ଓଜନ କମାଇବାକୁ ଚାହୁଁଥିଲେ…
ଲଣ୍ଡନ: ବ୍ରିଟେନ୍ର ବ୍ରିଘମ୍ ୟଙ୍ଗ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଓଜନ କମାଇବା ପାଇଁ ବ୍ୟାୟାମ ଜରୁରୀ। ତେଣୁ ବିଶେଷଜ୍ଞମାନେ ୧୨୦ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଏଥିରୁ ଜଣାପଡ଼ିଥିଲା ପ୍ରତିଦିନ ୧୦ ହଜାରରୁ ଅଧିକ ପାଦ…
ପେଟ ସମସ୍ୟା ଥିଲେ ସକାଳୁ ଖାଆନ୍ତୁ ଭିଜା ଚଣା
ପ୍ରତିଦିନ ସକାଳେ ଭିଜା ଚଣା ଖାଇଲେ ଅନେକ ରୋଗ ଦୂର ହୋଇଥାଏ। ଚଣାରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବର, ଫସଫରସ, ଆଇରନ ଏବଂ ମିନେରାଲ୍ସ ଥାଏ। ପେଟ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ରାମବାଣ ସଦୃଶ ହୋଇଥାଏ। ପ୍ରତ୍ୟେକ ଦିନ…
ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଅଁଳା ରସ
ହର୍ବାଲ୍ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍, କ୍ୟାଲସିୟମ୍ ଏବଂ କାର୍ବୋହାଇଡ୍ରେଟ୍ ଭଳି ତତ୍ତ୍ୱରେ ଭରପୂର୍ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ।…
ମ୍ୟାଗି ପକୋଡା
ଆବଶ୍ୟକ ସାମଗ୍ରୀ: ନୁଡଲ୍ସ-୧୫୦ଗ୍ରାମ୍, ଲୁଣ ଅଧାଚାମଚ, ଲଙ୍କା ପାଉଡର ଦୁଇ ଚାମଚ, କର୍ନଫ୍ଲୋର-ଦୁଇ ଚାମଚ, ଚିଜ୍ କ୍ୟୁବ୍-ଅଧା କପ, ଶିମ୍ଲା ମିର୍ଚ୍ଚି-ଅଧାଚାମଚ, ରିଫାଇନ୍ଡ ଅଏଲ ଦୁଇ କପ, ପାଣି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶିମ୍ଲା ମିର୍ଚ୍ଚିକୁ ଭଲଭାବେ ଧୋଇ କାଟନ୍ତୁ। ଏହାପରେ…
ଶପିଂ କରିବା ପୂର୍ବରୁ
ପ୍ରଥମେ ଲିଷ୍ଟ କରନ୍ତୁ: ସବୁବେଳେ ମନେରଖନ୍ତୁ ଯେତେବେଳେ ଆପଣ ଶପିଂ କରିବାକୁ ଯାଉଛନ୍ତି ପ୍ରଥମେ ଲିଷ୍ଟ କରନ୍ତୁ କ’ଣ କିଣିବେ। କାହିଁକି ନା ଆପଣ ମାର୍କେଟ ଯାଇ କିଛି ଭୁଲିଯାଇପାରନ୍ତି। ଶପିଂ ଲିଷ୍ଟ ଆପଣଙ୍କ ସମୟକୁ ବଞ୍ଚାଇପାରେ। ଆପଣଙ୍କୁ ପ୍ରଥମରୁ ଜଣାଥିବ…
ହାତରେ ଖାଇଲେ ବଢ଼େ ଖାଦ୍ୟର ସ୍ବାଦ
ବର୍ତ୍ତମାନର ଆଧୁନିକ ଯୁଗରେ ଅଧିକାଶ ଲୋକେ ହାତ ପରିବର୍ତ୍ତେ ଚାମଚରେ ଖାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ଚାମଚରେ ନ ଖାଇ ହାତରେ ଖାଇବା ଦ୍ୱାରା ଖାଦ୍ୟର ସ୍ବାଦ ବଢ଼ିଥାଏ। ନିକଟରେ ନ୍ୟୁୟର୍କର ଷ୍ଟେଭେନ୍ସ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।…
ମଧୁମେହ ଆଶଙ୍କା ବଢ଼ାଏ ଅନିଦ୍ରା
ଜଣେ ସାଧାରଣ ବ୍ୟକ୍ତି ଅତି କମ୍ରେ ରାତିରେ ୭/୮ ଘଣ୍ଟା ଶୋଇବା ଆବଶ୍ୟକ। ଯଦି ନିଦ ଠିକ୍ ଭାବେ ନ ହୁଏ ବା କମ୍ ସମୟ ଶୋଇଥିଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ, ଯେପରି କି ଉଚ୍ଚ ରକ୍ତଚାପ, ଚିଡ୍ଚିଡ଼ା…
ଶୀତଦିନେ ମେକ୍ଅପ
ଶୀତଦିନେ ମେକଅପ୍ ହେବା ପୂର୍ବରୁ ସ୍କିନ୍କୁ ପୂରା ମଶ୍ଚରାଇଜ୍ କରିଦିଅନ୍ତୁ। ଏଥିପାଇଁ ମେକଅପ୍ ପୂର୍ବରୁ ନିଜ ସ୍କିନ୍କୁ ଭଲ କ୍ଲିଞ୍ଜିଂ ମିଲ୍କ ସାହାଯ୍ୟରେ ସଫା କରନ୍ତୁ। -ନିଜ ତ୍ୱଚାକୁ ସର୍ବପ୍ରଥମେ କ୍ଲିଞ୍ଜିଂ ମିଲ୍କରେ ସଫା କରନ୍ତୁ। ଏହାପରେ ଫାଉଣ୍ଡେଶନ ଲଗାନ୍ତୁ। ଥଣ୍ଡାଦିନରେ…
ଫ୍ଲୋରାଲ ଫ୍ୟାଶନ
ଫ୍ଲୋରାଲ ପ୍ରିଣ୍ଟ: ଶାଢ଼ିର କେତେ ଭେରାଇଟି ଅଛି, ଯେମିତିକି ବନାରସୀ, କାଞ୍ଜିବରମ୍ କିମ୍ବା ସିଲ୍କ। ଏଥିମଧ୍ୟରୁ ଅନ୍ୟତମ ହେଉଛି ଫ୍ଲୋରାଲ ପ୍ରିଣ୍ଟ। ଋତୁ ବଦଳିବା ସହିତ ଫ୍ୟାଶନ୍ ମଧ୍ୟ ବଦଳିଯାଏ। ଶୀତଦିନ ଯିବାକୁ ବସିଲାଣି। ଏହା ଭିତରେ ଫ୍ଲୋରାଲ ପ୍ରିଣ୍ଟ ମାର୍କେଟରେ…
ଏକ୍ଟୋପିକ୍ ଗର୍ଭାବସ୍ଥା
”ଏକ୍ଟୋପିକ୍ ଗର୍ଭାବସ୍ଥା ସେତେବେଳେ ହୋଇଥାଏ, ଯେତେବେଳେ ପ୍ରଜନନ ହୋଇଥିବା ଡିମ୍ବାଣୁ ନିଜକୁ ଗର୍ଭାଶୟର ବାହାରେ ସ୍ଥାପିତ କରିଥାଏ; ସାଧାରଣତଃ ଏହା ନିଜକୁ ଏକ ଟ୍ୟୁବ୍ରେ ସ୍ଥାପନା କରିଥାଏ। ଏହି ପରିସ୍ଥିତିରେ ଭ୍ରୂଣ ବିକଶିତ ହୋଇ ଶିଶୁରେ ପରିଣତ ହୋଇ ନ ଥାଏ,…
ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍ ଟି’
ଗ୍ରୀନ୍ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତ ରଖିବ। ଏବେ ମନରେ ପ୍ରଶ୍ନ ଉଠୁଥିବ ‘ହ୍ବାଇଟ୍ ଟି’ ପ୍ରକୃତରେ କ’ଣ? ଗ୍ରୀନ୍…
ବ୍ୟାକ୍ଟେରିଆକୁ ରୋକିବ ଲାଳ
ସାଧାରଣତଃ ବ୍ୟାକ୍ଟେରିଆ ଯୋଗୁ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରତିହତ କରିବାରେ ଲାଳର ଭୂମିକା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ବିଶେଷଭାବରେ ଆମେ ଖାଇବା ପରେ ଭଲ ଭାବରେ ପାଟି ସଫା ନ…
Archives


