ଜୀବନଚର୍ଯ୍ୟା

ହାତ ପାଆନ୍ତାରେ ଉପାୟ

ହୃତ୍‌ପିଣ୍ଡ ବା ହାର୍ଟକୁ ସୁସ୍ଥ ରଖିବାର ଏକ ସରଳ ତଥା ସହଜ ଉପାୟ ରହିଛି। ତାହା ପୁଣି ହାତ ପାଆନ୍ତାରେ। ସେହି ଉପାୟଟି କ’ଣ ଜାଣନ୍ତି ? ହସିବା। ଅର୍ଥାତ୍‌, ହସିବା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ ବୋଲି ୟୁନିଭର୍ସିଟି ଅଫ…

ଏ ବର୍ଷର ବାର୍ତ୍ତା

ସମଗ୍ର ବିଶ୍ୱରେ ହୃଦ୍‌ଜନିତ ସମସ୍ୟା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ଏ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୯କୁ ‘ବିଶ୍ୱ ହୃତ୍‌ପିଣ୍ଡ ଦିବସ’ (ଓ୍ବାଲର୍‌ଡ ହାର୍ଟ ଡେ) ଭାବରେ ପାଳନ କରାଯାଇଥାଏ। ତେବେ ସବୁବର୍ଷ ଅପେକ୍ଷା ଚଳିତ…

ସୁସ୍ଥ ହୃତ୍‌ପିଣ୍ଡ ପାଇଁ…

ଆଜିର ସମୟରେ ଚିନ୍ତାଜନକ ହେଉଛି ହୃଦ୍‌ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତି ବର୍ଷ ପାଖାପାଖି ୧କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଅସ୍ବାଭାବିକ ହୃଦ୍‌ରୋଗରେ ମୃତ୍ୟୁ ଘଟୁଛି; ଯାହାର ବଡ଼ କାରଣ ଶାରୀରିକ ପରିଶ୍ରମର ଅଭାବ, ଧୂମ ଓ ନିଶା…

ଆତ୍ମବିଶ୍ୱାସ ବୃଦ୍ଧି, ସଫଳତା ପାଇଁ କରନ୍ତୁ ଏପରି

ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆତ୍ମବିଶ୍ୱାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ପାଖରେ ଆତ୍ମବିଶ୍ୱାସର ଅଭାବ ଥାଏ ତେବେ ସେ କୌଣସି ଲକ୍ଷ ସ୍ଥଳରେ ପହଞ୍ଚିପାରି ନ ଥାଏ। ଆତ୍ମବିଶ୍ୱାସ ଅଭାବ ଯୋଗୁ ଜଣେ ବ୍ୟକ୍ତିକୁ ନିଜ କଥାକୁ ଅନ୍ୟ…

ଦକ୍ଷିଣ ଦିଗକୁ କାହିଁକି କୁହାଯାଏ ଅଶୁଭ, ଜାଣନ୍ତୁ

ଚାରୋଟି ଦିଗ ମଧ୍ୟରୁ ଦକ୍ଷିଣ ଦିଗ ଅନ୍ୟତମ। ଏହା ଦେବତା ଏବଂ ପିତୃପୁରୁଷଙ୍କ ଦିଗ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ରରେ ଦକ୍ଷିଣ ଦିଗ ମଙ୍ଗଳ ସହିତ ଜଡିତ କୁହାଯାଇଛି। ଏହି ଦିଗଟି ସାଧାରଣତଃ ଅଶୁଭ ବୋଲି କୁହାଯାଏ। ଲୋକମାନେ ଦକ୍ଷିଣ…

ଯନ୍ତ୍ରଣା କମାଇବାର ସହଜ ଉପାୟ

ସାଧାରଣତଃ ଆମ ଶରୀରରେ ଯନ୍ତ୍ରଣା ଅନୁଭବ କଲେ ଆମେ ତାହାର ତୁରନ୍ତ ଉପଚାର କରିଥାଉ। ବେଳେବେଳେ ଏଥିପାଇଁ ଘରୋଇ ଉପାୟ ଅବଲମ୍ବନ କରିବାକୁ ପଡେ। ଅନ୍ୟପକ୍ଷରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ହୋଇଥାଏ। ତେବେ ଏପରି ଏକ ଉପାୟ ରହିଛି,…

ମସ୍ତିଷ୍କକୁ ସକ୍ରିୟ କରେ ମନ ପସନ୍ଦର ସଙ୍ଗୀତ

ଭାରାକ୍ରାନ୍ତ ମନକୁ ହାଲକା କରିବା ପାଇଁ ଅନେକେ ଗୀତ ଶୁଣିଥାଆନ୍ତି। କେତେକେ ନିଜର ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା ସେମାନଙ୍କର ମାନସିକତା ପ୍ରାୟ ସକାରାତ୍ମକ ରହିଥାଏ ଏବଂ ନିଜେ କରୁଥିବା କାମକୁ ସୂଚାରୁ ରୂପେ ସମ୍ପନ୍ନ କରିଥାଆନ୍ତି। ମନ ପସନ୍ଦର…

କଥାବାର୍ତ୍ତା ଶୈଳୀ ଓ ବୁଦ୍ଧିମତ୍ତା

କଥାରେ ଅଛି-କହିବ ମଧୁର ବଚନ, କହି ତୋଷିବ ଜନମନ। କଥାବାର୍ତ୍ତା ଶୈଳୀ ଉପରେ ହିଁ ନିଜର ବ୍ୟକ୍ତିତ୍ୱ ନିର୍ଭର କରିଥାଏ। ତେବେ ଏହାର ପ୍ରଭାବ ମଧ୍ୟ ବୁଦ୍ଧିମତ୍ତା ଉପରେ ପଡିଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀ ମାନଙ୍କ ଦ୍ୱାରା ହୋଇଥିବା ଏକ…

ଜଳାତଙ୍କର ଯନ୍ତ୍ରଣା

”ଭୂତାଣୁମାନେ ସଂକ୍ରମିତ ପ୍ରାଣୀର ଲାଳରେ ରହିଥିବା ଯୋଗୁ ଏମାନେ କାମୁଡିବା ଦ୍ୱାରା ରୋଗ ହେବା ସ୍ବାଭାବିକ। ସଂକ୍ରମିତ ପ୍ରାଣୀ କାମୁଡି ଦେଲେ କିମ୍ବା ଚାଟି ପକାଇଲେ ମଧ୍ୟ ରୋଗ ହୋଇପାରେ। ଜଳାତଙ୍କ ଭୂତାଣୁ ସଂକ୍ରମିତ ପ୍ରାଣୀକୁ ବା କୁକୁର, ବିଲୁଆକୁ ଆମେ…

ମେରୁଦଣ୍ଡ ଯନ୍ତ୍ରଣା ଦୂର କରେ ଏହି ଶାଗ

ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି; ଆର୍ଥ୍ରାଇଟ୍ସ, ଏସୋପ୍ଟିକ୍‌ ନେକ୍ରୋସିସ୍‌, ଗଣ୍ଠି ସଂକ୍ରମଣ, ଟ୍ୟୁମର୍‌, ଆଷ୍ଟିଓକୋଡ୍ରାଇଟ୍ସ ଇତ୍ୟାଦି। ଅନେକ…

କେବଳ ଏହି ୨ଟି ଅଭ୍ୟାସ ପାଇଁ ମଣିଷଙ୍କ ହୋଇଥାଏ କ୍ଷତି, ସହିବାକୁ ପଡ଼େ କଷ୍ଟ

ଆଯାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ଉଲ୍ଲେଖ କରିଛନ୍ତି। ଚାଣକ୍ୟ କହିଛନ୍ତି ମଣିଷର କେତେକ ଅଭ୍ୟାସ ପାଇଁ ତାକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ। ଏ ନେଇ ସେ ଦୁଃଖୀ ମଧ୍ୟ ହୋଇଥାଏ। ସେହି ଅଭ୍ୟାସ ମଧ୍ୟରୁ ୨ ଟି…

ଆଶାର ଆଲୋକ 

କ୍ୟାନ୍‌ସର ଏକ ରୋଗ; ଯାହା ଶରୀରକୁ ଦିଏ ଅସହ୍ୟ ଯନ୍ତ୍ରଣା। ଜୀବନ ମରଣର ଦୋ ଛକିରେ ଧନ୍ଦି ହୁଏ ମଣିଷ। ଭାଙ୍ଗିଯାଏ ମନୋବଳ, ମାଡିବସେ ଅବସାଦର କଳା ଛାଇ। ବେଳେବେଳେ ପିଣ୍ଡରୁ ପ୍ରାଣ ହୋଇଯାଏ ଅଲଗା। କିନ୍ତୁ କେତେଜଣ ଦୁଃସାହସୀ ମଣିଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri