ଜୀବନଚର୍ଯ୍ୟା

ବେଶ୍‌ ଉପକାରୀ କଦଳୀ ଚୋପା

କଞ୍ଚା ଅବା ପାଚିଲା କଦଳୀ ଉଭୟର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଅଧିକାଂଶ କ୍ଷେତ୍ରରେ କଦଳୀ ଖାଇବା ପରେ ଚୋପାକୁ ଫିଙ୍ଗି ଦିଆଯାଏ। କିନ୍ତୁ ଜାଣନ୍ତି, କଦଳୀ ଚୋପାରେ ଭରପୂର୍‌ ମାତ୍ରାରେ ନ୍ୟୁଟ୍ରିଏଣ୍ଟ୍‌ସ ଥାଏ, ଯାହା ଓଜନ ହ୍ରାସ କରିବା…

ଚିନ୍ତା, ଦେହହାତ ଦରଜ ଦୂର କରେ ମୂର୍ଚ୍ଛା ପ୍ରାଣାୟାମ

ମୂର୍ଚ୍ଛା ପ୍ରାଣାୟାମ ଚିନ୍ତା, ଦେହହାତ ଦରଜ ଏବଂ ମାନସିକ ଅବସାଦ ଦୂର କରିଥାଏ। ଏହା ମନକୁ ଶାନ୍ତ କରେ। ମୂର୍ଚ୍ଛା ପ୍ରାଣାୟାମ କରିବା ଶୈଳୀ : ଦୁଇ ଗୋଡ଼କୁ ଜଙ୍ଘ ଉପରେ ରଖି ପଦ୍ମାସନରେ ବସନ୍ତୁ। ଦୁଇ ଆଖି ବନ୍ଦ କରନ୍ତୁ।…

ହାର୍ଟ ଆଟାକ୍‌ ଆଶଙ୍କା ଦୂର କରେ ଏହି ପାଣି…

ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧଗ୍ଲାସେ ହଳଦୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଫାଳେ ଲେମ୍ବୁ, ଗୋଟେ ଚାମଚର ଏକ ଚତୁର୍ଥାଂଶ ହଳଦୀ, ଗୋଟେ ଗ୍ଲାସ୍‌ ଗରମ ପାଣି ଓ ଅଳ୍ପ ମହୁ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ। ହାର୍ଟ…

ବାତରକ୍ତ ସମସ୍ୟା ଦୂର କରିବ ଅମୃତଭଣ୍ଡା ଚା’

ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ଅଧିକ ହେଲେ ବାତରକ୍ତ ସମସ୍ୟା ଉପୁଜିଥାଏ। ଏହି ରୋଗ ଯୋଗୁ ଜଏଣ୍ଟ୍‌ ପେନ୍‌ ଯନ୍ତ୍ରଣା ପୀଡ଼ିତକୁ ଦରମରା କରିପକାଏ। ଯନ୍ତ୍ରଣା ଲାଘବ କରିବାକୁ ଚାହଁୁଥିଲେ, ଅମୃତଭଣ୍ଡା ଚା’ ଏ କ୍ଷେତ୍ରରେ ରାମବାଣ ପରି ସହାୟକ ହେବ।…

କ୍ୟାନସର୍‌ ସହ ଲଢ଼ିବ ଖଜୁରୀ

ଏସିଆ ମହାଦେଶର ଅଧିକାଂଶ ସ୍ଥାନରେ ଖଜୁରୀ ଗଛ ପ୍ରଚୁର ମାତ୍ରାରେ ଦେଖାଯାଏ। ଏବେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଏହି ଖଜୁରୀରେ ମହଜୁଦ୍‌ ଜରୁରୀ ତତ୍ତ୍ୱ କ୍ୟାନସର୍‌ ନାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗବେଷଣାରୁ ଜଣାପଡ଼ିଛି, ଖଜୁରୀ…

ଜାଣନ୍ତୁ ବର୍ଷାଦିନେ କିଭଳି ନେବେ ଗଛର ଯତ୍ନ

ଋତୁ ଅନୁସାରେ ଆମକୁ ଗଛର ଯତ୍ନନେବାକୁ ପଡ଼ିଥାଏ। ତେବେ ବର୍ଷାଦିନେ କିଭଳି ଯତ୍ନନେବା ଜାଣନ୍ତୁ ସେ ସମ୍ପର୍କରେ… . ବର୍ଷାଦିନେ ଜୈବିକ ସାର ପ୍ରୟୋଗ କରନ୍ତୁ। ବର୍ଷାଦିନେ ଏହି ସାର ଗଛ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ଗଛର ଉତ୍ତମ ବୃଦ୍ଧି…

ବର୍ଷାଦିନେ ପ୍ରଫେସନାଲ ଏବଂ ଷ୍ଟାଇଲିଶ ଲୁକ୍‌ ପାଇବା ପାଇଁ ଆପଣାନ୍ତୁ କିଛି ଫ୍ୟାଶନ ଟିପ୍ସ…

ବର୍ଷାଦିନେ ନୀଳ, ଲାଲ୍‌, କମଳା ରଙ୍ଗର କପଡ଼ା ପିନ୍ଧନ୍ତୁ। ଧଳାରଙ୍ଗର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ବର୍ଷାରେ ଏହା ଖୁବ୍‌ ଶୀଘ୍ର ନଷ୍ଟହେବା ସମ୍ଭାବନା ଥାଏ। ଲମ୍ବା ପ୍ୟାଣ୍ଟ୍‌ ଏହିଦିନେ ପିନ୍ଧନ୍ତୁ ନାହିଁ। ଯଦି ପିନ୍ଧୁଛନ୍ତି ତେବେ ଆପଣ ଚାହିଁଲେ ଏହାକୁ ଆପଣଙ୍କ…

ମନ୍‌ସୁନ୍‌ ଡାଏଟ୍‌

ମନ୍‌ସୁନ୍‌ ଡାଏଟ୍‌କୁ ଟାଇଟ୍‌ ରଖିବା ନିହାତି ଜରୁରୀ। କାରଣ ବର୍ଷାରେ ଗରମରୁ ମୁକ୍ତି ମିଳିଥାଏ ସତ, କିନ୍ତୁ ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଏହି ଋତୁରେ ଖାଦ୍ୟ ଠିକ୍‌ ଭାବେ ହଜମ ହୋଇ ନ ଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡ଼େ।…

ବର୍ଷାଦିନେ ତ୍ୱଚାର ଯତ୍ନ

ବର୍ଷାଦିନେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ, ଯାହାର ସମାଧାନ ନିହାତି ଜରୁରୀ। ଜାଣନ୍ତୁ ଏ ନେଇ କିଛି ଟିପ୍ସ… ଏହିଦିନେ ଅଧିକ ମେକ୍‌ ଅପ୍‌ ନିଅନ୍ତୁ ନାହିଁ। କାରଣ ବର୍ଷାରେ ଭିଜିଲେ ମେକ୍‌ଅପ୍‌ ଖରାପ ହେବା ସମ୍ଭାବନା ରହିଛି। ଯଦି ଆପଣଙ୍କ…

ସ୍ନାୟୁରୋଗରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ୧୫ ମିନିଟ୍‌ କରନ୍ତୁ ଏହି ଆସନ…

ସିଂହାସନ ଆସନର ନାମ ଅନୁସାରେ ଏହାକୁ ସେଭଳି କରିବାକୁ ମଧ୍ୟ ପଡିଥାଏ। ଏହି ଆସନରେ ସିଂହ ଭଳି ବସିବାକୁ ପଡିଥାଏ। ସିଂହାସନ କରିବା ଦ୍ୱାରା ଆଖି,ମୁହଁ ଓ ବେକର ବ୍ୟାୟାମ ହୋଇଥାଏ। ଏହାଦ୍ୱାରା ଶରୀର ଭିତରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଯିବା…

ଏଚ୍‌ଆଇଭି ପୀଡ଼ିତଙ୍କ ଲାଗି ନୂଆ ଆଶା

ବୈଜ୍ଞାନିକମାନେ ମୂଷାର ଡିଏନ୍‌ଏରୁ ସଫଳତାର ସହ ଏଚ୍‌ଆଇଭି ଦୂର କରିପାରିଛନ୍ତି। ଏହି ପଦ୍ଧତି ଆଗକୁ ମଣିଷଙ୍କଠାରେ ପ୍ରୟୋଗ କରାଯିବ ଓ ସଫଳତା ମିଳିବ ବୋଲି ଗବେଷକମାନେ ଆଶାବାଦୀ। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ ଏହାକୁ ସ୍ବିକୃତୀ ଦେଲେ ଏହାର କ୍ଲିନିକାଲ…

ଡାଇବେଟିସ ଓ କିଡ୍‌ନୀ ସମସ୍ୟା ଦୂର କରେ ରୁଇବୋସ ଚା

ଭାରତରେ ଏବେ ରୁଇବୋସ ଚା’ର ଆଦର ବୃଦ୍ଧି ପାଇଛି। ଏହା ଏକ ପ୍ରକାର ରେଡ୍‌ ଟି। ଦକ୍ଷିଣ ଅଫ୍ରିକାର ଓ୍ବେଷ୍ଟନର୍ର୍ କେପ୍‌ ପ୍ରୋଭିନ୍ସରେ ମିଳୁଥିବା ଏକ ଗଛର ପତ୍ରରୁ ଏହା ପ୍ରସ୍ତୁତ କରାଯାଏ। ଏହାକୁ ବି ଆଫ୍ରିକାନ୍‌ ରେଡ୍‌ ଟି କୁହାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?