ଶୀତଦିନେ କମଳା ବେଶ୍ ସ୍ବାସ୍ଥ୍ୟପ୍ରଦ
ଶୀତଦିନେ ସ୍ବାସ୍ଥ୍ୟ ପାଇଁ କମଳା ବେଶ୍ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଥାଏ। ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ଲାଗି ସେତିକି ହିତକାରକ। ଏହାକୁ ଖାଇବା ଦ୍ୱାରା କର୍କଟଠାରୁ ମଧୁମେୟ ପର୍ଯ୍ୟନ୍ତ ବିଭିନ୍ନ ରୋଗଜନିତ…
ଏସବୁ ଯୋଗୁ ଛୋଟ ପିଲାଙ୍କଠାରେ ଦେଖାଦେଇଥାଏ ଡାଇବେଟିସ୍…
ନୂଆଦିଲ୍ଲୀ: କେତେକ କାରଣରୁ ଛୋଟ ପିଲାଙ୍କଠାରେ ଡାଇବେଟିସ୍ ଆଶଙ୍କା ଦେଖାଦେଇଥାଏ। ତେବେ ସଚେତନ ହୋଇ ସେସବୁଠାରୁ ଦୂରେଇ ରହିଲେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କିଛି ପିଲା ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇଥାନ୍ତି। ଏହା ଦ୍ୱାରା ସେମାନଙ୍କଠାରେ…
ସିଗାରେଟ୍ଠାରୁ ବି ଅଧିକ କ୍ଷତିକାରକ ଏହି ଧୂଆଁ…
ନୂଆଦିଲ୍ଲୀ: ସିଗାରେଟ୍ ଟାଣିବା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେବେ ସିଗାରେଟ୍ଠାରୁ ମଧ୍ୟ ଅଧିକ କ୍ଷତି କାରକ ସାବ୍ୟସ୍ତ ହୋଇଥାଏ ମଶାଧୂପ। ମଶାଦାଉରୁ ରକ୍ଷା ପାଇବା ପାଇଁ କେତେକ ଘରେ ମଶାଧୂପ ଜଳାଇଥାନ୍ତି। ଏହା ଦ୍ୱାରା ମଶା ସାମୟିକ ଭାବେ…
ଏହି ୪ ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ଖାଲି ପାଦରେ ଘାସ ଉପରେ ଚାଲନ୍ତୁ
ସାଧାରଣତଃ ପାର୍କ ହେଉ କି ପଡିଆରେ ଲୋକଙ୍କୁ ଜୋତା କିମ୍ବା ଚପଲ ପିନ୍ଧି ବ୍ୟାୟାମ କରିବା ଦେଖାଯାଏ। ଚପଲ ପିନ୍ଧି ଚାଲିବା ଅପେକ୍ଷା ବିନା ଚପଲରେ ଚାଲିଲେ ଏହା ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ଶରୀର ତାଜା…
ଗୁଆ ଶରୀର ପାଇଁ କ୍ଷତିକାରକ
ଜର୍ନାଲ ଅଫ୍ ଦ ଆମେରିକାନ୍ ଡେଣ୍ଟାଲ ଆସୋସିଏଶନର ରିପୋର୍ଟ ଅନୁଯାୟୀ ଗୁଆ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏହାଦ୍ୱାରା ମୁଖ ଗହ୍ବର କର୍କଟ ରୋଗ ହୋଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବି କହିଛି ଗୁଆରେ ରହିଛି କ୍ୟାନସର ସୃଷ୍ଟି କରୁଥିବା ପଦାର୍ଥ। -କିଛିଦିନ ଧରି…
ରିଙ୍କିଲ୍ସ ପାଇଁ ଚିନ୍ତିତ କି, ତାହେଲେ ଆପଣାନ୍ତୁ ଏହି ଉପାୟ
ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା ଇତ୍ୟାଦି। ବିଶେଷ କରି ମହିଳାମାନେ ଏହାକୁ ନେଇ ବହୁ ଚିନ୍ତିତ ହୋଇଥାନ୍ତି। ୩୦ ବର୍ଷ…
ଗଣ୍ଠି ଦରଜ ହେଉଥିଲେ ଆପଣାନ୍ତୁ କିଛି ଟିପ୍ସ
ଶୀତଦିନେ ଅଧିକାଂଶ ଲୋକଙ୍କ ଗଣ୍ଠି ଦରଜ ହୋଇଥାଏ। ଔଷଧ ସେବନ ନ କରି କିଛି ଟିପ୍ସ ଆପଣାଇଲେ ଏଥିରୁ ମୁକ୍ତି ପାଇପାରିବେ ବୋଲି ବରିଷ୍ଠ ପ୍ରତ୍ୟାରୋପଣ ସର୍ଜନ ଡାକ୍ତର ଅଖିଳେଶ ଯାଦବ କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ… ପ୍ରାତଃ ଭ୍ରମଣ: ଶୀତଦିନେ…
ବ୍ରାଇଡାଲ୍ ଫୁଟ୍ଓ୍ବେର:
ବ୍ରାଇଡାଲ୍ ଲୁକ୍କୁ ପରଫେକ୍ଟ୍ କରିଥାଏ ଫୁଟ୍ଓ୍ବେର। ବ୍ରାଇଡାଲ୍ ଗେଟ୍ଅପ୍ ଓ ଫୁଟ୍ଓ୍ବେର ମ୍ୟାଚିଂ ଏବଂ ଟ୍ରେଣ୍ଡି ହେବା ବି ଦରକାର। ଏହାଦ୍ୱାରା ଲୁକ୍ ଭଲ ଲାଗିବା ସହ କନ୍ଫିଡେଣ୍ଟ୍ ଫିଲ୍ ହୋଇଥାଏ… ଗୋଲ୍ଡ ହିଲ୍ସ: ବ୍ରାଇଡାଲ୍ ପାଇଁ ଗୋଲ୍ଡ ହିଲ୍ସ ଏଭରଗ୍ରୀନ୍…
ଥାଇରଏଡ୍ ସମସ୍ୟାରୁ ଦୂରେଇ ରଖେ ଏସବୁ ଯୋଗାସନ…
ନୂଆଦିଲ୍ଲୀ: କେତେକ କାରଣରୁ କିଛି ଲୋକଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟାରେ ଗଳାରେ ଥିବା ଥାଇରଏଡ୍ ଗ୍ଲାଣ୍ଡ୍କୁ ସ୍ବାଭାବିକ ଭାବେ କାର୍ଯ୍ୟ କରାଇବା ଲାଗି କେତେକ ଯୋଗାସନ କଲେ ସୁଫଳ ମିଳିଥାଏ। ଏହି ସମସ୍ୟାରେ ସେତୁବନ୍ଧାସନ କଲେ ଗଳାର ମାଂସପେଶୀରେ…
ବିନା ଔଷଧରେ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏପରି …
ନୂଆଦିଲ୍ଲୀ: ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ କେତେକଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ଲାଗି କେହିକେହି ନାନା ପ୍ରକାର ପେନ୍ କିଲର୍ ବ୍ୟବହାର କରିଥାନ୍ତି। ମାତ୍ର ବିନା ଔଷଧରେ କେତେକ ଘରୋଇ…
ଆପଲ୍ ଆଣ୍ଡ ମେୟୋନିଜ୍ ସାଣ୍ଡ୍ଓ୍ବିଚ୍
ଆବଶ୍ୟକ ସାମଗ୍ରୀ:ଏକ କପ୍ ଗ୍ରୀନ୍ ଆପଲ୍, ବ୍ରେଡ୍ ସ୍ଲାଇସ୍ – ୬ ଟି, ୨ ବଡ଼ ଚାମଚ ବଟର, ୧ ଚାମଚ ମେୟୋନିଜ୍, ୧ ଚାମଚ ଲେମ୍ବୁରସ, ସ୍ବାଦ ଅନୁସାରେ ଲୁଣ, ଆବଶ୍ୟକତା ଅନୁଯାୟୀ ମଖନ୍। ପ୍ରସ୍ତୁତି : ପ୍ରଥମେ ସେଓକୁ…
ଶୀତଦିନେ କାହିଁକି ଖାଇବେ ନାହିଁ ଦହି
ଶୀତଦିନେ ଉତ୍ତମ ଖାଦ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେଣୁ ଶରୀରକୁ ସୁହାଇବା ଭଳି ଖାଦ୍ୟ ଖାଇବା ଭଲ। ଅନେକ ଲୋକ ଶୀତଦିନେ ଦହି ଖାଇବାକୁ ବାରଣ କରିଥାଆନ୍ତି। ହେଲେ ଏହାକୁ ନେଇ କ’ଣ କୁହେ ବିଜ୍ଞାନ ତାହା ମଧ୍ୟ ଜାଣି…
Archives


