ଜୀବନଚର୍ଯ୍ୟା

ପାଷ୍ଟିକ ପାତ୍ରରେ ଖାଦ୍ୟ ଖାଉଥିଲେ ସାବଧାନ, ଆସିପାରେ ହାର୍ଟଆଟାକ୍‌

ଆଜିକାଲି ପ୍ରତ୍ୟେକ ଘରେ Plastic Container ବ୍ୟବହାର ହେଉଛି। ଚା ପିଇବାଠାରୁ ଆରମ୍ଭ କରି ଖାଦ୍ୟ ଖାଇବା ପର୍ଯ୍ୟନ୍ତ ସବୁକିଛି ପାଇଁ ପ୍ଲାଷ୍ଟିକ ବାସନ ବ୍ୟବହାର କରାଯାଉଛି। ବଜାରରେ ମିଳୁଥିବା ଅନେକ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ଲାଷ୍ଟିକରେ ପ୍ୟାକିଂ ହୋଇଥାଏ। ଲୋକମାନେ…

Cancer: ଘରେ ଅଛି କି ଏହି ୫ ଜିନିଷ, ଏହା କ୍ୟାନସର ସୃଷ୍ଟି କରିବାର ମୂଳ କାରଣ…

ଆମ ଘରେ ଏପରି ଅନେକ ଜିନିଷ ରହିଛି, ଯାହା କ୍ୟାନସର ବା କର୍କଟ ରୋଗର ଆଶଙ୍କା ବଢ଼ାଇଥାଏ। ଏଥିମଧ୍ୟରୁ କିଛି ବହୁତ ସାଧାରଣ, ଯାହାକୁ ଆମେ ପ୍ରାୟତଃ ବ୍ୟବହାର କରୁ। ରୋଷେଇ ଘରେ ବ୍ୟବହୃତ ଅନେକ ଜିନିଷ ଆମ ସ୍ବାସ୍ଥ୍ୟ ଉପରେ…

ଘରେ ଆକ୍ୱାରିୟମ୍‌ ରଖିଛନ୍ତି କି? ଜାଣିନିଅନ୍ତୁ ଏସବୁ Vastu ନିୟମ, ନଚେତ…

ଆକ୍ୱାରିୟମ୍‌ରେ ମାଛ ଖୁସିରେ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କୁହାଯାଏ, ମାଛମାନେ ଯେମିତି ଚଳଚଞ୍ଚଳ, ସେମାନଙ୍କୁ ଘରେ ରଖିଲେ ଘରର ବାତାବରଣ ବି କୁଆଡ଼େ ସେମିତି ହୋଇଯାଏ। ତେବେ ଏଥିପାଇଁ ବାସ୍ତୁଶାସ୍ତ୍ରରେ କ’ଣ ସବୁ ନିୟମ ରହିଛି…

ପ୍ରେମିକା ରାଗିଥିବା ବେଳେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ହୋଇଯିବ ବ୍ରେକଅପ!

ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି କଥାକୁ ନେଇ ପ୍ରେମିକା ଅତ୍ୟଧିକ ରାଗି ଯାଇଥାନ୍ତି। ଏହାପରେ ପ୍ରେମିକ ତାଙ୍କୁ ବୁଝାଇବାରେ ଲାଗି…

ଏଭଳି ଉପାୟରେ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଜୀବନରେ କେବେ ମିଳେନାହିଁ ଶାନ୍ତି: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

କ୍ୟାରିୟର, ପଦୋନ୍ନତି, ବୈବାହିକ ଜୀବନ, ଅର୍ଥ, ଶିକ୍ଷା ଏବଂ ବ୍ୟବସାୟ ସହ ଜୀବନର ଅନେକ ସମସ୍ୟା ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି। ତାଙ୍କ ନୀତିକୁ ଜୀବନରେ ଆପଣାଇବା କଷ୍ଟସାଧ୍ୟ। କିନ୍ତୁ ଯେ ତାହା କରିପାରେ ସେହି ବ୍ୟକ୍ତିଙ୍କୁ କେହି…

ଓଜନ କମାଇବା ପାଇଁ ମେଡିସିନ ଛାଡିଦେଇଛନ୍ତି କି? ପୁଣି ବଢିପାରେ ଓଜନ, ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ…

ଭାରତରେ ମେଦବହୁଳତା ଏକ ବଡ଼ ସମସ୍ୟା ହେବାରେ ଲାଗିଛି। ଆଜି, ଏହି ସମସ୍ୟା ଯୋଗୁ, ଅନେକ ଲୋକ ମୋଟାପଣର ଶିକାର ହେଉଛନ୍ତି। ମେଦବହୁଳତା ଯୋଗୁଁ ମଧୁମେହ ଏବଂ ହୃଦଘାତ ସମେତ ଅନେକ ରୋଗ ହେଉଛି। ମହିଳା ଏବଂ ପିଲାଙ୍କଠାରେ ମେଦବହୁଳତା ଅଧିକ…

ଚାକିରି କ୍ଷେତ୍ରରେ ସଫଳ ହେବାକୁ ଚାହାନ୍ତି କି? ଆପଣାନ୍ତୁ ଏସବୁ କଥା, ପିଛା ଛାଡ଼ିବନି ସଫଳତା..

ମନୁଷ୍ୟ ଜୀବନକୁ ସରଳ କରିବାକୁ ନେଇ ‘ଚାଣକ୍ୟ ନୀତି’ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି କାରଣରୁ ଆଜି ବି ଲୋକେ ଏହାକୁ ଅଧ୍ୟୟନ କରିବା ସହ ଦିଆଯାଇଥିବା ପରାମର୍ଶ ଏବଂ ପ୍ରତିକାରକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ଏହି କ୍ରମରେ…

କିସ୍‌ମିସ୍‌ ଖାଇଲେ ଦୂର ହୁଏ ଏହି ୫ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ଦୀର୍ଘଦିନ ଧରି କିସ୍‌ମିସ୍‌ ଖାଇ ଆସୁଛନ୍ତି ମାତ୍ର ଜାଣନ୍ତି କି କିସ୍‌ମିସ୍‌ ଖାଇବାର ସଠିକ୍‌ ତରିକା କ’ଣ? ଆୟୁର୍ବେଦରେ ମଧ୍ୟ କିସ୍‌ମିସ୍‌ ଖାଇବାର ଫାଇଦା ବିଷୟରେ କୁହାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, କିସ୍‌ମିସ୍‌କୁ ଭିଜାଇ ଖାଇଲେ ଏହାର ଦୁଇଗୁଣ ଫାଇଦା ବା…

Nails ରଙ୍ଗ କହିବ ରୋଗ, ଏବେଠୁ ଜାଣି ନିଅନ୍ତୁ…

ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ରୋଗ ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖରେ ପରିବର୍ତ୍ତନ ଦେଖନ୍ତି, ତେବେ ଆପଣ ସତର୍କ ହେଇଯାଆନ୍ତୁ । ନଖ ଯଦି ଧଳା, ହଳଦିଆ କିମ୍ବା ଗୋଲାପୀ ହେଉଛି ଏଥି ପ୍ରତି ଧ୍ୟାନ…

ଦହିରେ ଲୁଣ ମିଶାଇ ଖାଉଛନ୍ତି କି? ଜାଣିନିଅନ୍ତୁ ଏହି ଗୋଟିଏ କଥା, ନଚେତ୍‌ ପସ୍ତାଇବେ

ଯେକୌଣସି ଋତୁ ହେଉ, ସମସ୍ତେ ଖାଦ୍ୟ ସହିତ ଦହି ଖାଇବାକୁ ପସନ୍ଦ କରନ୍ତି। କିଛି ଲୋକ ଏହାକୁ ଚିନି ସହିତ ଖାଇବାକୁ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଲୁଣ ସହିତ ଖାଆନ୍ତି। କିଛି ଲୋକ କିଛି ନ ମିଶାଇ…

ଏହି କାରଣରୁ ଭାରତରେ ବଢୁଛି Cancer ରୋଗୀଙ୍କ ସଂଖ୍ୟା, ବିଶେଷଜ୍ଞ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୯।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ନିକଟରେ ମଦ୍ୟପାନର ଅତ୍ୟଧିକ ସେବନ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି। ଏ ସମ୍ପର୍କରେ, ଭାରତର କିଛି ବିଶେଷଜ୍ଞ ମଧ୍ୟ ବିଶ୍ୱାସ କରନ୍ତି , ଅତ୍ୟଧିକ ମଦ୍ୟପାନ କର୍କଟ ରୋଗର ଆଶଙ୍କା ବୃଦ୍ଧି କରେ।…

Maha Kumbh ପାଣିରେ ହାନିକାରକ ଜୀବାଣୁ, ହୋଇପାରେ ଏସବୁ ସାଂଘାତିକ ରୋଗ!

ନୂଆଦିଲ୍ଲୀ,୧୯।୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୋମବାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ କହିଛି ଯେ କୁମ୍ଭମେଳା ହେଉଥିବା ଗଙ୍ଗାପାଣିରେ ଏକ କ୍ଷତିକାରକ ଜୀବାଣୁର ଅଂଶ ଅଧିକ ପରିମାଣରେ ମିଳିଛି। ଏଥିରେ ‘Faecal Bacteria ’ ଜୀବାଣୁର ସ୍ତର ପ୍ରତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri