ଜୀବନଚର୍ଯ୍ୟା

ରିଙ୍କିଲ୍ସ ପାଇଁ ଚିନ୍ତିତ କି, ତାହେଲେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା ଇତ୍ୟାଦି। ବିଶେଷ କରି ମହିଳାମାନେ ଏହାକୁ ନେଇ ବହୁ ଚିନ୍ତିତ ହୋଇଥାନ୍ତି। ୩୦ ବର୍ଷ…

ଗଣ୍ଠି ଦରଜ ହେଉଥିଲେ ଆପଣାନ୍ତୁ କିଛି ଟିପ୍ସ

ଶୀତଦିନେ ଅଧିକାଂଶ ଲୋକଙ୍କ ଗଣ୍ଠି ଦରଜ ହୋଇଥାଏ। ଔଷଧ ସେବନ ନ କରି କିଛି ଟିପ୍ସ ଆପଣାଇଲେ ଏଥିରୁ ମୁକ୍ତି ପାଇପାରିବେ ବୋଲି ବରିଷ୍ଠ ପ୍ରତ୍ୟାରୋପଣ ସର୍ଜନ ଡାକ୍ତର ଅଖିଳେଶ ଯାଦବ କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ… ପ୍ରାତଃ ଭ୍ରମଣ: ଶୀତଦିନେ…

ବ୍ରାଇଡାଲ୍‌ ଫୁଟ୍‌ଓ୍ବେର:

ବ୍ରାଇଡାଲ୍‌ ଲୁକ୍‌କୁ ପରଫେକ୍ଟ୍‌ କରିଥାଏ ଫୁଟ୍‌ଓ୍ବେର। ବ୍ରାଇଡାଲ୍‌ ଗେଟ୍‌ଅପ୍‌ ଓ ଫୁଟ୍‌ଓ୍ବେର ମ୍ୟାଚିଂ ଏବଂ ଟ୍ରେଣ୍ଡି ହେବା ବି ଦରକାର। ଏହାଦ୍ୱାରା ଲୁକ୍‌ ଭଲ ଲାଗିବା ସହ କନ୍‌ଫିଡେଣ୍ଟ୍‌ ଫିଲ୍‌ ହୋଇଥାଏ… ଗୋଲ୍ଡ ହିଲ୍ସ: ବ୍ରାଇଡାଲ୍‌ ପାଇଁ ଗୋଲ୍ଡ ହିଲ୍ସ ଏଭରଗ୍ରୀନ୍‌…

ଥାଇରଏଡ୍‌ ସମସ୍ୟାରୁ ଦୂରେଇ ରଖେ ଏସବୁ ଯୋଗାସନ…

ନୂଆଦିଲ୍ଲୀ: କେତେକ କାରଣରୁ କିଛି ଲୋକଙ୍କଠାରେ ଥାଇରଏଡ୍‌ ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟାରେ ଗଳାରେ ଥିବା ଥାଇରଏଡ୍‌ ଗ୍ଲାଣ୍ଡ୍‌କୁ ସ୍ବାଭାବିକ ଭାବେ କାର୍ଯ୍ୟ କରାଇବା ଲାଗି କେତେକ ଯୋଗାସନ କଲେ ସୁଫଳ ମିଳିଥାଏ। ଏହି ସମସ୍ୟାରେ ସେତୁବନ୍ଧାସନ କଲେ ଗଳାର ମାଂସପେଶୀରେ…

ବିନା ଔଷଧରେ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏପରି …

ନୂଆଦିଲ୍ଲୀ: ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ କେତେକଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ଲାଗି କେହିକେହି ନାନା ପ୍ରକାର ପେନ୍‌ କିଲର୍‌ ବ୍ୟବହାର କରିଥାନ୍ତି। ମାତ୍ର ବିନା ଔଷଧରେ କେତେକ ଘରୋଇ…

ଆପଲ୍‌ ଆଣ୍ଡ ମେୟୋନିଜ୍‌ ସାଣ୍ଡ୍‌ଓ୍ବିଚ୍‌

ଆବଶ୍ୟକ ସାମଗ୍ରୀ:ଏକ କପ୍‌ ଗ୍ରୀନ୍‌ ଆପଲ୍‌, ବ୍ରେଡ୍‌ ସ୍ଲାଇସ୍‌ – ୬ ଟି, ୨ ବଡ଼ ଚାମଚ ବଟର, ୧ ଚାମଚ ମେୟୋନିଜ୍‌, ୧ ଚାମଚ ଲେମ୍ବୁରସ, ସ୍ବାଦ ଅନୁସାରେ ଲୁଣ, ଆବଶ୍ୟକତା ଅନୁଯାୟୀ ମଖନ୍‌। ପ୍ରସ୍ତୁତି : ପ୍ରଥମେ ସେଓକୁ…

ଶୀତଦିନେ କାହିଁକି ଖାଇବେ ନାହିଁ ଦହି

ଶୀତଦିନେ ଉତ୍ତମ ଖାଦ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେଣୁ ଶରୀରକୁ ସୁହାଇବା ଭଳି ଖାଦ୍ୟ ଖାଇବା ଭଲ। ଅନେକ ଲୋକ ଶୀତଦିନେ ଦହି ଖାଇବାକୁ ବାରଣ କରିଥାଆନ୍ତି। ହେଲେ ଏହାକୁ ନେଇ କ’ଣ କୁହେ ବିଜ୍ଞାନ ତାହା ମଧ୍ୟ ଜାଣି…

ଜାଣନ୍ତୁ ଜୁସ ପିଇବାର ଉପଯୁକ୍ତ ସମୟ

ବିଭିନ୍ନ ପ୍ରକାର ଫଳର ଜୁସ ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାକୃତିକ ଭାବେ ଏହି ଜୁସ ସାହାଯ୍ୟ କରିଥାଏ। ଡାକ୍ତର ମଧ୍ୟ ରୋଗୀଙ୍କୁ ଏହା ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। ଏହାକୁ ଠିକ୍‌…

ମାତ୍ର ୧୫ ମିନିଟ୍‌ ବସନ୍ତୁ କଅଁଳା ଖରାରେ, ମିଳିବ ଏସବୁ ଫାଇଦା

ପ୍ରଦୂଷଣ କାରଣ ଯୋଗୁ ଲୋକଙ୍କୁ ଆଉ ସୂର୍ଯ୍ୟଙ୍କ କଅଁଳ କିରଣ ମିଳୁନି। କିନ୍ତୁ କଅଁଳ ଖରା ଶରୀର ପାଇଁ ବହୁ ଉପକାରୀ। ଏଥିରେ ପର୍ଯାପ୍ତ ପରିମାଣ ଭିଟାମିନ ଡି’ ରହିଛି। ଦିଲ୍ଲୀ ଫୋର୍ଟିସ୍‌ ରାଜନ୍‌ ଧଲ୍‌ ହସ୍ପିଟାଲ ଅର୍ଥପେଡିକ୍ସ ବିଭାଗର ଡାକ୍ତର…

ଲିଭର ଏବଂ ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଏଥିରୁ ୨ଟି…

ନୂଆଦିଲ୍ଲୀ: ଖାଦ୍ୟପେୟରେ ଅନିୟମିତତା ତଥା ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ କେତେକଙ୍କଠାରେ ଲିଭର ଏବଂ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ରାତିରେ ଶୋଇବା ପୂର୍ବରୁ ୨ଟି ଲବଙ୍ଗ ଖାଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ଏସବୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା…

ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ…

କାର୍ଲିଫର୍ନିଆ : କେତେକ ନିଜର ଆଙ୍ଗୁଠି ଫୁଟାଇଥାନ୍ତି। ଏହା ଦ୍ୱାରା ଆଙ୍ଗୁଠି ଜଏଣ୍ଟ ଆରାମ ଲାଗିଥାଏ। ତେବେ ବାରମ୍ବାର ଏପରି କରିବା ଦ୍ୱାରା ଆର୍ଥରାଇଟିସ୍‌ ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା…

ଦାନ୍ତ ଘଷିଲେ କମେ ହାର୍ଟଆଟାକ୍‌ ଆଶଙ୍କା !

ଓ୍ବାଶିଂଟନ,୨।୧୨: ଦାନ୍ତ ଘଷିବା ଦ୍ୱାରା ହାର୍ଟଆଟାକ୍‌ ଆଶଙ୍କା କମେ। ଏନେଇ ନିକଟରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ୟୁରୋପିଆନ୍‌ ଜର୍ନାଲ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ କାର୍ଡିଓଲୋଜିରେ ପ୍ରକାଶ ପାଇଛି। ଦାନ୍ତରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ଧମନୀରେ ରକ୍ତ ପ୍ରବାହ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri