ଜୀବନଚର୍ଯ୍ୟା

ସ୍ବାସ୍ଥ୍ୟ ପାଇଁ ହିତକର ସାଇକେଲିଂ

ଯାତାୟାତ ଲାଗି ସାଇକେଲ ସ୍ବାସ୍ଥ୍ୟ ପାଇଁ ହିତକର । ଆଜିକାଲିର ଲାଇଫ୍‌ ଷ୍ଟାଇଲ୍‌ ଓ ଖାଦ୍ୟପେୟ ଦିନକୁ ଦିନ ଲୋକଙ୍କୁ ରୁଗ୍ଣ କରିଦେଉଛି। ଅଧିକ ଫ୍ୟାଟ୍‌ ଜାତୀୟ ଖାଦ୍ୟ ସାଙ୍ଗକୁ ବ୍ୟାୟାମର ଅଭାବ ଓ ଅଫିସ୍‌ରେ ବସି ରହି କାମ କରିବା…

ଏପରି ଲକ୍ଷଣ ଜଣାଇଦିଏ ହାର୍ଟ ଆଟାକ୍‌ର ପୂର୍ବ ସୂଚନା…

ହାର୍ଟ ଆଟାକ୍‌ କ୍ଷେତ୍ରରେ କେତେକ ସାଧାରଣ ଲକ୍ଷଣ ଦେଖାଯାଇଥାଏ। ସେ ସମ୍ପର୍କରେ ଜାଣନ୍ତୁ… -ଛାତିରେ ଯନ୍ତ୍ରଣା: ହାର୍ଟ ପମ୍ପିଂରେ ବାଧା ଯୋଗୁ ଏହା ହୋଇଥାଏ। -ବାରମ୍ବାର ନିଶ୍ୱାସ ପ୍ରଶ୍ୱାସ ନେବା ବା ଧଇଁ ସଇଁ ହେବା: ହାର୍ଟକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ…

ସୌନ୍ଦର୍ଯ୍ୟ ବଢ଼ାଏ ଅଦା, କିଭଳି ଜାଣନ୍ତୁ…

ଅଦା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ। ଆପଣ ଅଦାର ଅନେକ ଔଷଧୀୟ ଗୁଣ ସମ୍ପର୍କରେ ଆଗରୁ ଜାଣିଥିବେ। ମାତ୍ର ଏହାର ବ୍ୟବହାର ଦ୍ୱାରା ସୌନ୍ଦର୍ଯ୍ୟ ବଢ଼ିଥାଏ ବୋଲି କମ୍‌ ଲୋକ ଜାଣନ୍ତି। ଅଦାରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଏହା ଅନେକ…

ଏହି ଯୋଗାସନ ଦୂର କରେ ଅନେକ ରୋଗ

ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯୋଗାସନ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ। ତେବେ ଯେ କୌଣସି ଯୋଗାସନ କରିବା ପୂର୍ବରୁ ଯୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାରୁ ଜରୁରୀ।…

ଶୀତଦିନେ ଖାଆନ୍ତୁ ଫୁଲକୋବି

ଶୀତଦିନେ ଅଧିକ ପରିମାଣରେ ଫୁଲକୋବି ମିଳିଥାଏ। ଏହାକୁ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଫୁଲକୋବିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ, ଭିଟାମିନ୍‌ ଏ, ସି, ଫସ୍‌ଫରସ୍‌, ଜିଙ୍କ, ମ୍ୟାଗ୍ନେସିୟମ, ସୋଡିୟମ ଓ ସେଲେନିୟମ ଆମ ଶରୀର ପାଇଁ ବେଶ୍‌ ଉପକାରୀ।…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍‌

ସୋୟାବିନରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଆଇରନ୍‌ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସହାୟକ ହୁଏ। ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀମାନେ ପ୍ରତିଦିନ…

କାଶ ଭଲକରେ ପାନ

ପାନକୁ ବିଭିନ୍ନ ଢଙ୍ଗରେ ଖିଆଯାଇଥାଏ। କେହି କେହି ଖାଲି ପାନ ସହ ଗୁଆ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ବିନା ଚୂନରେ ପାନ ଖାଇଥାଆନ୍ତି। ତେବେ ଶୀତଦିନେ ଦେଖାଯାଉଥିବା କିଛି ସାଧାରଣ ସମସ୍ୟାକୁ ଠିକ୍‌ କରିଥାଏ ପାନ। ଆୟୁର୍ବେଦ…

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ କ୍ୟାପ୍ସିକମ୍‌

ସାଧାରଣତଃ କ୍ୟାପ୍ସିକମକୁ ଚିଲି ତରକାରୀ କିମ୍ବା ସାଲାଡରେ ବ୍ୟବହାର କରାଯାଏ। କ୍ୟାପ୍ସିକମ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ। ବଜାରରେ ଲାଲ, ସବୁଜ ଓ ହଳଦିଆ ରଙ୍ଗର କ୍ୟାପ୍ସିକମ ବିକ୍ରି ହୋଇଥାଏ।…

ଚିକେନ ରାଜପୁତାନା

ପୁରୀ ସହରର ଭିଆଇପି ରୋଡରେ ରହିଛି ହୋଟେଲ ଭିଆଇପି ସ୍କୋୟାର। ଏହି ହୋଟେଲର ଏକ ଚାହିଦା ଥିବା ଡିଶ୍‌ ହେଉଛି ଚିକେନ ରାଜପୁତାନା। ଏହାର ଗୋଟିଏ ପ୍ଲେଟ ଦାମ୍‌ ୨୩୦ ଟଙ୍କା। ହୋଟେଲର ମୁଖ୍ୟ ଶେଫ୍‌ ଆକାଶ ଏହାର ପ୍ରସ୍ତୁତି ସମ୍ପର୍କରେ…

ସକାଳୁ ଯୋଗ କରେ

ମୈତ୍ରୀ ମୋନାଲି ପ୍ରଧାନ। ମଡେଲିଂ କ୍ୟାରିୟରରେ କାର୍ଯ୍ୟ କରୁଥିବା ମୈତ୍ରୀ ଓଡ଼ିଶା ତଥା ଦେଶ ବିଦେଶରେ ବିଭିନ୍ନ ବିୟୁଟି ପିଜାଣ୍ଟରେ ଭାଗ ନେଇ ଟାଇଟଲ ହାସଲ କରିଛନ୍ତି। ସେ ପ୍ରଥମେ ୨୦୧୬ରେ କିଟ୍‌ ନହ୍ନିପରୀ ଲିଟିଲ ମିସ୍‌ ଇଣ୍ଡିଆ ଟାଇଟଲ ହାସଲ…

‘ପବ୍‌ କଲ୍‌ଚର୍‌’

ରେଷ୍ଟୁରାଣ୍ଟ, କାଫେ, କ୍ଲବ୍‌, ଲାଉଞ୍ଜ୍‌ ଏବେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରମୁଖ ହ୍ୟାଙ୍ଗ୍‌ଆଉଟ୍‌ ସ୍ଥାନଭାବେ ପରିଗଣିତ ହେଉଛି। ଆମୋଦପ୍ରମୋଦ ପାଇଁ ସବୁବେଳେ କିଛି ନା କିଛି ନୂଆ ଖୋଜୁଥିବା ମଣିଷ ସପ୍ତାହକର କାମରୁ ଟିକେ ଫୁରସତ୍‌ ନେଇ କିଛି ଭିନ୍ନ କରିବାକୁ ଚାହୁଁଛି।…

ଘରୋଇ ଉପଚାରରେ ଦୂର କରନ୍ତୁ ବ୍ଲାକ୍‌ହେଡ୍‌ସ

ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ତ୍ୱଚା ସମସ୍ୟା ଦେଖାଯାଉଛି। ଏହା ମଧ୍ୟରୁ କଳାଦାଗ ବା ବ୍ଲାକ୍‌ହେଡ୍‌ସ ଅନ୍ୟତମ। ଯେତେବେଳେ ତ୍ୱଚା ତେଲିଆ, ବ୍ୟାକ୍ଟେରିଆ ଏବଂ ଡେଡ୍‌ ସ୍କିନ୍‌ ସମସ୍ୟା ଲାଗି ସେଲ୍‌ ବନ୍ଦ ହୋଇଯାଇ ବ୍ଲାକ୍‌ହେଡ୍‌ସ ହୋଇଥାଏ। ଏହି ସମସ୍ୟା ଅଧିକ ତେଲିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri