ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ
ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ନାନା ରୋଗ ଗ୍ରାସ କରୁଛି। ସେଥିମଧ୍ୟରୁ ହାର୍ଟରୋଗ ଅନ୍ୟତମ। ଯଦି ମେଦବହୁଳତା ଏବଂ ଡାଇବେଟିସ ଅଛି, ତେବେ ହାର୍ଟର ଯତ୍ନ ନେବା ଜରୁରୀ। ନଚେତ୍ ଏହା ଅସମୟରେ ଜୀବନ ନେଇଯାଇପାରେ। ଚିନ୍ତା ଏବଂ…
ବିଶ୍ୱାସୀ ବନ୍ଧଙ୍କୁ ମଧ୍ୟ ବାଣ୍ଟନ୍ତୁ ନାହିଁ ବ୍ୟବସାୟ ସହ ଜଡ଼ିତ କଥା, ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ। କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥାଏ। ବିଶେଷକରି ସେ ପାଞ୍ଚ ଜଣଙ୍କୁ ବ୍ୟବସାୟ କଥା ବାଣ୍ଟିବାକୁ ବାରଣ କରିଛନ୍ତି। ଜାଣନ୍ତୁ…
ବାସ୍ତୁଶାସ୍ତ୍ର: ସୁଖ ସମୃଦ୍ଧି ପାଇଁ ଏଭଳି ସଜାନ୍ତୁ ଘର
ଘର ସଜାଇବାରେ ବାସ୍ତୁଶାସ୍ତ୍ରର ଏକ ପ୍ରମୁଖ ଭୂମିକା ରହିଛି। ଏହା ଅନୁଯାୟୀ କିଛି ଜିନିଷରେ ଘର ସଜାଇଲେ ଘରେ ସୁଖସମୃଦ୍ଧି ବଢିବ ଓ ଦୁର୍ଭାଗ୍ୟ ବି ଆସିବ ନାହିଁ। ଜାଣନ୍ତୁ ସେ ସମ୍ପର୍କରେ… -ରାମାୟଣ ବା ମହାଭାରତ ଭଳି ଯୁଦ୍ଧ ଫଟୋ…
ଦୀପାବଳିରେ ଏଭଳି ସଜାନ୍ତୁ ଘର…
ଦୀପାବଳିରେ ସମସ୍ତେ ଚାହାନ୍ତି ନିଜ ଘର ସୁନ୍ଦର ଦେଖାଯାଉ। ଆଉ ସବୁ କୋଣ ଝଲସି ଉଠୁ। କିନ୍ତୁ ଦାମୀ ଘରସଜା ସାମଗ୍ରୀ କିଣି ଘର ସଜାଇବା ବ୍ୟୟସାପେକ୍ଷ ହୋଇଥାଏ। ସେଥିପାଇଁ ଜାଣନ୍ତୁ କମ୍ ଖର୍ଚ୍ଚ ଓ ସହଜରେ କିଭଳି ଘରକୁ ସଜାଇ…
ସମାଜରେ ଏପରି ଲୋକଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ
ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ ତାଙ୍କ ନୀତିଶାସ୍ତ୍ରରେ ଏହା ଉଲ୍ଲେଖ କରିଛନ୍ତି। ସେଥିରେ ଚାଣକ୍ୟ ଯୋଗ୍ୟ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି।…
ଘରକୁ ସ୍ବର୍ଗ କରିବା ପାଇଁ ଏହି ୩ଟି କଥାକୁ ମହତ୍ତ୍ୱ ଦେଇଛନ୍ତି ଚାଣକ୍ୟ, ଜାଣନ୍ତୁ କ’ଣ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନ ବିଷୟରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଏହାର ଏକ ଶ୍ଳୋକରେ ଘରକୁ ସ୍ବର୍ଗ ପରି କରିବା ପାଇଁ ତିନୋଟି ଜିନିଷର ମହତ୍ତ୍ୱ ରହିଥିବା ବିଷୟରେ କହିଛନ୍ତି। ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, ଜଣେ…
ଖାଆନ୍ତୁ କଦଳୀଗଛର ମୂଳ
ନୂଆଦିଲ୍ଲୀ: କଦଳୀ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ କେହି ହୁଏତ ଜାଣି ନ ଥିବେ କି କଦଳୀ ଭଳି ସେହି ଗଛର ମୂଳ ମଧ୍ୟ ଖାଇହେବ। କଦଳୀ…
ଏହି ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଅଚାନକ ବଦଳିଯାଏ, କେବଳ ମିଳିଥାଏ ଲାଭ ହିଁ ଲାଭ
ସମସ୍ତେ ଚାହିଁଥାନ୍ତି ଜୀବନରେ କେମିତି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବେ। ଏଥିପାଇଁ ଲୋକେ ନାନା ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି। ମାତ୍ର କିଛି ଲୋକ ଅକ୍ଳାନ୍ତ ପରିଶ୍ରମ କଲା ପରେ ମଧ୍ୟ ହାତରେ ଟଙ୍କାଟିଏ ରହେ ନାହିଁ। ମନେରଖନ୍ତୁ, ମଣିଷର…
ସାବଧାନ! ପାଣି ପିଇଲେ ବି ଚାଲିଯିବ ଜୀବନ, ଜାଣନ୍ତୁ କେମିତି ଆଉ କାହିଁକି
ପାଣି ଅମୃତ ସମାନ। କୁହାଯାଏ, ପାଣି ପିଇଲେ ଅନେକ ରୋଗରୁ ଉପଶମ ମିଳିଥାଏ। ପାଣି ପିଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ମାତ୍ର ପାଣି ବି ବେଳେବେଳେ ଜୀବନ ନେଇପାରେ। ଏହାର ଏକ ଉଦାହରଣ ମଧ୍ୟ ରହିଛି। ଏମିତି ଏକ ଘଟଣା…
ଏସବୁ କାର୍ଯ୍ୟ ଦ୍ୱାରା ଜଗତକୁ ନିୟନ୍ତ୍ରଣ କରିପାରିବେ ସାଧାରଣ ବ୍ୟକ୍ତି, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡ଼ିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ ସେ ଅନେକ ଶ୍ଲୋକ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି, ଜଣେ ବ୍ୟକ୍ତି ମଧୁର କଥା…
ଶିଶୁର କାନ ସଫା କରୁଥିଲେ
ଶିଶୁର କାନ ଅତ୍ୟନ୍ତ ସୂକ୍ଷ୍ମ ଏବଂ ନରମ। ତେଣୁ ଏହାକୁ ସଫା କରିବା ସମୟରେ କେତେଗୁଡ଼ିଏ ଦିଗ ପ୍ରତି ବିଶେଷ ଧ୍ୟାନ ନ ଦେଲେ ତାକୁ ଅଧିକ କଷ୍ଟ ହେବା ସହ କାନର ନରମ ଚର୍ମ ଘଷି ହୋଇ କ୍ଷତ ହେବାର…
ଡେନିମ୍ ଫ୍ୟାଶନ
ଡେନିମ୍ ଆଉଟ୍ଫିଟ୍ ଫ୍ୟାଶନ୍ ଓ୍ବାଲର୍ଡରେ କେବେ ଆଉଟ୍ ଡେଟେଡ଼୍ ହୋଇନାହିଁ। କାରଣ ଏହାକୁ ନେଇ ସବୁ ବେଳେ କିଛି ନା କିଛି ଲାଟେଷ୍ଟ ଏକ୍ସପେରିମେଣ୍ଟ ଚାଲିଥାଏ। ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ବେଶ୍ ଡିମାଣ୍ଡରେ ଥିବା ଡେନିମ୍ ଫ୍ୟାଶନ୍ ସମ୍ପର୍କରେ ……
Archives


