ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାୟକ ସୁଖବିନ୍ଦର ସିଂ
ଭୁବନେଶ୍ୱର,୨୫ା୧(ବ୍ୟୁରୋ): ବଲିଉଡ୍ର ପ୍ରଚ୍ଛଦପଟ୍ଟ ଲୋକପ୍ରିୟ ଗାୟକ ସୁଖବିନ୍ଦର ସିଂ ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ହକି ସଙ୍ଗୀତ ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାର ଜବାବରେ ସୁଖବିନ୍ଦର କହିଛନ୍ତି,…
ଓଡ଼ିଶାରେ ଦେଖାଦେଲା ଧୂମକେତୁ
ଭୁବନେଶ୍ୱର, ୨୫ା୧(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଧୂମକେତୁ ଦେଖାଗଲାଣି, ଯାହାର ନାମ ହେଉଛି ‘ସି/୨୦୨୨ ଇ-୩’। ଗତ ୨୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ରାତି ଆକାଶରେ ଏହି ଧୂମକେତୁକୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାରରେ ଲୋକେ ଦେଖିଛନ୍ତି।…
ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ: କରିବେ ଜଗା ଦର୍ଶନ
ଭୁବନେଶ୍ୱର,୨୪।୧(ବ୍ୟୁରୋ): ବିଶ୍ୱର ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ବିବାହ ପୂର୍ବରୁ ଅନନ୍ତ ଜଗା ଦର୍ଶନ କରିବା ପାଇଁ ଓଡ଼ିଶା ଆସିଥିବା ଜଣାପଡ଼ିଛି। ସେ ଭୁବନେଶର ପହଞ୍ଚିବା ପରେ ପୁରୀ ଯାଇ…
୨୫ରୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ ଚଳାଚଳ
ଭୁବନେଶ୍ୱର,୨୪।୧(ବ୍ୟୁରୋ): ଜାନୁଆରୀ ୨୫ ତାରିଖରୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ ଚଳାଚଳ କରିବ। ଏହା ଦିନିଆ ଯାତ୍ରା କରିବାକୁ ଥିବାବେଳେ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡଏବଂ ଓଡ଼ିଶାର ପ୍ରସିଦ୍ଧ ତୀର୍ଥସ୍ଥାନ ଦେଇ ଯାତ୍ରା କରିବ। ରେଳବାଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।…
ଜାମିନ ଆବେଦନ କଲେ ଖଗେଶ୍ୱର
ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ମଙ୍ଗଳବାର ଜିଲା ଜଜ୍ଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଅନ୍ୟପଟେ, ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ…
କୋର୍ଟରେ ହାଜର ହେଲେ ନାଗ ଦମ୍ପତି, ଖଗେଶ୍ୱର
ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ଅର୍ଚ୍ଚନା , ଗବନ୍ଧୁ ଓ ଖଗେଶ୍ୱର ମଙ୍ଗଳବାର ଭିସି ଜରିଆରେ ଖୋର୍ଦ୍ଧା ଜିଲା ଓ ଦୌରାଜଜଙ୍କ କୋର୍ଟରେ ହାଜର ହୋଇଛନ୍ତି। ତେବେ ଶ୍ରଦ୍ଧାଞ୍ଜଳି ହାଜର ହୋଇ ନ ଥିଲେ। ଆସନ୍ତା ୭ ତାରିଖରେ…
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲଡ୍ରେସ୍ ରିହର୍ସାଲ୍
ଭୁବନେଶ୍ବର,୨୪।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ପାଇଁ ମଙ୍ଗଳବାର ଗାନ୍ଧୀମାର୍ଗରେ ଫୁଲଡ୍ରେସ୍ ରିହର୍ସାଲ୍ ହୋଇଛି। କୋଭିଡ କଟକଣା ପରେ ଏଥର ୪୩ରୁ ଉଦ୍ଧର୍ବ ଟ୍ରୁପ ଭାଗ ନେବେ। ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କ ଅଂଶ ଗ୍ରହଣ କରିବେ।…
କୋର୍ଟରେ ହାଜର ହେବେ ଅର୍ଚ୍ଚନା-ଜଗବନ୍ଧୁ
ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଙ୍ଗଳବାର ଖୋର୍ଦ୍ଧା ଜିଲା ଓ ଦୌରା ଜଜ୍ଙ୍କ କୋର୍ଟରେ ହାଜର ହେବେ। ଏଥିସହିତ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଖଗେଶ୍ୱରଙ୍କୁ କୋର୍ଟରେ ହାଜର ହେବାକୁ ସମନ…
ଆନ୍ଦୋଳନ ଚେତାବନୀ ଦେଲା ଭାଜପା
ଭୁବନେଶ୍ୱର,୨୪ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନକୁ ନେଇ ଭାଜପା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ମଙ୍ଗଳବାର ଅଭିଯୋଗ ଦାଖଲର ଶେଷଦିନ ଧାର୍ଯ୍ୟ କରାଯାଇଛି ା ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ତାଲିକାରେ ରାଜ୍ୟ ସରକାର ସାମିଲ କରନ୍ତୁ। ଏ ନେଇ ଆସନ୍ତା ୨୫…
ଆରମ୍ଭ ହେଲା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର
ଭୁବନେଶ୍ୱର,୨୪।୧(ବ୍ୟୁରୋ):ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଏଫ୍ଏଫ୍ବି)ର ଦ୍ୱାଦଶ ସଂସ୍କରଣ ସୋମବାରଠାରୁ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବରେ ଗୋଟିଏ ଛାତ ତଳେ ବିଭିନ୍ନ ରାଜ୍ୟର ସ୍ବତନ୍ତ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ,…
ଆଜିଠାରୁ ଟାଙ୍ଗୀ, ଚନ୍ଦକାକୁ ଗଡିବ ‘ମୋ ବସ୍’
ଭୁବନେଶ୍ୱର, ୨୪।୧ (ବ୍ୟୁରୋ):କଟକ ଟାଙ୍ଗୀ ଓ ଚନ୍ଦକାକୁ ଗଡିବ ‘ମୋ ବସ୍’। ଏହି ଅଞ୍ଚଳରେ ମୋ ବସ୍ ଚଳାଚଳ ଲାଗି ଦୀର୍ଘଦିନରୁ ଲୋକେ ଦାବି କରି ଆସୁଥିବାବେଳେ କ୍ରୁଟ୍ ପକ୍ଷରୁ ଏଥିପାଇଁ ଦୁଇଟି ନୂଆ ରୁଟ୍ର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାରଠାରୁ ରୁଟ୍…
ନଚାଇଲା ଫ୍ୟୁଜନ ଟ୍ରାକ୍
ସନ୍ଧ୍ୟା ହେଉ ହେଉ ପ୍ରଦର୍ଶନୀ ପଡ଼ିଆକୁ ଛୁଟିଥିଲା ଲୋକଙ୍କ ସୁଅ। ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରୁ ଆରମ୍ଭ ହୋଇଥିଲା ଡଟ୍ ଫେଷ୍ଟର ୯ମ ଦିନ। ହିନ୍ଦୀ ଗୀତ ‘ପରମ ସୁନ୍ଦରୀ’ ରାଜଧାନୀବାସୀଙ୍କୁ ଶେଷ ମନୋରଞ୍ଜନ ଭେଟି ଦେଇଥିଲା। ହଜାର ହଜାର ଦର୍ଶକ…
Archives


