ଜୀବନଚର୍ଯ୍ୟା

ଓଜନ କମ୍‌, ହାର୍ଟ ସୁସ୍ଥ ରଖିବା ପାଇଁ ଚଢ଼ନ୍ତୁ ଶିଡ଼ି

ଓଜନ କମ୍‌ ପାଇଁ ନିୟମିତ ରୂପେ ଜିମ୍‌ ଯିବା ସହ ଡାଏଟ୍‌ କରିବା ଲାଭଦାୟକ। ଏହା ଶରୀରକୁ ସୁସ୍ଥ ରଖିଥାଏ। ଯଦି ଆପଣ କର୍ମଜୀବୀ ଏବଂ ଆପଣଙ୍କ ପାଖରେ ସମୟର ଅଭାବ ରହିଛି ତେବେ କିଛି ସହଜ ଉପାୟରେ ମଧ୍ୟ ଆପଣ…

ପାଲକ ଡାଲ୍‌ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ: ଛୋଟ ଛୋଟ କଟା ପାଳଙ୍ଗ ଶାଗ ୧ କପ୍‌, ୧ଟି କଟା ପିଆଜ, ୨ଟି କଟା ଟମାଟୋ, ଦେଢ଼ କପ୍‌ ଚାଉଳ, ଡାଲି ୧ କପ୍‌, ୧ ଚାମଚ ଲେଖାଏଁ ଜିରା, ସୋରିଷ, ଧନିଆଗୁଣ୍ଡ, ହଳଦୀଗୁଣ୍ଡ, ଘିଅ, ଅଦା,…

ଏପରି ସଜାନ୍ତୁ ଡ୍ରଇଂ ରୁମ୍‌

ଡ୍ରଇଂରୁମ୍‌ର ସାଜସଜ୍ଜା ଆପଣଙ୍କ ସମ୍ପୂର୍ଣ୍ଣ ଘର ସହିତ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଡ୍ରଇଂରୁମ୍‌ କିପରି ସଜାଇବେ ଜାଣିରଖନ୍ତୁ ଟିପ୍ସ.. ସବର୍ବପ୍ରଥମେ ଏକ ଗ୍ରାଫ୍‌ ପ୍ରସ୍ତୁତକରି ଡ୍ରଇଂରୁମ୍‌ର କେଉଁ ସ୍ଥାନରେ କ’ଣ ରହିବ ପ୍ଲାନ୍‌ କରନ୍ତୁ।…

କର୍ମଜୀବୀ ମହିଳା ଓ ପରିଚ୍ଛନ୍ନତା

ସୌନ୍ଦର୍ଯ୍ୟ ସହ ପରିଚ୍ଛନ୍ନତା ଓତପ୍ରୋତ ଭାବେ ଜଡ଼ିତ ା ପ୍ରତ୍ୟେକ ସୁନ୍ଦରୀ ନାରୀ ପରିଷ୍କାର ପରିଚ୍ଛନ୍ନ ନ ରହିପାରନ୍ତି, କିନ୍ତୁ ପ୍ରତ୍ୟେକ ପରିଚ୍ଛନ୍ନ ନାରୀ ସୁନ୍ଦରୀ ନିଶ୍ଚୟ ା ଅପରପକ୍ଷରେ ଯେଉଁମାନେ ସଫାସୁତୁରା ରହିଥାନ୍ତି ସେମାନେ ନିଜକୁ ଅନେକ ରୋଗରୁ ରକ୍ଷାକରିବା…

ବ୍ଲାକ୍‌ ହେଡ୍ସରୁ ମୁକ୍ତି

ମୁହଁର ଗଢ଼ଣ ଯେତେ ଭଲ ହୋଇଥାଉ ନା କାହିଁକି ଏହା ଉପରେ ସାମାନ୍ୟ ବ୍ଲାକ୍‌ ହେଡ୍ସ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ବିଗାଡ଼ିଦେଇଥାଏ। ଯଦି ଆପଣ ବି ବ୍ଲାକ୍‌ ହେଡ୍ସ ସମସ୍ୟା ପାଇଁ ଚିନ୍ତିତ, ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ… ଗୋଟିଏ ପାଚିଲା…

ସ୍ତନ କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମାଛ ଶରୀର ପାଇଁ ଉପକାରୀ। ସପ୍ତାହରେ ଥରେ ମାଛ ଖାଇଲେ ସ୍ତନ କର୍କଟରୁ ମୁକ୍ତି ମିଳିଥାଏ ବୋଲି ମିସିଗାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗବେଷକଙ୍କ ମତରେ ଯେଉଁମାନେ ସପ୍ତାହକୁ ଦୁଇ ତିନି ଥର ମାଛ ଖାଉଛନ୍ତି…

ହାଇ ବ୍ଲଡ ପ୍ରେସର କମ୍‌ କରିବାରେ ସାହାଯ୍ୟ କରେ ସାରୁ

ସାରୁ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ। ହେଲେ ଏହା ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ସାରୁରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଏକ କପ୍‌ ସାରୁରେ ପାଖାପାଖି ୩୨୦ମିଲିଗ୍ରାମ…

ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ ଆପଣାନ୍ତୁ ଅରଖ ଫୁଲ

ଅରଖ ଫୁଲରେ ରହିଥାଏ ଅନେକ ପ୍ରକାର ଔଷଧୀୟ ଗୁଣ। ଏହା ଶ୍ୱାସ, କ୍ଷତଚିହ୍ନ, ରକ୍ତଚାପ ଏବଂ ଆଲର୍ଜି ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଅରଖ ପତ୍ର ଓ ଫୁଲର ବ୍ୟବହାର ମଧୁମେହ ଭଳି ରୋଗରୁ ମଧ୍ୟ ଆରୋଗ୍ୟ ପ୍ରଦାନ କରିଥାଏ।…

ସ୍ବାସ୍ଥ୍ୟ ପାଇଁ ଉପକାରୀ କେଶର

କେଶର ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଏହାକୁ ଖାଇଲେ ବହୁ ରୋଗରୁ ମୁକ୍ତି ମିଳିପାରିବ। କେଶର ହଜମ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ। ଏହା କିଡ୍‌ନୀ, ମୂତ୍ରାଶୟ ଏବଂ ଲିଭରଜନିତ ସମସ୍ୟାକୁ ଦୂର କରି ରକ୍ତ ବିଶୋଧନ କରିଥାଏ। ଋତୁସ୍ରାବରେ ଅନିୟମିତତା…

ରାତିରେ ଭାତ ଖାଉଥିଲେ ଜାଣନ୍ତୁ କ’ଣ ମିଳେ ଉପକାର

ପ୍ରାୟ ଲୋକ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଭାତରୁ କ’ଣ ଉପକାର ମିଳିଥାଏ ତାହା ଅନେକଙ୍କୁ ନ ଥିବ। ଭାତରେ ଭିଟାମିନ୍‌ ଏବଂ ମିନେରାଲ ରହିଥାଏ। ଯାହା ପତଳା ଝାଡ଼ା ବନ୍ଦ କରିଥାଏ। ଭାତ ଆଜ୍‌ମା ରୋଗୀଙ୍କ ପାଇଁ…

ସ୍ବା ସ୍ଥ୍ୟ ସୂ ଚ ନା

ବ୍ୟସ୍ତ ରହିଲେ ମଧ୍ୟ ରାତିରେ ଶୋଇବା ସମୟ ଏପରି ସ୍ଥିର କରନ୍ତୁ, ଯେମିତି ଆପଣ ୫-୬ ଘଣ୍ଟା ଶୋଇ ପାରିବେ। ଯିବା ପୂର୍ବରୁ ମନରେ ନକାରାତ୍ମକ ଚିନ୍ତାଧାରା ଆଦୌ ଆଣନ୍ତୁ ନାହିଁ। କାରଣ ଏହାର ସିଧାଳଖ ପ୍ରଭାବ ନିଦ୍ରା ଉପରେ ପଡିଥାଏ।…

ଦୃଷ୍ଟିଶକ୍ତି ପ୍ରଖର କରେ ଅଲିଭ୍‌ ତେଲ

ଦୃଷ୍ଟିଶକ୍ତିକୁ ପ୍ରଖର କରିବା ପଛରେ ଅଲିଭ୍‌ ତେଲର ମଧ୍ୟ ଭୂମିକା ରହିଛି। ୟୁନିଭର୍ସିଟି ଅଫ ଲଣ୍ଡନର ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସଦ୍ୟତମ ଗବେଷଣାରୁ ଏ ସମ୍ପର୍କରେ ସୂଚନା ମିଳିଛି। ‘ଦୃଷ୍ଟିଶକ୍ତି ଏବଂ ଅଲିଭ୍‌ ତେଲ’ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଏମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri