ଜୀବନଚର୍ଯ୍ୟା

ଯଦି ମହିଳାଙ୍କ ବଦଳରେ ପୁରୁଷମାନଙ୍କର ଋତୁସ୍ରାବ ହୁଅନ୍ତା, ତେବେ ଦୁନିଆ କିପରି ହୋଇଥାନ୍ତା ?

ନୂଆଦିଲ୍ଲୀ: ୪୭ ବର୍ଷ ପୂର୍ବେ ‘Ms. Magazine’ରେ ଗ୍ଲୋରିଆ ଷ୍ଟେନମଙ୍କ ନିବନ୍ଧ “ଯଦି ପୁରୁଷଙ୍କୁ ମାସିକ ଋତୁସ୍ରାବ ହେଉଥାନ୍ତା” ପ୍ରକାଶିତ ହୋଇଥିଲା, ଯେଉଁଥିରେ ସମାଜରେ ମହିଳାଙ୍କ ପ୍ରତି ଋତୁସ୍ରାବ ନେଇ ଥିବା ପକ୍ଷପାତମୂଳକ ଦୃଷ୍ଟିକୋଣ ଓ ବୈଷମ୍ୟକୁ ତୀକ୍ଷ୍ଣ ଭାବେ ଉପସ୍ଥାପନ…

ବିଶ୍ୱ ଗର୍ଭନିରୋଧ ଦିବସ ୨୦୨୫: ଗର୍ଭଧାରଣ ରୋକିବା ସହିତ ନିରାପଦ ଯୌନ ସମ୍ପର୍କ କାହିଁକି ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ସେପ୍ଟେମ୍ବର ୨୬ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ଗର୍ବନିରୋଧ ଦିବସ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ନିରାପଦ ଯୌନ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ୨୦୨୫ ବର୍ଷରେ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…

ଖୁବ୍‌ଶୀଘ୍ର ହେବ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହିସବୁ ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ କୁପ୍ରଭାବ

ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ସେ ଲୋକମାନଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ପୁରସ୍କାର ଦିଅନ୍ତି। ଯେତେବେଳେ ଶନି ତାଙ୍କର ସ୍ଥାନ କିମ୍ବା ନକ୍ଷତ୍ର ପରିବର୍ତ୍ତନ କରନ୍ତି, ଏହା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ। କିଛିଙ୍କ ପାଇଁ,…

ଏହି ଗୋଟିଏ ରାଶି ପାଇଁ ସବୁଠୁ ଭଲ ଅକ୍ଟୋବର, ମିଳିବ କେବଳ ସଫଳତା ହିଁ ସଫଳତା

ଅକ୍ଟୋବର ମାସଟି ୧୨ ରାଶି ମଧ୍ୟରୁ ଗୋଟିଏ ରାଶି ପାଇଁ ବହୁତ ଚମତ୍କାର। ଅକ୍ଟୋବରରେ କେବଳ ମିଳିବ ସଫଳତା ହିଁ ସଳଫତା। ଏପରି ସୌଭାଗ୍ୟଶାଳୀ ରାଶି ହେଉଛି ମକର। ମାସର ପ୍ରଥମାର୍ଦ୍ଧ ସୁଦ୍ଧା, ମକର ରାଶି ବ୍ୟକ୍ତି ବିଶେଷଙ୍କ କ୍ୟାରିୟର, ବ୍ୟବସାୟ…

Paracetamol ଯୋଗୁ ବଢୁଛି Autismର ଆଶଙ୍କା, ଟ୍ରମ୍ପଙ୍କ ଏଭଳି ଦାବି ନେଇ କ’ଣ କହିଲେ WHO ଏକ୍ସପର୍ଟ? 

ନୂଆଦିଲ୍ଲୀ,୨୩।୯: ବିଶ୍ୱର ସବୁଠାରୁ ଲୋକପ୍ରିୟ ଔଷଧ ମଧ୍ୟରୁ ଗୋଟିଏ ପାରାସିଟାମଲ୍‌ ନିକଟରେ ଏକ ବଡ଼ ବିବାଦରେ ଫସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଗର୍ଭବତୀ ମହିଳାମାନେ ଟାଇଲେନଲ୍‌(ପାରାସିଟାମଲର ବ୍ରାଣ୍ଡ ନାମ, ଯାହା ଆମେରିକାରେ ଏହି ନାମରେ ଜଣାଶୁଣା)…

ଅକ୍ଟୋବରରେ ହେବ ବଡ଼ ପରିବର୍ତ୍ତନ: ଏହି ରାଶିର ଘଟିବ ରାଜଯୋଗ, ମିଳିବ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତି ଏବଂ ସ୍ଥିତି ଉପରେ ଆଧାରିତ ଅକ୍ଟୋବର ମାସ ବହୁତ ବିଶେଷ ହେବ। ଏହି ମାସରେ ଅନେକ ପ୍ରମୁଖ ଗ୍ରହର ରାଶି ପରିବର୍ତ୍ତନ ହେବ, ଯାହା ସମସ୍ତ ୧୨ଟି ରାଶି ଏବଂ ସମଗ୍ର…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବରଦାନ ଗାଜର, ନିୟନ୍ତ୍ରଣରେ ବି ରହିବ ବ୍ଲଡ୍‌ପ୍ରେସର

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍ସ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରିହୋଇ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅସ୍ଥି ଓ ମଜ୍ଜାକୁ ଶକ୍ତ କରିଥାଏ। ତେବେ ଏହାର ଆଉ…

ମୁଣ୍ଡବ୍ୟଥା ହେଉଛି କି…ଆପଣାନ୍ତୁ ଏହି ସରଳ ଉପାୟ

ଆଜିକାଲି ପ୍ରାୟ ମୁଣ୍ଡବ୍ୟଥା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଖାଦ୍ୟପେୟ ଠିକ୍‌ ସମୟରେ ନ ଖାଇଲେ, ଆବଶ୍ୟକ ମୁତାବକ ପାଣି ନ ପିଇଲେ ଏହାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଏଥିରୁ ଉପଶମ ପାଇବା ଲାଗି କେତୋଟି ସରଳ ତଥା…

ଚର୍ବି କମାଇବାକୁ ଚାହୁଁଥିଲେ… ଖାଦ୍ୟରେ ସାମିଲ କରନ୍ତୁ…

ଟମାଟୋରେ ଅନେକ ଉପକାରୀ ଗୁଣ ରହିଛି। ଆପଣ ଚର୍ବିଜନିତ ସମସ୍ୟା ସହ ଜଡ଼ିତ କି? ଯଦି ହଁ, ତେବେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ଟମାଟୋ ସାମିଲ କରନ୍ତୁ। ଏହା ଶରୀରରେ ଚର୍ବି ପରିମାଣ କମାଇବାରେ କେତେକାଂଶରେ ସାହାଯ୍ୟ କରିଥାଏ ବୋଲି…

ବଢୁଛି ହାର୍ଟଆଟାକ୍‌ ଆଶଙ୍କା: ଜାଣନ୍ତୁ କେମିତି ରଖିବେ ହାର୍ଟକୁ ସୁସ୍ଥ

ଆଜିର ସମୟରେ ଚିନ୍ତାଜନକ ହେଉଛି ହୃଦ୍‌ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ତଥ୍ୟ ଅନୁଯାୟୀ ପ୍ରତିବର୍ଷ ପାଖାପାଖି ୧ କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଅସ୍ବାଭାବିକ ମୃତ୍ୟୁ ହୃଦ୍‌ରୋଗ ଯୋଗୁ ଘଟୁଛି। ଶାରୀରିକ ପରିଶ୍ରମର ଅଭାବ, ନିଶାଦ୍ରବ୍ୟ ସେବନ, ମାନସିକ ଚାପ,…

ନଖରେ ଦେଖାଯାଉଛି କି ଏପରି ଚିହ୍ନ, ବୁଝି ନିଅନ୍ତୁ ଏହି ଲକ୍ଷଣ ହୋଇପାରେ ଗମ୍ଭୀର ରୋଗର କାରଣ

ଆପଣଙ୍କ ନଖରେ ଛୋଟ ଦାଗ, ଧଳା ରେଖା, କିମ୍ବା ଦୁର୍ବଳ ଦାଗ ଦେଖାଯାଉଛି କି? ଏହି ଲକ୍ଷଣଗୁଡ଼ିକ ଆମ ସ୍ବାସ୍ଥ୍ୟ ସହିତ ଗଭୀର ଭାବରେ ଜଡ଼ିତ। ନଖ କେବଳ ଆପଣଙ୍କ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ନୁହେଁ, ଏହା ଆମ…

Mouth Ulcerର ଘରୋଇ ଉପଚାର

ପାଟି ଘା’ ଏକ ସାଧାରଣ ସମସ୍ୟା, ଏବଂ ଅଧିକାଂଶ ଲୋକ କୌଣସି ସମୟରେ ଏହା ଅନୁଭବ କରନ୍ତି। ଏହି ଛୋଟ ଘା’ ପ୍ରାୟତଃ ଓଠ, ଜିଭ, ଗାଲ କିମ୍ବା ପାଟିର ଭିତର ଭାଗରେ ଦେଖାଯାଏ। ଏହି ଘା’ ଖାଇବା ଏବଂ ପିଇବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?