ଯନ୍ତ୍ରଣାରୁ ଉପଶମ ଦେବ ଡିଭାଇସ
କାଲିଫର୍ନିଆରେ ଥିବା ମେଡ୍ଟେକ୍ କମ୍ପାନୀ ଅଧୀନ ମାୟୋସାଇନ୍ସ ନାମକ ସଂସ୍ଥାର ଗବେଷକମାନେ ଏକ ଆୟୋଭେରା-ସି କ୍ରାୟୋଆନାଲଜେସିଆ ଡିଭାଇସ ପ୍ରସ୍ତୁତ କରିଛନ୍ତି। ଏହା ଯନ୍ତ୍ରଣା ଲାଘବ କରିବାରେ ଅନେକାଂଶରେ ସହାୟକ ହୋଇପାରିବ। ବିଶେଷଭାବରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କ୍ଷେତ୍ରରେ ଏହା ଉପକାରୀ ସାବ୍ୟସ୍ତ ହେବ…
କୋଲୋନ୍ କ୍ୟାନ୍ସର ଓ ଭେଣ୍ଡି
କୋଲୋନ୍ କ୍ୟାନ୍ସରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଭେଣ୍ଡି ଉପକାରୀ ସାବ୍ୟସ୍ତ ହୋଇଥାଏ। ୟୁନିଭର୍ସିଟି ଅଫ୍ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ଭେଣ୍ଡିର ସ୍ବାସ୍ଥ୍ୟୋପକାରୀ ଗୁଣ ସମ୍ପର୍କରେ ଗବେଷଣା କରିବା ସମୟରେ ଏ ସମ୍ପର୍କରେ ଜାଣିପାରିଛନ୍ତି। ସେମାନଙ୍କ ଦ୍ୱାରା ସମ୍ପାଦିତ ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି।…
ହାର୍ଟ ଆଟାକ୍ରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଏଥିରୁ ଚାମୁଚେ…
ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଚାମୁଚେ ଗୁଆଘିଅ ସାମିଲ କଲେ ବେଶ୍ ସୁଫଳ ମିଳିଥାଏ। ଏହା ହାର୍ଟ ଆଟାକ୍ ଓ ମେଦବହୁଳତା ଆଶଙ୍କା ଦୂର କରେ। ଗୁଆଘିଅ ଖାଇଲେ ରକ୍ତରେ ଏଚ୍ଡିଏଲ ସ୍ତର ବୃଦ୍ଧି ପାଏ। ଯାହାକି ହାର୍ଟ…
ସ୍ତନ୍ୟପାନ କରାଉଥିଲେ ଧୂମପାନ ହାନିକାରକ
ଧୂମପାନ କରିବା ଏବଂ ଏହା ସଂସ୍ପର୍ଶରେ ରହିବା ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସବୁଠୁ ଅଧିକ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ, ଯେଉଁମାନେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥାନ୍ତି। ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା’ମାନେ ଯଦି ଘରେ ଧୂମପାନ ସଂସ୍ପର୍ଶରେ ଆସନ୍ତି,…
ଅତ୍ୟଧିକ ଆମ୍ବ ସେବନ ସ୍ବାସ୍ଥ୍ୟପକ୍ଷେ ହାନିକାରକ
ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ତା’ଠୁ ଅଧିକ ସ୍ବାଦିଷ୍ଟ। ବର୍ଷାଦିନରେ ଆମ୍ବର ମଜା ନେବାକୁ ପ୍ରାୟ ସମସ୍ତଙ୍କୁ ବେଶି ପସନ୍ଦ ହୋଇଥାଏ। ଏହା ପୋଷକ ତତ୍ତ୍ୱ ସହ ଭିଟାମିନ ଇ, କପର, ପୋଟାସିୟମ, ଆଇରନ ଆଦିରେ ଭରପୂର ହୋଇଥାଏ। ଏହା…
ଫାଷ୍ଟଫୁଡ୍ ଖାଉଥିଲେ କିଛି କଥା ପ୍ରତି ଦିଅନ୍ତୁ ଧ୍ୟାନ, ରହିବେ ସୁସ୍ଥ
ବଜାରରେ ମିଳୁଥିବା ଫାଷ୍ଟଫୁଡ୍ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ପାଟିକୁ ସୁଆଦିଆ ମାତ୍ର ଦେହ ପ୍ରତି କ୍ଷତିକାରକ। ଫାଷ୍ଟଫୁଡ୍ ଖାଇବା ପରେ କିଛି କଥା ପ୍ରତି ଧ୍ୟାନ ଦେଲେ ପେଟ ଭାରି ଭାରି ଲାଗି ନ ଥାଏ। ଫାଷ୍ଟଫୁଡ୍…
ଟ୍ରେଣ୍ଡି ରେନ୍କୋଟ୍
ବର୍ଷାଦିନେ ଛତା ଓ ରେନ୍କୋଟ୍ର ଚାହିଦା ଖୁବ୍ ବଢ଼ିଯାଏ। ଆଉ ସେହି ଚାହିଦାକୁ ଦେଖି ଦିନକୁ ଦିନ ନୂଆ ନୂଆ ଡିଜାଇନ୍ର ଛତା ଓ ରେନ୍କୋଟ୍ ବି ମାର୍କେଟ୍କୁ ଆସିଥାଏ। ଏଠାରେ ସେମିତି କିଛି ଟ୍ରେଣ୍ଡି ରେନ୍କୋଟ୍ ସମ୍ପର୍କରେ ଉଲ୍ଲେଖ କରାଗଲା,…
ଆର୍ଥ୍ରାଇଟିସ୍ ସମସ୍ୟାରୁ ମୁକୁଳିବା ପାଇଁ…
ତୁଳସୀ ପତ୍ର ବା ଏହାର ରସ ନିୟମିତ ସେବନ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁସ୍ଥ ରୁହନ୍ତି ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦିଅନ୍ତି। କାରଣ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ। ତେବେ ଆର୍ଥ୍ରାଇଟିସ୍ ପାଇଁ ଏହା ଖୁବ୍…
ସକାଳେ ଏଥିରୁ ଅଧାଗ୍ଲାସେ ରଖେ କିଡ୍ନୀ ଷ୍ଟୋନ୍ରୁ ଦୂରେଇ…
ସକାଳୁ ନିତ୍ୟକର୍ମ ସାରି ଅଙ୍ଗୁର ଜୁସ୍ ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍ ଭଲ। କିଡ୍ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ଅଧାଗ୍ଲାସେ ଅଙ୍ଗୁର ଜୁସ୍ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଙ୍ଗୁରରେ ପୋଟାସିୟମ ସହିତ…
ବିଭିନ୍ନ ରୋଗ ନାଶ କରେ କଞ୍ଚାଲଙ୍କା
କଞ୍ଚାଲଙ୍କା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ଖାଲି ଏତିକି ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେ… ଭିଟାମିନ୍ରେ ଭରପୂର କଞ୍ଚାଲଙ୍କା ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଭିଟାମିନ ‘ଏ’, ଭିଟାମିନ ବି-୬ ଏବଂ…
ବର୍ଷାଦିନେ ଏହି ୪ ସ୍ଥାନ ଭ୍ରମଣ: ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ
ଖରାର ପ୍ରକୋପ ପରେ ମୌସୁମୀର ଆଗମନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ଏ ନେଇ ଅନେକ ଦୂରସ୍ଥାନକୁ ଯାତ୍ରା ଲାଗି ପ୍ଲାନ ମଧ୍ୟ କରିଥା’ନ୍ତି। ବର୍ଷାଦିନେ ଯଦି ଆପଣ ଦର୍ଶନୀୟ ସ୍ଥାନ ଯିବା କଥା ଭାବୁଛନ୍ତି, ତେବେ ଏପରି କିଛି ସ୍ଥାନ ବିଷୟରେ…
ବର୍ଷାଦିନ ଖାଦ୍ୟପେୟ: ଯାହା ଶରୀରକୁ ରଖେ ସୁସ୍ଥ
ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଏପରି କିଛି ଜିନିଷ ରହିଛି,…
Archives


