ଏଭଳି ଶୋଇଲେ ଶରୀର ଉପରେ ପଡ଼େ ଖରାପ ପ୍ରଭାବ…
ଶୋଇବାର କେତେକ ସାଧାରଣ ନିୟମ ରହିଛି। ଏହାକୁ ପାଳନ କଲେ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ପେଟ ମାଡ଼ିହୋଇ ଶୋଇବା ଦ୍ୱାରା ବହୁ ସମସ୍ୟା ଦେଖାଦେଇଥାଏ। ଏହାଯୋଗୁ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ। ସେହିପରି ଏଭଳି ଶୋଇବା ଅଭ୍ୟାସ ଯୋଗୁ ଖାଦ୍ୟ…
ଅର୍ଶରୋଗୀଙ୍କୁ ଏସବୁ ଖାଇବା ମନା
ପାଚନତନ୍ତ୍ରରେ ହେଉଥିବା ସମସ୍ୟା ନେଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉ ଥିବା ବେଳେ କୋଷ୍ଠକାଠିନ୍ୟ ବା ମଳତ୍ୟାଗ ସମୟରେ କଷ୍ଟ ହୋଇଥାଏ। ଏ ନେଇ ଅର୍ଶ ସମସ୍ୟା ଦେଖାଯାଇଥାଏ। ତେଣୁ ଏ ନେଇ ବିଶେଷ ଭାବେ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ…
ଏସବୁ ଘରୋଇ ଉପାୟରେ କମିଥାଏ ଥଣ୍ଡା
ଥଣ୍ଡା ଧରିଥିଲେ କିଛି ଘରୋଇ ଉପାୟ ଅବଲମ୍ବନ କଲେ ଏହି ସମସ୍ୟା ଶୀଘ୍ର ଦୂର ହୋଇଥାଏ। ଜାଣନ୍ତୁ ଏ ସମ୍ପର୍କରେ… ୧. ପାଣିରେ ହଳଦୀ ଓ ଲୁଣ ପକାଇ ଗରମ କରନ୍ତୁ। ଏହାର ବାମ୍ଫକୁ ୪/୫ଥର ନାକବାଟେ ନିଅନ୍ତୁ। ତୁଳସୀପତ୍ରକୁ ପାଣିରେ…
ଶୀତଦିନେ କାହିଁକି ବଢ଼େ ମାନସିକ ଅବସାଦ…
ଶୀତଦିନେ କେତେକଙ୍କଠାରେ ମାନସିକ ଅବସାଦ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ପରିବେଶ ଥଣ୍ଡା ରହିବା ଯୋଗୁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍ ସ୍ବାଭାବିକ ଭାବେ କାର୍ଯ୍ୟ କରି ନ ଥାଏ। ମେଟାବୋଲିଜିମ୍ ପ୍ରକିୟା ଧିମା ହେବା ଯୋଗୁ…
ଶୀତଦିନେ ପିଅନ୍ତୁ ଗୁଡ ମିଶ୍ରିତ କ୍ଷୀର
ଶୀତଦିନ ଆସିଲେ ଥଣ୍ଡା ସର୍ଦ୍ଦି ଏକ ସାଧାରଣ ସମସ୍ୟା ପାଲଟି ଯାଇଥାଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ଆମେ ଏହାକୁ ସହଜରେ ଠିକ୍ କରିପାରିବା। ବିଶେଷ ଭାବେ ଯେଉଁମାନେ ନିୟମିତ କ୍ଷୀର ପିଉଛନ୍ତି ସେମାନେ ଏହାଦ୍ୱାରା ସହଜରେ ଛୋଟମୋଟ ଥଣ୍ଡା ସର୍ଦ୍ଦିକୁ…
ଏପରି ବ୍ୟବହାର କରନ୍ତୁ ଅଦା ତେଲ: ରୁପି, କେଶ ଝଡିବା ସମସ୍ୟାରୁ ମିଳିବ ମୁକ୍ତି
ଶୀତଦିନେ ଅଧିକାଂଶ ଲୋକଙ୍କଠାରେ କେଶ ଝଡିବା ସହ ରୁପି ସମସ୍ୟା ଦେଖା ଯାଇଥାଏ। ଏହି ସମସ୍ୟାକୁ ନେଇ ସେମାନେ ଚିନ୍ତାରେ ପଡ଼ିଯାନ୍ତି। ଏପରିକି ସେମାନେ ମୁକ୍ତି ପାଇବା ଲାଗି ବିଭିନ୍ନ ରାସାୟନିକ ପଦାର୍ଥକୁ ମଧ୍ୟ ବ୍ୟବହାର କରିଥାନ୍ତି। ମାତ୍ର ଏଥିଲାଗି ଅଦା…
ହୃଦଘାତ ଆଶଙ୍କା କମ କରେ କଞ୍ଚା କଦଳୀ
କଞ୍ଚା କଦଳୀରେ ଭରପୂର ମାତ୍ରାରେ ଭିଟାମିନ ଏବଂ ଖଣିଜ ଲବଣ ଥାଏ। ଯାହା ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ଖାଦ୍ୟରେ କଞ୍ଚା କଦଳୀ ପ୍ରୟୋଗ କରିବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟା ସମସ୍ୟା ଦୂର ହୁଏ। କଞ୍ଚା କଦଳୀରେ…
ଗୁଜୁରାତିରେ ରହିଛି ଅନେକ ଔଷଧୀୟ ଗୁଣ
ଗୁଜୁରାତି ଖାଲି ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେ… – ଗୁଜୁରାତି ଖାଇବା ଦ୍ୱାରା ପାଚନକ୍ରିୟା ସହଜ ହୋଇଥାଏ। ପ୍ରତିଦିନ ସକାଳେ ୪/୫ଟି ଗୁଜୁରାତି ପାଣିରେ ଭିଜାଇ ଏହାର…
ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି
ପାଟିକୁ କଡା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍ ଉକାରୀ ମେଥି। ଆୟୁର୍ବେଦ ଔଷଧ ପ୍ରସ୍ତୁତିରେ ମେଥିର ଆବଶ୍ୟକତା ଢେର୍ ଅଧିକ। ମେଥିରେ ମ୍ୟାଗ୍ନେସିୟମ, ଆଇରନ, ଫସଫରସ ଥାଏମିନ୍, ଫଲିକ୍ ଏସିଡ୍ ଏବଂ ଭିଟାମିନ୍ ଏ ପ୍ରଚୁର ପରିମାଣରେ ଥାଏ। ମେଥି…
ବିବାହ ଭୋଜିରେ ଯୋଗ ଦେଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ବିବାହ ବା ଅନ୍ୟ କୌଣସି ଭୋଜିରେ ଖାଇବାକୁ ଥିଲେ ଅନେକ ଲୋକ ଆଗ୍ରହ ସହକାରେ ଅଧିକ ଖାଇବା ଦେଖାଯାଇଥାଏ। ହେଲେ ଏହା ଆଦୌ ଠିକ୍ ନୁହେଁ। କାରଣ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। -ଭୋଜିରେ ଖାଇବା ପୂର୍ବରୁ ପେଟ ଖାଲି…
ଚିଜ୍ ଲଲିପପ୍
ସ୍ନାକ୍ସରେ ଲଲିପପ୍ ସଭିଙ୍କ ପସନ୍ଦ। ଚିଜ୍ ଲଲିପପ୍ରେ ହଟ୍ ଗାର୍ଲିକ୍ ସସ୍ ମିଶାଇ ଖାଇବା ସ୍ବାଦ ବି ନିଆରା। ଉପରେ କ୍ରିସ୍ପି ଓ ଭିତରେ ମିଠା,ଏହି ଚପ୍କୁ ଲୋକେ ଭାରି ପସନ୍ଦ କରୁଛନ୍ତି। ଆବଶ୍ୟକ ସାମଗ୍ରୀ ପିଆଜ, କର୍ନଫ୍ଲୋର, ମଇଦା, ଚିଜ୍,…
ଶୀତଦିନେ ବଢ଼ିଯାଏ ଶରୀର ଓଜନ…
ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ସେମାନଙ୍କର ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।…
Archives


