପରେ ଭୁବନେଶ୍ୱରକୁ ଫେରିଥିଲେ। ଏହାପରେ ରାଜଭବନଠାରେ ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ଭର୍ଦ୍ଧନା ଦିଆଯାଇଛି। ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ହାଇକୋର୍ଟ ମୁଖ୍ୟ ବିଚାରପତି…
ଏଏସ୍ଓ ପରୀକ୍ଷାଫଳ ବିଭ୍ରାଟ ନେଇ ଅଭିଯୋଗ ପ୍ରସଙ୍ଗ: ସ୍ପଷ୍ଟୀକରଣ ରଖିଲା ଓପିଏସ୍ସି
ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଏଏସ୍ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ରଖିଛି ଓପିଏସ୍ସି। ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଆୟୋଗ। ଓପିଏସ୍ସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଆୟୋଗ ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ…
ବସ୍ତିବାସିନ୍ଦାଙ୍କ ପାଇଁ ସର୍ଭେ ଆରମ୍ଭ, ଉପକୃତ ହେବେ ଅଢ଼େଇ ଲକ୍ଷ ପରିବାର
ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ସହରର ବସ୍ତି ବାସିନ୍ଦାମାନଙ୍କ ପାଇଁ ସୁଦିନ ଆସିଛି। ଯେଉଁମାନେ ଆମ ସହରକୁ ଗଢ଼ନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି, ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ଟି ମହାନଗର…
‘ଓଡ଼ିଶାରେ ରାଷ୍ଟ୍ରପତି ପହଞ୍ଚିବା ଅତ୍ୟନ୍ତ ଆନନ୍ଦଦାୟକ’
ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ରହିବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ତାଙ୍କୁ…
Archives


