ମେଟ୍ରୋ

ଏଣିକି ଖରା ଛୁଟିରେ ପିଲା ପଢ଼ିବେ ପାଠ

ଭୁବନେଶ୍ୱର,୧୮।୪(ବ୍ୟୁରୋ) : ଚଳିତ ବର୍ଷଠାରୁ ଗ୍ରୀଷ୍ମକାଳୀନ ଛୁଟିରେ ମଧ୍ୟ ଛାତ୍ରୀଛାତ୍ରମାନେ ପାଠପଢ଼ିବେ। ପ୍ରଥମଥର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅବକାଶକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ମେ ୪ରୁ ଗ୍ରୀଷ୍ମକାଳୀନ ଛୁଟି ଆରମ୍ଭ ହେବାକୁ ଯାଉଥିବାବେଳେ…

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର: ୪୫ ପଦବୀ ପାଇଁ ନିଯୁକ୍ତି

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଧନ ଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଭଳି…

ସବୁଠୁ ଉତ୍ତପ୍ତ ରାଜଧାନୀ: ୪୨ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ଅସହ୍ୟ କଲାଣି ତାତି। ଉପରମୁହାଁ ହେଉଛି ପାରଦ। ସକାଳ ଆଠଟାରୁ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ମଙ୍ଗଳବାର ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଛି । ଦିନ ସାଢେ ୨ ଟା ସୁଦ୍ଧା ଭୁବନେଶ୍ୱରରେ ୪୨.୦୨ ଡିଗ୍ରୀ…

ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌

ଭୁବନେଶ୍ୱର,୧୮।୪: ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ରାଜ୍ୟରେ ସକାଳ ୯ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ମଙ୍ଗଳବାର ପୂର୍ବାହ୍ନ ୧୧.୩୦ ସୁଦ୍ଧା ଭୁବନେଶ୍ୱରରେ ୪୦ ଡିଗ୍ରୀ ତାପମାତ୍ରା ଟପିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ…

ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ଦେଉଳିଧରପୁର ପଞ୍ଚାୟତ ଅଭୟମୁଖୀ କଣ୍ଟାସାହିରେ ସ୍ତ୍ରୀଙ୍କୁ କଟୁରିରେ ହାଣି ହତ୍ୟା ଓ ଝିଅଙ୍କୁ ଗୁରୁତର କରିବା ମାମଲାରେ ଭୁବନେଶ୍ୱର ଦ୍ୱିତୀୟ ଅତିରିକ୍ତ ଜଲା ଓ ଦୌରାଜଜ ସୋମବାର ରାୟ ପ୍ରକାଶ କରିଛନ୍ତି।…

କମେଣ୍ଟକୁ ବିରୋଧ କରିବାରୁ ୩ ଛାତ୍ରଙ୍କୁ ମାଡ଼

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ବିଜେବି ପରେ ମହର୍ଷି କଲେଜରେ ଅଣଛାତ୍ର ଓ ଅସାମାଜିକଙ୍କ ରାଜ୍‌ ସାମ୍ନାକୁ ଆସିଛି। କ୍ୟାମ୍ପସରେ ଆଡ୍ଡା ଜମାଇବା ସହ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି। ଏହାକୁ ବିରୋଧ କରିବାରୁ ମହର୍ଷି କଲେଜର ୩ ଛାତ୍ରଙ୍କୁ ସମ୍ପୃକ୍ତ ଅସାମାଜିକ ଯୁବକମାନେ ସଂଘବଦ୍ଧ…

୨୭ରୁ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଆସନ୍ତା ୨୭ ଓ ୨୮ ତାରିଖରେ ଭୁବନେଶ୍ୱରଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ। ଏଥିପୂର୍ବରୁ ଏପ୍ରିଲ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଶିକ୍ଷା,…

ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ଇଡିର ବିରୋଧ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ବେହେରା ଦୀର୍ଘଦିନ ହେବ ଝାରପଡ଼ା ଜେଲରେ ଅଛନ୍ତି। ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିବାବେଳେ…

୧୯୯୯ ମହାବାତ୍ୟା ବ୍ୟାପକ କ୍ଷତି ଘଟାଇଥିଲା: ସିଏସ୍‌

ଭୁବନେଶ୍ବର, ୧୮ା୪(ବ୍ୟୁରୋ): ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ପକ୍ଷରୁ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧିଙ୍କୁ ନେଇ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଏହି ‘ଜେନ୍‌ ନେକ୍ସଟ୍‌-ଡେମୋକ୍ରାସି-ନେଟ୍‌ ୱର୍କ’ ଆଲୋଚନାଚକ୍ରରେ ମୁଖ୍ୟ ଶାସନ…

ଐତିହ୍ୟର ମୁଖଶାଳା

ଓଡ଼ିଶାର ଧାରାବାହିକ ଇତିହାସର ପୂର୍ଣ୍ଣତା ଏଯାଏଁ ସମ୍ଭବ ହେଇନି। ୟା’ ବୋଲି ମହାଜନମାନେ ସ୍ଥିର କରିଥିବା ଇତିହାସର ଉପାଦାନ ଯେ ନାହିଁ ତାହା ଶତପ୍ରତିଶତ କହିହେବ ନାହିଁ। ଓଡ଼ିଶାର ଗଁାଠାରୁ ସହର ଗଳି ପର୍ଯ୍ୟନ୍ତ ଇତିହାସ ଉପାଦାନ ବିଛାଡ଼ି ହୋଇ ରହିଛି।…

ସଭ୍ୟତାର ସୂଚନା ଦିଏ

ମାନବ ସଭ୍ୟତାର କ୍ରମବିକାଶ ସମ୍ପର୍କିତ ସୂଚନା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟର ଗୁରୁତ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏପ୍ରିଲ ୧୮କୁ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଐତିହ୍ୟ…

ପ୍ରଫେସର ଘନଶ୍ୟାମ ଦାସଙ୍କ ପରଲୋକ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡ. ଘନଶ୍ୟାମ ଦାସଙ୍କର ରବିବାର ବରମୁଣ୍ଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୩ବର୍ଷ ବୟସ ହୋଇଥିଲା। ପ୍ରଫେସର ଦାସ କଟକଠାରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍‌ଶାରେ ଶିକ୍ଷାଗ୍ରହଣ ପରେ ସେ କମନ୍‌ଓ୍ବେଲ୍‌ଥ ସ୍କଲାର ଭାବେ ଲଣ୍ଡନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri