ସ୍ବାସ୍ଥ୍ୟ ପାଇଁ ଉପକାରୀ ଶାଗୁଦାନା
ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ କେତେକେ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି! ଏସମୟରେ ଶାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ ପାଇଁ ତାହା ଅଧିକ ନିରାମୟ ଏବଂ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି…
ପେଟରୁ ଫ୍ୟାଟ୍ କମାଏ ଏହି ପାନୀୟ
ସୁପର୍ ଫୁଡ୍ ଗାଜରରେ ଅତ୍ୟଧିକ ଫାଇବର୍ ରହିଛି। ଏକ ଗ୍ଲାସ୍ ଗାଜର ରସ ସକାଳୁ ପିଇଲେ ମଧ୍ୟାହ୍ନ ଯାଏ ଭୋକ ଲାଗେନାହିଁ। ଗାଜର ରସରେ ବାଇଲ୍ ଥିବାରୁ ଏହା ପେଟରୁ ଫ୍ୟାଟ କମାଇଦିଏ। ଲେମ୍ବୁରସରୁ ଖୁବ୍ କମ୍ କ୍ୟାଲୋରି ମିଳେ। ଏଣୁ…
ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ
ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ। କିନ୍ତୁ ଜାଣିଛନ୍ତି କି, ଦ୍ୱିତୀୟ ଥର ଗରମ କରି ଖାଉଥିବା ଖାଦ୍ୟ ଆମ ଶରୀର…
ବର୍ଷାଦିନେ ମହିଳାଙ୍କ ଟେନଶନ୍, କ’ଣ ପିନ୍ଧିବେ
ବର୍ଷାଦିନେ ମହିଳାଙ୍କ ଟେନଶନ୍ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍ କରିବା ସହିତ ଫ୍ୟାଶନ୍ ସହିତ ଯୋଡ଼ି ରଖେ। ଏଥିପାଇଁ ଆଜି ଆପଣଙ୍କ ଲାଗି ଫ୍ୟାଶନ୍ ଟିପ୍ସ ଦେଉଛୁ ଯାହାର ସାହାଯ୍ୟ ନେଇ ନିଜକୁ ଷ୍ଟାଇଲିଶ୍…
ହାଣ୍ଡି ପନିର
ଆବଶ୍ୟକ ସାମଗ୍ରୀ: ପନିର (୨୦୦ଗ୍ରାମ୍), ଅଳ୍ପ ପରିମାଣର ଅଦା(ଘସା ହୋଇଥିବା), ହଳଦୀଗୁଣ୍ଡ (ଅଧା ଚାମଚ), ଗରମ ମସଲା (ଅଧା ଚାମଚ), ଟମାଟୋ (ଗୋଟିଏ), ଗୋଲମରିଚ ଗୁଣ୍ଡ (ଅଳ୍ପ ପରିମାଣର), ୩ଟି ଛୋଟ ଆକାରରେ କଟା ହୋଇଥିବା ପିଆଜ, ଦହି (ଅଧାକପ୍), ଛୋଟ…
ଫେସପ୍ୟାକ୍
ମୁଖକୁ ସୁନ୍ଦର କରିବାକୁ ହେଲେ ମହିଳାମାନେ କେତେ ଉପାୟ ଆପଣାଇଥାନ୍ତି। ଏହି ଉପାୟ ମଧ୍ୟରୁ ଫେସପ୍ୟାକ୍ ଅନ୍ୟତମ। ଯାହାର ସହାୟତାରେ ମହିଳାମାନେ ଆକର୍ଷକ ଦେଖାଯାନ୍ତି। ଫେସପ୍ୟାକ୍କୁ ମହିଳା ଘରେ ହିଁ ଆପଣାଇଥାନ୍ତି ଓ ସୁନ୍ଦର ହେବାର ଇଚ୍ଛା ରଖିଥାନ୍ତି। କିନ୍ତୁ ଦେଖାଯାଏ…
କେମିତି ଚମକିବ ବାସନ
ସବୁ ମହିଳାଙ୍କୁ ପସନ୍ଦ ସେମାନଙ୍କ ରୋଷେଇ ଘରର ବାସନ କେମିତି ଚମକିବ । କିନ୍ତୁ ବାସନରେ ଯଦି ପୋଡ଼ା ଦାଗ ରହିଯାଏ ତେବେ ତାକୁ ସଫା କରିବା ସମସ୍ୟା ଦେଖାଯାଏ । ବାସନକୁସନ ସହଜରେ ସଫା କରିପାରିବେ ଜାଣନ୍ତୁ ସେ ସମ୍ପର୍କରେ……
ରାତିରେ ହେଉନି ନିଦ; ତେବେ ପିଅନ୍ତୁ ଏହି ଜୁସ୍…
ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। ନିଦ ଶରୀର ପାଇଁ ଅତି ଜରୁରୀ। ଶରୀରକୁ ଆରାମ ନ ମିଳିଲେ ନାନାପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଅନିଦ୍ରା ସମସ୍ୟା…
କୋଇଲା ଆଞ୍ଚରୁ ପ୍ରସ୍ତୁତ ଖାଦ୍ୟ ହୃଦ୍ରୋଗ ଆଶଙ୍କା ବଢାଏ
ଭୋଜନ ପ୍ରସ୍ତୁତ ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଇଲାର ବ୍ୟବହାର ଯୋଗୁ ହୃଦ୍ରୋଗ ସମ୍ବନ୍ଧୀୟ ସମସ୍ୟାରେ ମୃତ୍ୟୁ ଆଶଙ୍କା ବଢ଼ିଥାଏ। ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରିଟେନ୍ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଡିରେକ୍ ବେନେଟ୍ଙ୍କ ମତରେ, ଗବେଷଣାରୁ ପରାମର୍ଶ ଦିଆଯାଇଛି ଯେ,…
ବହୁରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…
ସ୍ବାସ୍ଥ୍ୟ ହିଁ ସମ୍ପଦ। ଏହାକୁ ସୁରକ୍ଷିତ ରଖିଲେ ଜୀବନ ଯାତ୍ରା ସହଜ ହୋଇଥାଏ। ଅତି ପ୍ରାଚୀନ କାଳରୁ ଶରୀର ରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। ତେବେ ସୁସ୍ଥ ରହିବାର ସହଜ ସୂତ୍ର ହେଉଛି ସବୁବେଳେ ଖୁସି ରହିବା। ଏହା…
ନର୍ମାଲ ଡେଲିଭରି ଚାହୁଁଥିଲେ ଗର୍ଭାବସ୍ଥାରେ କରନ୍ତୁ ଏହି ଯୋଗ
ଆଜିକାଲି ନର୍ମାଲ ଡେଲିଭରି ସମ୍ପର୍କରେ ଖୁବ୍ କମ୍ ଶୁଣିବାକୁ ମିଳେ। ଏହାର କାରଣ ହେଲା ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଇତ୍ୟାଦି। ଅଧିକାଂଶ ଅପରେଶନ ମାଧ୍ୟମରେ ଡେଲିଭରି କରାଉଛନ୍ତି। ଫଳରେ ମହିଳାମାନେ ପରବର୍ତ୍ତୀ ସମୟରେ ନାନା ସମସ୍ୟାରେ ପଡୁଛନ୍ତି। ଯଦି…
ଶରୀରର କୌଣସି ଅଂଶ ପୋଡିଗଲେ….
ନିଆଁରେ ଶରୀରର କୌଣସି ଅଂଶ ପୋଡ଼ିଗଲେ, ତା’ର ଜ୍ୱଳନ ଯନ୍ତ୍ରଣା ବରଦାସ୍ତ କରିବା ବହୁତ ମୁସ୍କିଲ୍। ଜଳିଯାଇଥିବା ତ୍ୱଚା ଉପରେ ତୁରନ୍ତ ଥଣ୍ଡା ପାଣି ଢାଳିଲେ ଆରାମ ମିଳିଥାଏ। ଏହାଦ୍ୱାରା ଯନ୍ତ୍ରଣା ଲାଘବ ହୋଇଥାଏ। କିନ୍ତୁ ଧ୍ୟାନ ରଖିବେ, ପୋଡ଼ି ହୋଇଥିବା…

