ମନ୍ଦିରରେ ଟଙ୍କା ଦାନ କରୁଥିବା ଲୋକଙ୍କ ଘରେ ରହେ ନାହିଁ ଦାରିଦ୍ର୍ୟ: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ଅର୍ଥ ସମ୍ବନ୍ଧରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ତାଙ୍କ କହିବାନୁସାରେ, ଟଙ୍କା ରୋଜଗାର କରିବା କଷ୍ଟକର, ଏହାକୁ ସଠିକ ଭାବରେ ଖର୍ଚ୍ଚ କରିବା କଷ୍ଟକର। ସଚେତନ ସହକାରେ ଖର୍ଚ୍ଚ କରିବା ଦ୍ୱାରା ଟଙ୍କା ନଷ୍ଟ ହେବା ସମ୍ଭାବନା କମ୍ଥାଏ।…
ମଶା କାମୁଡିବାର ପରିଣାମ: ଗୋଡ଼ର ଆକାର ସ୍ବାଭାବିକଠାରୁ ୫ଗୁଣ ହେଲା ବଡ଼
ମଶା କାମୁଡିବା ଆମକୁ ସାଧାରଣ ଲାଗିଥାଏ। ପ୍ରତିଦିନ ଗୋଟିଏ ମଶା ଆମକୁ ନିଶ୍ଚିନ୍ତ କାମୁଡୁଥିବ। ଡେଙ୍ଗୁ, ମେଲେରିଆ ବ୍ୟତିତ କୌଣସି ସାଧାରଣ ମଶା କାମୁଡିଲେ ସାମାନ୍ୟ କୁଣ୍ଡେଇ ହେବା ପରେ ଠିକ୍ ହୋଇଯାଇଥାଏ। ହେଲେ କାମ୍ବୋଡିଆ ଜଣେ ଯୁବକଙ୍କୁ ମଶା କାମୁଡିବା…
ଏହି ୨ ରାଶିର ବ୍ୟକ୍ତି ନିଜ ସାଥୀଙ୍କୁ କେବେ ଦେଇ ନ ଥାନ୍ତି ପ୍ରତାରଣା
ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଉତ୍ଥାନ-ପତନ ଲାଗି ରହିଥାଏ। ତେବେ ଗ୍ରହ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଗ୍ରହର ସ୍ଥିତି ଯୋଗୁ କେତେବଳେ ଲାଭ ହୋଇଥାଏ ତ ଆଉ କେତେବେଳେ କ୍ଷତି। ଏମିତିରେ ଯଦି ଜଣେ ବ୍ୟକ୍ତିଙ୍କ…
ଆର୍ଥିକ ପ୍ରତିବନ୍ଧକ, ସହକର୍ମୀମାନଙ୍କ ସହିତବଢ଼ୁଛି କି ବିତର୍କ : ବଦଳାନ୍ତୁ ଅଫିସରେ ବସିବା ସ୍ଥାନ
ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, କାର୍ଯ୍ୟାଳୟ ଏବଂ କାର୍ଯ୍ୟ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଅଫିସର ବାସ୍ତୁ ଖରାପ ହେତୁ ଆର୍ଥିକ ପ୍ରତିବନ୍ଧକ ଏବଂ ସହକର୍ମୀମାନଙ୍କ ସହିତ ବିତର୍କ ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ ଏହା ମନେରଖିବା ଆବଶ୍ୟକ ଯେ,…
କ୍ୟାନ୍ସର ଠାରୁ ଦୂରେଇ ରଖିବ ବ୍ରୋକୋଲି
ବ୍ରୋକୋଲିକୁ ପରିବା ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନଲ ଥିବାରୁ ଏହା କ୍ୟାନସର ବିରୋଧୀ ଅଟେ। ଏହାବ୍ୟତିତ ଏଥିରେ ଜଣେ ବୟସ୍କ ଲୋକଙ୍କ ଆବଶ୍ୟକତା ଅନୁସାରେ ଅନ୍ୟ ପୁଷ୍ଟିକାରକ ଦ୍ରବ୍ୟ ମଧ୍ୟ ମହଜୁଦ ରହିଛି। ବ୍ରୋକୋଲିରେ ଡ୍ରାଇଲଣ୍ଡ୍ରୋଲିଲ ମିଥେନ୍…
ରାମ ବାଣ ଭଳି ଏହି ୨ ଗୁଣ: ପାଖରେ ଥିଲେ ଶତ୍ରୁ ବି ହୋଇଯାନ୍ତି ବନ୍ଧୁ
ଜୀବନରେ ଉନ୍ନତି ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ଏଥିରେ ଚାଣକ୍ୟ ଜୀବନ, ମୃତ୍ୟୁ , ବନ୍ଧୁ, ଶତ୍ରୁ, ଭଲ ଏବଂ ମନ୍ଦ ସହିତ ଅନେକ ବିଷୟ ସହ ଜଡିତ ସମସ୍ୟାର ସମାଧାନ ବର୍ଣ୍ଣନା…
ବିନା ଫ୍ରିଜ୍ରେ ଧନିଆ ପତ୍ରକୁ ରଖିପାରିବେ ୧୫ ଦିନ ସତେଜ: ଜାଣନ୍ତୁ କିପରି…
ଧନିଆ ପତ୍ର ଯେକୌଣସି ଖାଦ୍ୟରେ ସ୍ବାଦ ବଢ଼ାଇଥାଏ। ବିଶେଷକରି ତରକାରିରେ ଧନିଆ ପତ୍ର ପଡ଼ିଲେ ତାହାର ସ୍ବାଦ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ଏହାକୁ ମାତ୍ର ୨, ୩ ଦିନ ପର୍ଯ୍ୟନ୍ତ ସତେଜ ରଖିହୁଏ, ତାହା ପୁଣି ଫ୍ରିଜ୍ ସାହାଯ୍ୟରେ। ଏହା ପରେ…
ଏହି ୩ ବିଷୟରେ ଭୁଲ: ପକାଏ ସବୁଠୁ ବଡ଼ ଅସୁବିଧାରେ
ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିଥିଲେ। ଯାହାକୁ ସେ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କର ଏକ ଶ୍ଳୋକରେ ମହିଳା, ଖାଦ୍ୟ ଏବଂ ଅର୍ଥ ବିଷୟରେ କହିଛନ୍ତି ଯେ, ଏହି ବିଷୟଗୁଡ଼ିକରେ…
ପଞ୍ଜାବୀ ଡାଲ୍ ମଖାନୀ
ଆବଶ୍ୟକ ସାମଗ୍ରୀ:ବିରି ଡାଲି- ୧ କପ୍ (ରାତିରୁ ଭିଜା ହୋଇଥିବା), ରାଜମା- ୧ କପ୍ (ରାତିରୁ ଭିଜା ହୋଇଥିବା), ପିଆଜ- ୨ଟି (କଟା), ଟମାଟୋ- ୨ଟି, ଲଙ୍କାଗୁଣ୍ଡ- ୧ ଚାମଚ, ଧନିଆ ଗୁଣ୍ଡ- ୧ ଚାମଚ, ଅଦା ପେଷ୍ଟ- ୧ ଚାମଚ,…
ଘରେ କରନ୍ତୁ କଫ୍ ଶିରପ୍
କାଶ ହେବା ସମୟରେ ବ୍ୟବହାର ହେଉଥିବା କଫ୍ ଶିରପ୍କୁ ଆପଣ ଘରେ ବି ତିଆରି କରିପାରିବେ। ଏଥିପାଇଁ ମୁଖ୍ୟତଃ ୪ଟି ଜିନିଷ ଆବଶ୍ୟକ ହୋଇଥାଏ। ଅଲିଭ୍ ଅଏଲ୍, ମହୁ, ଅଦା ଓ ଲେମ୍ବୁ ରସ। ଏସବୁ ସାମଗ୍ରୀ ଗଳା ନିମନ୍ତେ ଲାଭଦାୟକ।…
କୋମଳ ତ୍ୱଚା ପାଇଁ…
ତ୍ୱଚାର ଯତ୍ନ ପ୍ରତି ଅନେକେ ସଚେତନ ନ ଥାନ୍ତି। କେତେଜଣ ଅଛନ୍ତି ତ୍ୱଚାର ଯତ୍ନ ତ ନେଇ ନ ଥାନ୍ତି ବରଂ ଅଜାଣତରେ ଏଭଳି କିଛି ଭୁଲ୍ କାମ କରିଥାନ୍ତି, ଯାହା ସେମାନଙ୍କ ତ୍ୱଚା ଉପରେ ବିପରୀତ ପ୍ରଭାବ ପକାଇଥାଏ। ତେଣୁ…
ଜାଣିରଖନ୍ତୁ
କମ୍ ହାଇଟ୍ ଥିଲେ ବି ଆପଣ ୱେଷ୍ଟର୍ଣ୍ଣ ଡ୍ରେସ୍ ପିନ୍ଧିପାରିବେ। ତେବେ ଯେକୌଣସି ପ୍ରକାରର ଡ୍ରେସ ପିନ୍ଧିଲେ ଆପଣ ଭର୍ଟିକାଲ୍ ଷ୍ଟ୍ରାଇପ୍ ଥିବା ଡ୍ରେସ ପିନ୍ଧନ୍ତୁ। ଏହି ପ୍ରକାରର ଜିନ୍ସ ପ୍ଟାଣ୍ଟ, ଡ୍ରେସ୍, ସ୍କର୍ଟ, ଡ୍ରେସ୍ ଆଦି ପିନ୍ଧିପାରିବେ। ଗୋଡ଼କୁ ଲମ୍ବା…
Archives


