‘କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍’
ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ତଥା ଓମିକ୍ରନ୍ର ସବ୍ଭାରିଆଣ୍ଟ ବିଏଫ୍-୭ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଏହାକୁ କିପରି ମୁକାବିଲା କରାଯିବ ତାକୁ ନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନିଷ୍ପତ୍ତି...
ରାଜ୍ୟରେ ପୂରଣ ହେବ ୪,୭୯୦ କନଷ୍ଟେବଳ ପଦବୀ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଓଡ଼ିଶାରେ ପୋଲିସରେ ଖାଲି ଥିବା କନେଷ୍ଟବଳ ପଦବୀ ମଧ୍ୟରୁ ୪,୭୯୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ୪ଟି ପର୍ଯ୍ୟାୟରେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି...
୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଡିସେମ୍ବର ୨୭ ଏବଂ ୨୮ ଦୁଇ ଦିନ ନଡ୍ଡା ଓଡ଼ିଶାରେ ରହିବେ। ପୁରୀ ଏବଂ କନ୍ଧମାଳ ଲୋକସଭା କ୍ଷେତ୍ରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।...
ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ବହୁ ଚର୍ଚ୍ଚି ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ବାନ୍ଧିଲା ଇଡି। ବେଆଇନ୍ ଅର୍ଥ କାରବାର ମାମଲାର ପ୍ରମାଣ ପାଇବା ପରେ ଇଡି ଶୁକ୍ରବାର ଜଗବନ୍ଧୁଙ୍କୁ ଗିରଫ କରିଛି। ତେବେ ଜଗବନ୍ଧୁଙ୍କ ରିମାଣ୍ଡ ଆଜି ସରିବା...
‘ଓଡ଼ିଶାର ପିଲାମାନେ କାହାଠାରୁ କମ୍ ନୁହନ୍ତି’
ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ଼, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ’ ଆଶୀର୍ବାଦ ତୁମ ସାଥୀରେ ରହିଛି ବୋଲି ଶୁକ୍ରବାର ସର୍ଗିଫୁଲ ମହୋତ୍ସବର ଉଦ୍ଯାପନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏସ୍ସିଏସ୍ଟି ଉନ୍ନୟନ ବିଭାଗ ଅନ୍ତର୍ଗତ...
ନୂଆ ଭାରିଆଣ୍ଟକୁ ନେଇ ରାଜ୍ୟ ସରକାର ସଜାଗ: ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର,୨୩।୧୨(ବ୍ୟରୋ): ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ। ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ତେବେ କରୋନା ସ୍ଥିତିକୁ ନେଇ...
ଖଣ୍ଡେ ଶାଢ଼ି, ହଜାରେ ଟଙ୍କା ବଦଳରେ ଯାଆଁଳା ଶିଶୁ ଶିଶୁ ବିକ୍ରି
ମୋରଡ଼ା,୨୩ା୧୨ (ଡି.ଏନ୍.ଏ.): ଦାରିଦ୍ର୍ୟର ତାଡ଼ନାରେ ଜଣେ ଆଦିବାସୀ ମହିଳା ହଜାରେ ଟଙ୍କା ଆଉ ଖଣ୍ଡେ ଶାଢ଼ି ବଦଳରେ ନବଜାତ ଯାଆଁଳା ଶିଶୁଙ୍କୁ ଦୁଇ ବ୍ୟକ୍ତିଙ୍କୁ ବିକିଦେବା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତର ଡାକୋଇ...
ବଡ଼ବଡ଼ିଆଙ୍କୁ ଉଚ୍ଛେଦ କରିପାରୁନି ବିଏମ୍ସି
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଭୁବନେଶ୍ୱରରେ ଅନେକ ସରକାରୀ ଜମି ଲୋକଙ୍କ କବ୍ଜାରେ ରହିଛି। ଏହା ଉପରେ ଜବରଦଖଲ କରି କେତେଜଣ ଲୋକ ବ୍ୟବସାୟ ପ୍ରତିଷ୍ଠାନ ଗଢି ଲାଭବାନ୍ ହେଉଛନ୍ତି। ତେବେ ସରକାରୀ ଜମିକୁ ଜିଏ ବିଭାଗ ବିଏମ୍ସିକୁ ହସ୍ତାନ୍ତର କରିବା ପରେ ବି...
ଘର ଆଗରେ ଭାସୁଛି ଡ୍ରେନ୍ ପାଣି
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଘର ଆଗରେ ଭାସୁଛି ଡ୍ରେନ୍ ପାଣି। ଘରୁ ଗୋଡ଼ କାଢିଲେ ଅପରିଷ୍କାର ପାଣି ଭିତରେ ପାଦ ପକାଇବାକୁ ପଡୁଛି। ଡ୍ରେନ୍ ପାଣି ପାଇଁ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାବେଳେ ଘର ଭିତରକୁ ପୋକଜୋକ ପଶିଯାଉଛନ୍ତି। ଏଭଳି ସ୍ଥିତି ଭୁବନେଶ୍ୱର...
ଚକ୍ମକ୍ ଧଉଳିର ଅବହେଳିତ ଐତିହ୍ୟ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ନୂଆ ରୂପ ପାଇଛି ଶାନ୍ତିସ୍ତୂପ। ପୀଠର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନାନାଦି ପଦକ୍ଷେପ ଗ୍ରହଣ କରାଯାଇଛି। ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ ଏହି ବୌଦ୍ଧ କୀର୍ତ୍ତିରାଜିର ଇତିହାସ ବଖାଣୁଛି। ହେଲେ ବଦଳିନି ଚକ୍ମକ୍ ଧଉଳିର ଅନେକ...
ପରାଜୟ ଆଶଙ୍କାରେ ଓଡ଼ିଶା
ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି):ଡେରାଡୁନରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାଜୟ ଆଶଙ୍କାରେ ପଡ଼ିଛି। ପ୍ରଥମ ଇନିଂସରେ ଓଡ଼ିଶା ୨୧୩ ରନ କରିଥିବାବେଳେ ଉତ୍ତରାଖଣ୍ଡ ୪୭୭ ରନକରି ୨୬୪ ରନରେ ଅଗ୍ରଣୀଲାଭ କରିଥିଲା। ଦ୍ୱିତୀୟ ଇନିଂସରେ...
ମାଷ୍ଟର ସେଫ୍ ଇଣ୍ଡିଆରେ ଓଡ଼ିଶାରୁ ଅବିନାଶ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ୍ ଇଣ୍ଡିଆ ଶୋ’ ଆରମ୍ଭ ହେବ। ପୂର୍ବରୁ ଓଡ଼ିଶାରୁ ଅନେକେ ଏଥିରେ ଅଂଶଗ୍ରହଣ କରି ବିଜେତା ହୋଇଛନ୍ତି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇଥିବା ନେଇ ସୋନି ଚ୍ୟାନେଲ ପକ୍ଷରୁ...
Archives


