ଜୀବନଚର୍ଯ୍ୟା

୨୦ ସେକେଣ୍ଡରେ ଚିହ୍ନଟ ହେବେ କରୋନା ପଜିଟିଭ୍‌ !

ପ୍ରୟାଗରାଜ, ୧୬।୬: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପଜିଟିଭ୍‌ଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯିବ ସେନେଇ ଉଦ୍ୟମ ଜାରି ରହିଛି। ପ୍ରୟାଗରାଜର ମୋତିଲାଲ ନେହେରୁ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ ପକ୍ଷରୁ ଏକ ନୂଆ ପ୍ରଣାଳୀ ଡିପ୍‌-ଏକ୍ସ୍‌ର…

ଏଗ୍‌ଲେସ୍‌ ଭ୍ୟାନିଲା କେକ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ମଇଦା, ୨.୫ଟି ସ୍ପୁନ୍‌ ବେକିଂ ପାଉଡର, ଅଧା କପ୍‌ ବଟର, ୧.୫ କପ୍‌ କ୍ୟାଷ୍ଟର ସୁଗାର, ଅଧା କପ୍‌ ପାଣି, ଦହି ଆବଶ୍ୟକ ଅନୁସାରେ, ୧ ଟି ସ୍ପୁନ୍‌ ଭାନିଲା ଏସେନ୍ସ, ୧/୪ ଟି ସ୍ପୁନ୍‌…

ଫିକା ଫିକା ରଜ

ରଜ ପାଳନକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ଉତ୍ସାହକୁ ଏବର୍ଷ ଫିକା କରିଦେଇଛି କରୋନା। ତିନିଦିନ ଧରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଏହି ପର୍ବର ଆଜି ହେଉଛି ଶେଷଦିନ। ହେଲେ ରୋଗ ବ୍ୟାପିବା ଭୟ ସାଙ୍ଗକୁ ସାମାଜିକ ଦୂରତା ରଖିବାର…

ଘରେ କରନ୍ତୁ ହେୟାର ଡିଟକ୍ସ

କେଶକୁ ସୁନ୍ଦର ଏବଂ ମଜଭୁତ କରିବା ଲାଗି ଏହାକୁ ପରିଷ୍କାର ରଖିବା ସହ ଯତ୍ନ ନେବା ଆବଶ୍ୟକ। ତେବେ ଏଥିପାଇଁ ଆପଣ ଚାହିଁଲେ ଘରେ ହେୟାର୍‌ ଡିଟକ୍ସ କରିପାରିବେ । ଜାଣିରଖନ୍ତୁ ସେ ସମ୍ପର୍କରେ… ମାର୍କେଟରେ ମିଳୁଥିବା ବିଭିନ୍ନ କେମିକାଲ୍‌ଯୁକ୍ତ ଶାମ୍ପୁ,…

ଆମ୍ବ ଖାଇବା ପରେ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ

ଆମ୍ବ ପ୍ରାୟତଃ ଅନେକ ଲୋକଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଗରମ ଦିନରେ ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆମ୍ବ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଆମ୍ବରେ ଆଣ୍ଟି ଅକ୍ସିଡ଼େଣ୍ଟ, ପ୍ରୋଟିନ୍‌, ଭିଟାମିନ୍‌ ଏ, ବି, ସି ପ୍ରଚୁର…

ବାପା-ପୁଅର ମେଳ ଭିତରେ ଅମେଳ

”ଏହି ଟ୍ୟୁବର (କ୍ରୁକସ ଟ୍ୟୁବ୍‌) ନେଗେଟିଭ ଇଲେକ୍ଟ୍ରୋଡରୁ ଯେଉଁ ଇଲେକ୍ଟ୍ରୋନ୍‌ ସ୍ରୋତ ନିର୍ଗତ ହୁଏ ତାହା ହେଉଛି କ୍ୟାଥୋଡ ରେ’। ଏହା ମଧ୍ୟ କେତେକ ଇଲେକ୍ଟ୍ରୋନ୍‌ ଟ୍ୟୁବର ଉତ୍ତପ୍ତ ତାରରୁ ଉତ୍ପନ୍ନ ହୁଏ। କ୍ୟାଥୋଡ ରେ’ ଭିତ୍ତିକ ବହୁ ସଂଖ୍ୟକ ପରୀକ୍ଷା…

ଏୟାର ଫ୍ରେସନରର ବହୁଳ ବ୍ୟବହାର କ୍ଷତିକାରକ

ଘର ଭିତର ଭାଗର ପରିବେଶକୁ ସୁଗନ୍ଧମୟ କରିବାକୁ ଆଜିକାଲି ବିଭିନ୍ନ ପ୍ରକାରର ଏୟାର ଫ୍ରେସନର ବଜାରରେ ଉପଲବ୍ଧ। କିନ୍ତୁ ଏହାର ବହୁଳ ବ୍ୟବହାର ବାୟୁମଣ୍ଡଳ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ ସିଡ୍‌ନୀର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।…

ଅଣ୍ଟା ବିନ୍ଧୁଥିଲେ…

ଅଣ୍ଟା ବିନ୍ଧୁଥିଲେ ଏଥିପ୍ରତି ସତର୍କ ରହିବା ନିହାତି ଜରୁରୀ। କାରଣ ପ୍ରାରମ୍ଭରୁ ଏହାର ଉପଚାର ନ କରିଲେ ପରବର୍ତ୍ତୀ ସମୟରେ ତାହା ଗମ୍ଭୀର ସମସ୍ୟା ଭାବରେ ଉଭା ହୋଇଥାଏ। ଅଣ୍ଟାଜନିତ ସମସ୍ୟା ଥିଲେ ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହନ୍ତୁ…

ସ୍ବାସ୍ଥ୍ୟୋପକାରୀ ଆମ୍ବ

ଆମ୍ବରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କଞ୍ଚା ଆମ୍ବ ଚଣଟି ଅଜୀର୍ଣ୍ଣ ସମସ୍ୟାକୁ କେତେକାଂଶରେ ଦୂର କରିଥାଏ। ଆମ୍ବ ଖାଇଲେ ତାହା କୋଲେଷ୍ଟରଲ ସ୍ତରକୁ ସନ୍ତୁଳିତ ରଖିଥାଏ। କ୍ୟାନ୍‌ସର ସହ ଲଢ଼ିବାର ଶକ୍ତି ଆମ୍ବର ରହିଛି ବୋଲି ୟୁନିଭର୍ସିଟି…

ମୋଟା ଲୋକଙ୍କ ମାନସିକ, ଶାରୀରିକ ସମସ୍ୟା ବଢ଼ାଇଛି କରୋନା

ନ୍ୟୁୟର୍କ,୧୫ା୬: ମହାମାରୀ କରୋନା ମେଦବହୁଳ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। କାରଣ ସେମାନେ ନିଜ ଓଜନ ଏବଂ ମାନସିକ ସ୍ବାସ୍ଥ୍ୟ ପରିଚାଳନା ପାଇଁ ସଂଘର୍ଷ କରୁଛନ୍ତି। ମେଦବହୁଳ ରୋଗୀଙ୍କ ସ୍ବାସ୍ଥ୍ୟଗତ ଆଚରଣକୁ କରୋନା କିଭଳି ପ୍ରଭାବିତ କରିଛି ସେନେଇ ଗବେଷକମାନଙ୍କ…

ରୋଗ ପ୍ରତିଶେଧକ କ୍ଷମତା ବୃଦ୍ଧି କରେ ଶୁଖିଲା ନଡିଆ

ଶୁଖିଲା ନଡ଼ିଆ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବହୁତ ଉପକାରୀ। ଏଥିରେ କୋଲେଷ୍ଟ୍ରଲ୍‌ ବା ଟ୍ରାନ୍ସ ଫ୍ୟାଟ୍‌ ଆଦୌ ନାହିଁ। ଏଥିରେ ସେଲେନିୟମ୍‌, କପର୍‌ ଓ ଡ଼ାଏଟ୍ରି ଫାଇବର୍‌ ଭରପୂର ମାତ୍ରାରେ ଅଛି। ଏହି କାରଣରୁ ଶୁଖିଲା ନଡ଼ିଆ ବହୁତ ଉପକାରୀ ହୋଇଥାଏ।…

ଦିନକୁ ୨ଟି ଆସ୍ପ୍ରିନ୍‌ କ୍ୟାନସରରୁ ରଖେ ଦୂରେଇ !

ଅହମଦାବାଦ, ୧୪।୬: ଦିନରେ ୨ଟି ଆସ୍ପ୍ରିନ୍‌ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍‌ ହୋଇଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶରୀରରେ ଯନ୍ତ୍ରଣା, ଜଳାପୋଡ଼ା ଅବା ଜ୍ୱରରୁ ମୁକ୍ତି ପାଇଁ ପ୍ରାୟତଃ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri