ଜୀବନଚର୍ଯ୍ୟା

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଭିଟାମିନ୍‌ ‘ଇ’

ଆବଶ୍ୟକ ମୁତାବକ ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଖାସ୍‌ କଥା ହେଲା, ଏହି ଭିଟାମିନ୍‌ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହା ଚର୍ବି ସହ ମିଶି…

ମ୍ୟାଲେରିଆ : ଲକ୍ଷଣ, ଉପଚାର

ବର୍ଷାଋତୁର ଆଗମନରେ ଧରଣୀ ଶସ୍ୟଶ୍ୟାମଳା ହୋଇ ଉଠୁଥିବା ବେଳେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ପ୍ରସାର ଘଟିଥାଏ। ସେଥିପାଇଁ ସାଧାରଣ ଲୋକ ଏହାକୁ ବର୍ଷାଦିନିଆ ଜ୍ୱର/ରୋଗ ବୋଲି କହିଥାଆନ୍ତି। ତେବେ ବର୍ଷାଦିନରେ ମ୍ୟାଲେରିଆ, ଡେଙ୍ଗୁ, ଓ ଡାଇରିଆ ଭଳି ସଂକ୍ରମଣର ଆଶଙ୍କା…

ଯଦି ଏପରି କାମ କରିବେ ଜୀବନରେ ଧନର ଅଭାବ ରହିବ ନାହିଁ

ଅର୍ଥ ମଣିଷ ଜୀବନରେ ନିତ୍ୟାନ୍ତ ଆବଶ୍ୟକ। ଆଧୁନିକ ଯୁଗରେ ମଣିଷ ପାଇଁ ପ୍ରତିଟି କ୍ଷେତ୍ରରେ ଅର୍ଥ ଦରକାର ପଡୁଛି। ଯେବେ ମଣିଷ ନିକଟରେ ଅର୍ଥର ଅଭାବ ଦେଖାଯାଏ ତାର ସମସ୍ତ ଯୋଜନା ଭାଙ୍ଗିଯାଇ ଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବସ୍ତୁବାଦୀ ଯୁଗରେ…

ଘରେ ଲଗେଇବେ କେଉଁ ଫଟୋ

ଘରର କାନ୍ଥ ସଜାଇବା ପାଇଁ ସମସ୍ତେ ସୁନ୍ଦର ସୁନ୍ଦର ଫଟୋ ଲଗାନ୍ତି। ତେବେ ଜାଣନ୍ତିକି ଏହାର ପ୍ରଭାବ ପୂରା ପରିବାର ଉପରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଫଟୋ କେବଳ ଘରର ଶୋଭା ବଢାଏ ନାହିଁ, ବରଂ ଭାଗ୍ୟ ବି ଚମକାଇପାରେ। ଜାଣନ୍ତୁ…

ବଜାର ଯାଉଥିଲେ ରୁହନ୍ତୁ ସାବଧାନ, ନଚେତ୍‌ ଏହି ଉପାୟରେ ଘରକୁ ଆସିବ କରୋନା

କରୋନା ସଂକ୍ରମଣ ମଧ୍ୟରେ ଜୀବନ ଜିଇଁବା ତ ଜରୁରୀ। ଏହି ଯେମିତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବଜାର ଯିବାକୁ ପଡ଼ିଥାଏ। ମାତ୍ର ସାବଧାନତା ଅବଲମ୍ବନ ନ କଲେ ଏହା ଜୀବନ ପ୍ରତି ଭାରି ପଡ଼ିପାରେ। କାରଣ ଏବେ ଗୋଟିଏ…

ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ କମ୍‌ ମିଳେ? ଜାଣନ୍ତୁ କ’ଣ ସତ..

କରୋନା କାଳରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ମାସ୍କ ପରିଧାନକୁ ନେଇ ଅନେକ ପ୍ରକାର ଗୁଜବ ଶୁଣିବାକୁ ମିଳୁଛି। ଯେପରିକି, ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ ଅକ୍ସିଜେନ୍‌(ଅମ୍ଳଜାନ) କମ୍‌ ମିଳିଥାଏ। ଯଦି…

କରୋନା ସଂକ୍ରମଣରୁ ରକ୍ଷା କରିବ ଏହି ଭିଟାମିନ୍‌

ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାକୁ ନେଇ ଅନେକ ଗବେଷଣା ଚାଲୁ ରହିଛି। କେତେକ ଅନୁସନ୍ଧାନରୁ ସମାନ କଥା ଜାଣିବାକୁ ମିଳିଛି। କରୋନା ଭୂତାଣୁ ରୋକିବାରେ ଭିଟାମିନ ‘ଡି’ ଅତ୍ୟନ୍ତ ପ୍ରଭାବଶାଳୀ। ଟ୍ରିନିଟି କଲେଜ ଡବଲିନ ବିଶେଷଜ୍ଞମାନେ…

ଜୀବନରେ ଖୁସି ଚାହୁଁଥିଲେ ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ଅସୁବିଧା ପାଖ ମାଡ଼ିବନି

ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି। ଖୁସି ହେବା ପାଇଁ ଜଣେ ବ୍ୟକ୍ତି କେବଳ ନିଜର ଆଚରଣ ବଦଳାଇବା ଆବଶ୍ୟକ। ଚାଣକ୍ୟ…

ଗ୍ରୁମିଂ କିଟ

ନିଜକୁ ସବୁବେଳେ ଗ୍ରୁମିଂ ରଖିବା ଫଳରେ ମହିଳାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ତେଣୁ ବାହାରକୁ ଯିବାବେଳେ ନିଜ ପାଖରେ ସବୁବେଳେ ରଖନ୍ତୁ ଗ୍ରୁମିଂ କିଟ୍‌। ତେବେ ଗ୍ରୁମିଂ କିଟ୍‌ ଭିତରେ କ’ଣ ସବୁ ରଖିବେ ଜାଣିରଖନ୍ତୁ… କ୍ଲିଜିଂ ଜେଲ୍‌:ବାହାରେ ଥିବା ବେଳେ…

ପାମ୍ପଡ଼ ରାଇତା

ଆବଶ୍ୟକ ସାମଗ୍ରୀ ଦହି- ୫୦୦ଗ୍ରାମ୍‌, ଛଣା ହୋଇଥିବା ମସଲା ପାମ୍ପଡ଼-୩ଟି (ବଡ଼), ଜିରା ଗୁଣ୍ଡ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଚାମଚ, ଧନିଆପତ୍ର- ୪ ଚାମଚ, ଲୁଣ ସ୍ବାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଦହିକୁ ଏକ ପାତ୍ରରେ ଢାଳି ଭଲଭାବେ…

ମନ୍‌ସୁନରେ ମାନନ୍ତୁ

ବର୍ଷାଦିନେ ସଂକ୍ରମଣର ଭୟ ଅଧିକ ରହିଥାଏ। ତେଣୁ ଖାଇବାପିଇବା ସହିତ ପୋଷାକପତ୍ର ଆଦି ସବୁଥିରେ ସତର୍କ ରହିବାକୁ ହେବ। ସବୁବେଳେ ପାଣିକୁ ସିଝାଇ ପିଅନ୍ତୁ। ପ୍ରତିଦିନ ସକାଳୁ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ। ଫଳରେ ଶରୀରରେ ଥିବା ବିଷାକ୍ତ ପଦାର୍ଥ…

ଘରକରଣା

ପାଣିରେ ଲେମ୍ବୁ ରସ ମିଶାଇ ମାଇକ୍ରୋୱେବ୍‌ ଭିତରେ ରଖି ଅନ୍‌ କରି ଦିଅନ୍ତୁ। ଏହାପରେ ଏକ କପଡ଼ାରେ ମାଇକ୍ରୋୱେବ୍‌ ଭିତରକୁ ସଫା କରନ୍ତୁ, ଭଲଭାବେ ସଫା ହୋଇଯିବ। ଚିମିନି, ବଲ୍‌ବ, ଏଗ୍‌ଜଷ୍ଟ ଫ୍ୟାନ୍‌କୁ ସଫା କରିବା ପାଇଁ ଗରମ ପାଣିରେ ଭିନେଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?