ଚିନ୍ତା ବଢ଼ାଇଛି ପ୍ଲାଷ୍ଟିକ୍ ବର୍ଜ୍ୟ
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ରାଜ୍ୟରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଚିନ୍ତା ବଢ଼ାଇଲାଣି। ଯୁଆଡ଼େ ଦେଖିବ କୁଢ଼ କୁଢ଼ ପଲିଥିନ ଓ ଭଙ୍ଗା, ଫଟା ବ୍ୟବହୃତ ପ୍ଲାଷ୍ଟିକ୍। ବାହାଘର ଓ ବିଭିନ୍ନ ପର୍ବପର୍ବାଣିରେ ପ୍ଲାଷ୍ଟିକ୍, ଥର୍ମୋକୁଲର ଅତିମାତ୍ରାରେ ବ୍ୟବହାର କେବଳ ସହର ନୁହେଁ, ଗ୍ରାମାଞ୍ଚଳକୁ ମଧ୍ୟ ଆବର୍ଜନାମୟ…
‘ଛାଡ଼ପତ୍ର ଦିନ ପାଳିବି ଜନ୍ମଦିନ’
ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଆଜି ଅର୍ଥାତ୍ ଡିସେମ୍ବର ୨୪ ଶନିବାର ଓଲିଉଡ୍ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ଅନୁଭବ ନିଜେ ସୋସିଆଲ ମିଡିଆରେ ଏମିତି କିଛି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅନୁଭବ ତାଙ୍କ ପ୍ରଶଂସକମାନଙ୍କ…
‘କରୋନାକୁ ନେଇ ଆତଙ୍କିତ ହୁଅ ନାହିଁ’
ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ବିଏଫ୍.୭ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ସଂକ୍ରମଣକୁ ନେଇ ରାଜ୍ୟବାସୀ ଆତଙ୍କିତ ନ ହେବାକୁ ଶନିବାର କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଆମ ରାଜ୍ୟରେ ୨ ବର୍ଷ…
ଅର୍ଚ୍ଚନାଙ୍କ ହାତ ଲେଖା ନେଲା ପୋଲିସ୍
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଲେଡି ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗଙ୍କ ହସ୍ତାକ୍ଷର ନେଇଛି କମିଶନରେଟ ପୋଲିସ। ତାଙ୍କ ଡାଏରୀର ଲେଖା ସହ ହସ୍ତାକ୍ଷର ମେଳ କରିବାକୁ ଶନିବାର ଝାରପଡ଼ା ଜେଲରୁ ନମୁନା ଅଣାଯାଇଛି। ଏହାଫଳରେ କୋର୍ଟରେ ଦେବା ଲାଗି ଏକ ବଳିଷ୍ଠ ପ୍ରମାଣ ପୋଲିସ ପାଖରେ…
କମଳା ଶତପଥୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଲେଖିକା କମଳା ଶତପଥୀ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମୂଳ ତେଲୁଗୁ ପୁସ୍ତକର…
ପୁଣି ୪ ଦିନିଆ ରିମାଣ୍ଡରେ ଯିବେ ଜଗବନ୍ଧୁ
ଭୁବନେଶ୍ୱର,୨୪।୧୨(ବ୍ୟରୋ): ମହିଳା ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁ ଚାନ୍ଦ ପୁଣି ୪ ଦିନିଆ ରିମାଣ୍ଡରେ ଯିବେ। ଶୁକ୍ରବାର ଜଗବନ୍ଧୁଙ୍କ ୯ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଇଡି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ…
ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବିଶ୍ୱର ବିଭିନ୍ନ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଏନେଇ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କୋଭିଡ୍ ପ୍ରିକଶନ ଟିକା ବା ବୁଷ୍ଟର…
୨୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାର ରୋକିବାକୁ ଜୋରଦାର ଚଢ଼ାଉ ଜାରି ରହିଛି। ଶୁକ୍ରବାର କଟକ ଓ ବରଗଡ଼ର ଦୁଇଟି ଗୋଦାମରୁ ବିପୁଳ ନକଲି ଔଷଧ ଜବତ କରାଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ…
୧୧ ଡିଗ୍ରୀ ତଳେ ୮ ସହର
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଉପକୂଳରେ ଶୀତ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ତଳମୁହଁ। ରହିଛି। ରାଜ୍ୟର ୮ ସହରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲ୍ସିୟସ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଶୁକ୍ରବାର ଫୁଲବାଣୀରେ ସର୍ବନିମ୍ନ…
ହକି ବିଶ୍ୱକପ୍ ପରେ ୩ ଲେନ୍ ଆର୍ଓବି କାମ
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଲୋକସେବା ଭବନରେ ଶୁକ୍ରବାର ବାଣୀବିହାର ରେଲ୍ଓ୍ବେ ଓଭର ବ୍ରିଜ୍ (ଆରଓବି) ଏବଂ ଭୁବନେଶ୍ୱର ରେଳଷ୍ଟେଶନ କାର୍ଯ୍ୟ ସମୀକ୍ଷା କରାଯାଇଛି। ହକି ବିଶ୍ୱକପ୍ ପରେ ଅର୍ଥାତ ଆସନ୍ତା ଫେବୃୟାରୀରୁ ପ୍ରସ୍ତାବିତ ୩ ଲେନ ବିଶିଷ୍ଟ ବାଣୀବିହାର ଆରଓବି କାର୍ଯ୍ୟ ଆରମ୍ଭ…
ପୂର୍ବତନ କର୍ମଚାରୀ ଗିରଫ
ଭୁବନେଶ୍ୱର, ୨୪।୧୨ (ବ୍ୟୁରୋ): ପାହାଳ ଥାନାସ୍ଥିତ କିଆ ମୋଟର୍ସ ଶୋ’ରୁମ୍ର ୱେବ୍ସାଇଟ୍ରୁ ଡାଟା ଚୋରି ଘଟଣାରେ ଭୁବନେଶ୍ୱର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ସୁଭାଶିଷ…
ଉଠା ଦୋକାନୀଙ୍କ ବିରୋଧ, ଆଜିଠାରୁ ଉଚ୍ଛେଦ ବନ୍ଦ
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ହକି ବିଶ୍ୱକପ୍ ପାଇଁ ବିଏମ୍ସି, ବିଡିଏ ଓ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦକୁ ଜୋର୍ଦାର ବିରୋଧ କରିଛି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ। ଶୁକ୍ରବାର ଉଠାଦୋକାନୀମାନେ ରାସ୍ତାକୁ ଓହ୍ଲାଇବା ପରେ ନିଷ୍ପତ୍ତି ବଦଳାଇଛି ବିଏମ୍ସି। ଶନିବାରଠାରୁ…
Archives


