ଜୀବନଚର୍ଯ୍ୟା

ଏହି ୩ ଅଭ୍ୟାସ ଦେଖାଏ ସବୁଠୁ ବଡ଼ ସଫଳତାର ରାସ୍ତା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ନୀତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରିବ।…

ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଘରୋଇ ଉପଚାର

ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା କେବଳ ବୟସ୍କ ବ୍ୟକ୍ତି ନୁହନ୍ତି ଯୁବପିଢ଼ିଙ୍କଠାରେ ଦେଖିବାକୁ ମିଳିଲାଣି। ଏହାର ଲକ୍ଷଣ ଜାଣିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇନେବା ଦରକାର। ତେବେ ଏଥିରୁ ଉପଶମ ପାଇବା ପାଇଁ କେତୋଟି ଘରୋଇ ଉପଚାରକୁ ଆପଣେଇ…

କୋଲେଷ୍ଟରଲକୁ ସନ୍ତୁଳିତ ରଖେ ଭିଟାମିନ୍‌ ‘ଇ’

ଆବଶ୍ୟକ ମୁତାବକ ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଖାସ୍‌ କଥା ହେଲା, ଏହି ଭିଟାମିନ୍‌ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହା ଚର୍ବି ସହ ମିଶି…

ପାଟିର ବ୍ୟାକ୍ଟେରିଆ ନଷ୍ଟ କରିବାର ସହଜ ଉପାୟ

ଆମ ପାଟିରେ କେତେକ କାରଣରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ଏପରି କି ଏମାନେ ବଂଶବିସ୍ତାର କଲେ ଆମେ ପାଟିଜନିତ ରୋଗର ସମ୍ମୁଖୀନ ହୋଇଥାଉ। ଏହାକୁ ନଷ୍ଟ କରିବାର ଏକ ସହଜ ଉପାୟ ରହିଛି। ଆଜିକାଲି ତ ଚୁଇଙ୍ଗମ ଚୋବାଇବା ଅନେକଙ୍କର ଏକ…

ଅସନ୍ତୁଳିତ ଖାଦ୍ୟ ଓ ଡାଇବେଟିସ୍‌

ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପରବର୍ତ୍ତୀ…

ଆଙ୍ଗୁଠିରୁ ଜାଣିହେବ ରୋଗ

କୌଣସି ରୋଗ ନିରୂପଣ କରିବା ପାଇଁ କେତେକ ପରୀକ୍ଷା କରାଯାଏ। ତା’ସହ ରୋଗର ଲକ୍ଷଣ ଦେଖି ଡାକ୍ତର ତାହାର ଚିକିତ୍ସା କରିଥାଆନ୍ତି। ତେବେ ଏହି ତାଲିକାରେ ଏକ ନୂଆ ଜିନିଷକୁ ସାମିଲ କରାଯାଇଛି। ଅର୍ଥାତ୍‌ ଜଣେ ବ୍ୟକ୍ତିର ଆଙ୍ଗୁଠିକୁ ତର୍ଜମା କରି…

ମଙ୍ଗଳରେ ହେଲିକପ୍ଟର

ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତା କ୍ରମରେ ସୌରଜଗତର ଚତୁର୍ଥ ଏବଂ ପୃଥିବୀର ଅନ୍ୟତମ ପଡୋଶୀ ଗ୍ରହ। ଅନେକ ବର୍ଷରୁ ଏହାକୁ ନେଇ ପୃଥିବୀବାସୀଙ୍କ ମନରେ ଅହେତୁକ ଆଶା ଓ କଳ୍ପନା ଥିଲା। ସେଠାରେ ଉନ୍ନତ ଜୀବ ରହିଥିବାର କଳ୍ପନା କରାଯାଇ ଅନେକ…

ଏହି ୩ ବିଷୟରେ ଭୁଲ: ପକାଏ ସବୁଠୁ ବଡ଼ ଅସୁବିଧାରେ

ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିଥିଲେ। ଯାହାକୁ ସେ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କର ଏକ ଶ୍ଳୋକରେ ମହିଳା, ଖାଦ୍ୟ ଏବଂ ଅର୍ଥ ବିଷୟରେ କହିଛନ୍ତି ଯେ, ଏହି ବିଷୟଗୁଡ଼ିକରେ…

ଶିକୁଳିରେ ସିଦ୍ଧକାଳୀ

ପ୍ରତ୍ୟକ୍ଷ ଦେବୀ ଭାବେ ପରିଚିତ ସିଦ୍ଧକାଳୀ। କେନ୍ଦୁଝରର ସିଦ୍ଧ ମଠଠାରେ ମା’ ବିରାଜିତ। ୮୦୦ ବର୍ଷର ପୁରାତନ ଏହି ପୀଠରେ ପୂଜିତ ମା’ କାଳୀଙ୍କ ରହିଛି ସ୍ବତନ୍ତ୍ରତା ା ଶିକୁଳିରେ ବନ୍ଧା ହୋଇ ମା’ ପୂଜା ପାଇ ଆସୁଛନ୍ତି ା କିମ୍ବଦନ୍ତୀ…

ଏମାନଙ୍କୁ ଅଧିକ ବିପଜ୍ଜନକ କହନ୍ତି ଚାଣକ୍ୟ, ଜାଣନ୍ତୁ କାହିଁକି

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ ବିପଜ୍ଜନକ ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଆଚାର୍ଯ୍ୟ ଚାନକ୍ୟ ତାଙ୍କ ନୀତି ଶାସ୍ତ୍ରରେ ପ୍ରକୃତ ବନ୍ଧୁଙ୍କ…

ଯଃ କାଳୀ ସଃ କୃଷ୍ଣ

  ମା’ ଆଦ୍ୟାଶକ୍ତି ସୃଷ୍ଟି କାରିଣୀ। ଯୁଗେ ଯୁଗେ ମା’ଙ୍କର ରୂପ ପରିବର୍ତ୍ତନ ହୋଇ ଭକ୍ତ ଉଦ୍ଧାରଣ ନିମିତ୍ତ ଆବିର୍ଭୂତ ହୋଇଥାନ୍ତି। ସେ ଲୀଲାମୟୀ। ସେ ପ୍ରେମମୟୀ, କୋପମୟୀ। ଶ୍ରଦ୍ଧା, ସହାନୁଭୂତି, ମମତାମୟୀ, ଶକ୍ତି ପ୍ରଦାୟିନୀ ମା’। ମା’ର ଅନେକ କଥା…

ଦୀପାବଳି

ଦୀପାବଳି ଦିନ ବିକ୍ରମାଦିତ୍ୟ ସିଂହାସନାରୂଢ ହୋଇଥିଲେ ଗୁପ୍ତବଂଶ ରାଜାଙ୍କର ‘ଗୁପ୍ତାବ୍ଦ’ଏହି ଦିନଠାରୁ ପ୍ରବର୍ତ୍ତନ ହୋଇଥିଲା । ମହର୍ଷି ବାତ୍ସାୟନଙ୍କ କାମସୂତ୍ରର ୪ର୍ଥ ଅଧ୍ୟାୟର ବର୍ଣ୍ଣନା କରିଥିବା ପାଞ୍ଚଟି ଜନପ୍ରିୟ ସାମାଜିକ ଉତ୍ସବ ମଧ୍ୟରୁ ଦିବାଲି ଅନ୍ୟତମ, ଯାହା କାର୍ତ୍ତିକ ଅମାବାସ୍ୟାରେ ପାଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri